Monthly Archives

September 2023

କଂଟାବାଂଜି ଏନ୍‌ଏସିକୁ ରାଜ୍ୟର ଏକ ନମ୍ବର କରିବାକୁ ହେଲେ ସମସ୍ତଙ୍କ ସହଯୋଗ ଆବଶ୍ୟକ : ବିଧାୟକ ସାଲୁଜା

କଂଟାବାଂଜି, (ଗୁରୁଦୟାଲ ହଂସ) : ସ୍ୱାୟତ ଶାସନ ଦିବସ ଅବସରରେ କଂଟାବାଂଜି ଏନ୍‌ଏସି ଦ୍ୱାରା ପ୍ରଥମ ଥର ପାଇଁ ପରିଷଦର କର୍ମଚାରୀମାନଙ୍କ ଏକ ଗଣ ଦୌଡ ପ୍ରତିଯୋଗିତା ହୋଇଥିଲା । ଏହା ସ୍ଥାନୀୟ ଶ୍ରୀ ଜଗନ୍ନାଥ ମଂଦିରଠାରୁ ଏନ୍‌ଏସି କାର୍ଯ୍ୟାଳୟ ପର୍ଯ୍ୟନ୍ତ ପ୍ରାୟ ଏକ କି.ମି. ଦୌଡ
Read More...

ଅବକାରୀ ବିଭାଗ ଦ୍ୱାରା ୩ କେ.ଜି. ଗଂଜେଇ ଜବତ : ଜଣେ କୋର୍ଟ ଚାଲାଣ

କଂଟାବାଂଜି, (ଗୁରୁଦୟାଲ ହଂସ) : କଂଟାବାଂଜି ଅବକାରୀ ବିଭାଗ ଦ୍ୱାରା ଗୁରୁବାର ସକାଳୁ କଂଟାବାଂଜି ଥାନା ଦାବ୍ରୀ ଛକରେ ୩.୦୨କେ.ଜି. ଗଂଜେଇ ଜବତ କରାଯାଇଛି । କଲାହାଣ୍ଡି ଜିଲ୍ଲା ପଦମପୁର, ଥାନା- କେଗାଁ ନିବାସୀ ପଦ୍ମନାଭ ଛତ୍ରିଆ ଏକ ଜରି ବ୍ୟାଗରେ ଗଂଜେଇ ଧରି କଂଟାବାଂଜି ରେଲ ଷ୍ଟେସନ
Read More...

ରକ୍ଷାବନ୍ଧନ ସହ ଅଶ୍ୱଥତ୍‌ ଗଛର ଗୁଣଗାନ କଲେ ହୃଷୀକେଶ ପାଢୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପବିତ୍ର ରକ୍ଷାବନ୍ଧନ ଅବସରରେ ପ୍ରକୃତିପ୍ରେମୀ ଆଇନଜୀବୀ ହୃଷୀକେଶ ପାଢୀ ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଗୁଡପାଇଲୋ ଗ୍ରାମର ମହାବୀର ମନ୍ଦିର ପ୍ରାଙ୍ଗଣରେ ଥିବା ଅଶ୍ୱଥତ୍‌ ବୃକ୍ଷକୁ ପୂଜାର୍ଚ୍ଚନା କରି ରାକ୍ଷୀ ବାନ୍ଧି ଅନ୍ୟମାନଙ୍କ ପାଇଁ ଉଦାହରଣ
Read More...

ବର୍ଣ୍ଣାଢ଼୍ୟ ସମାରୋହରେ ଛତ୍ରପୁରରେ ୬୮ତମ ସ୍ୱାୟତ୍ତ ଶାସନ ଦିବସ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମାସ୍ଥିତ ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଆନୁକୂଲ୍ୟରେ ୬୮ତମ ସ୍ୱାୟତ୍ତ ଶାସନ ଦିବସ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ପୂର୍ବାହ୍ନରେ ଏନ୍‌ଏସି କାର୍ଯ୍ୟାଳୟରେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା
Read More...