Daily Archives

ଜମି ପାଇଁ ତହସିଲଦାରଙ୍କ ଦ୍ୱାରସ୍ଥ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲାର ଝାରବନ୍ଧ ତହସିଲ ଅନ୍ତର୍ଗତ ଚଣ୍ତିଭଟା ଗ୍ରାମ ପଞ୍ଚାୟତର ଜଟେଶିରା ଗ୍ରାମର ବହୁ ସଂଖ୍ୟାରେ ଭୂମିହୀନ ଆଦିବାସୀ, ଦଳିତ ଗରିବ ଲୋକ ମାନେ ଜମିର ପଟ୍ଟା ପାଇବା ପାଇଁ ଝାରବନ୍ଧ ତହସିଲଦାରଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଭୂମିହୀନ ଗଣେଶ ବାଗ ସୂଚନା
Read More...

ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା ଆରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ସାରା ଓଡିଶାର ସମସ୍ତ ବିଧାନସଭା କ୍ଷେତ୍ରରେ ଅକ୍ଟୋବର ୨ ତାରିଖ ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ତଥା ଲାଲବାହାଦୁର ଶାସ୍ତ୍ରୀଙ୍କ ଜନ୍ମ ଦିନରୁ ବିଜେଡିର ଜନସମ୍ପର୍କ
Read More...

ଡଙ୍ଗାଘାଟ ହାଇସ୍କୁଲର ରୌପ୍ୟ ଜୟନ୍ତୀ ପାଳନ ପାଇଁ ରାଜ୍ୟପାଳଙ୍କୁ ନିମନ୍ତ୍ରଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଅନ୍ତର୍ଗତ ରାଜବୋଡାସମ୍ବର ବ୍ଲକର ଡଙ୍ଗାଘାଟ ଗ୍ରାମରେ ୧୯୯୮ ମସିହାରେ ପ୍ରତିଷ୍ଠିତ ଡଙ୍ଗାଘାଟ ହାଇସ୍କୁଲର ରୌପ୍ୟ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ କମିଟିର ସଦସ୍ୟମାନେ ଭୁବନେଶ୍ୱର ରାଜଭବନ ଯାଇ ମହାମହିମ ରାଜ୍ୟପାଳଙ୍କୁ
Read More...

ଭବାନୀପାଟଣାଠାରେ ଆସନ୍ତା ଦୁର୍ଗାପୂଜା ଓ ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରାର ପ୍ରସ୍ତୁତି ବୈଠକ

କଳାହାଣ୍ଡି, (ପି.କେ. ସାହୁ) : ଆଜି ଭାବନୀପାଟଣା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଆସନ୍ତା ୨୨/୧୦/୨୦୨୩ରିଖରେ ଅନୁଷ୍ଠିତ ହେବାକୁ ଥିବା ମାଆ ମାଣିକେଶ୍ଵରୀ ପବିତ୍ର ଛତ୍ରଯାତ୍ରା ସମ୍ଭଧୀୟ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।
Read More...

ଗୋଷ୍ଠୀ ଆକ୍ରମଣରେ ୪ ଜଣ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତକାଲି ରାତିରେ ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ସିଲେଟକାନି ଗାଁରେ ଉତ୍ତେଜନା ଦେଖା ଦେଇଥିବା ସୂଚନା ମିଳିଛି । ଥାନାଧିକାରୀଙ୍କ ସହିତ ପୁରା ପୋଲିସ ଟିମ୍‌କୁ ଅଟକ ରଖିଥିଲେ ଗ୍ରାମବାସୀ । ଦୀର୍ଘ ଦିନ ହେବ ଗାଁର ଜୟକୃଷ୍ଣ ଦାଶ ଓ ନାରଦ ମେହେରଙ୍କ ପରିବାର
Read More...

ସଡ଼କ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଡ଼କ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର ହୋଇଥିବା ଜଣାପଡ଼ିଛି । ବଲାଙ୍ଗିର ସୋନପୁର ମୁଖ୍ୟ ରାସ୍ତା ପୁଇଁତଲା ଥାନା ପାଖରେ ଏଭଳି ସଡ଼କ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ମୃତ ଯୁବକ ଜଣକ ହେଲେ ସଂକଳ୍ପ ଯୋଷୀ (୨୪) । ସୂଚନା ଅନୁସାରେ ସଂକଳ୍ପ ଓ କୁନାଲ
Read More...

ଅନ୍ତର୍ଜାତୀୟ ଶିକ୍ଷକ ଏକତା ଦିବସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ବଲାଙ୍ଗିର ଜିଲ୍ଲା ଶାଖା ତରଫରୁ ଜନକଲ୍ୟାଣ ମଣ୍ଡପ ବଲାଙ୍ଗିରଠାରେ ସନ୍ଧ୍ୟା ୫ରୁ ୬ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ଶିକ୍ଷକ ଏକତା ଦିବସ ପାଳନ ହୋଇ ଯାଇଛି । ଏହି ସଭାରେ ସଭାନେତ୍ରୀ ଶାନ୍ତିଲତା ସାହୁ ଅଧ୍ୟକ୍ଷତା କରିଥିବା
Read More...

ନିଜର ହକ ପାଇବା ପାଇଁ ଗଞ୍ଜାମ ବରିଷ୍ଠ ନାଗରିକଙ୍କ ଧାରଣା ଜାରି

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଷ୍ଟେସନରେ ଦ୍ରୁତଗାମୀ ଟ୍ରେନ ରହଣୀ ଦାବୀରେ ଗଞ୍ଜାମ ପୌରାଞ୍ଚଳ ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ଷ୍ଟେସନ ସମୁଖରେ ଆଜିକୁ ଚାରିଦିନ ହେଲା ଧାରଣା ଜାରି ରହିଛି । ଯେ ପର୍ଯ୍ୟନ୍ତ ଦୁଇ ଦୃତଗାମୀ ଟ୍ରେନ ତଥା ପୁରୀ ତିରୁପତି ଏବଂ ହୀରାଖଣ୍ଡ
Read More...