Monthly Archives

September 2023

ଲାଞ୍ଚ ନେବା ବେଳେ ରାଜସ୍ୱ ନୀରିକ୍ଷକଙ୍କୁ ମାଡ଼ିବସିଲା ଭିଜିଲାନ୍ସ

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ ତହସିଲ ଅନ୍ତର୍ଗତ ଜୟପୁର ରାଜସ୍ୱ ନୀରିକ୍ଷକ ରାକେଶ ପାତ୍ର ୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ଜଣାପଡିଛି ।
Read More...

ପୋଖରୀରେ ବୁଡ଼ି ପାଞ୍ଚ ବର୍ଷର ଦୁଇ ଶିଶୁଙ୍କ ମୃତ୍ୟୁ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ପୋଖରୀରେ ବୁଡ଼ି ଦୁଇ ଶିଶୁଙ୍କ ମୃତ୍ୟୁ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍ ଅନ୍ତର୍ଗତ ଗୁମିକିଆ ଗ୍ରାମ ପଞ୍ଚାୟତର ରାଣୀପଦର ଗ୍ରାମରେ । ମୃତ ଦୁଇ ଶିଶୁ ରାଣୀପଦର ଗ୍ରାମର ପିତସ ପ୍ରଧାନ ଓ ଲଳିତ
Read More...

ଟିଟିଲାଗଡ ଧବଳେଶ୍ୱର ମନ୍ଦିରକୁ ପର୍ଯ୍ୟଟନ ବିଭାଗର ଅଧିକାରୀଙ୍କ ଗସ୍ତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ଉପଖଣ୍ଡରେ ଅବସ୍ଥିତ ପୁରାତନ କୀର୍ତ୍ତିରାଜି ଓ ପର୍ଯ୍ୟଟନସ୍ଥଳୀ କୁମୁଡା ପାହାଡ, ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ଵର ମନ୍ଦିର ଭିତ୍ତିଭୂମିର ଉନ୍ନତିକରଣ ତଥା ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ନିମନ୍ତେ ପର୍ଯ୍ୟଟନ ବିଭାଗ ତରଫରୁ ଏକ ବିଶେଷଜ୍ଞ ଦଳ
Read More...

ବଡ଼ି ବିଲଡିଂ ପ୍ରତିଯୋଗିତାରେ ଆନ୍ତର୍ଜାତୀୟ ସ୍ତରରେ ବ୍ରୋଞ୍ଚ୍ ପଦକ ପାଇଲେ ପ୍ରଭାତ ପଣ୍ଡା

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକର ଜଣେ ଯୁବକ ପ୍ରଭାତ ପଣ୍ଡା ବଡି ବିଲ୍ଡିଂ ପ୍ରତିଯୋଗିତାରେ ଅନ୍ତର୍ଜାତୀୟ ସ୍ତରରେ ବ୍ରୋଞ୍ଚ୍ ପଦକ ପାଇଛନ୍ତି । ଆଜିକାଲିର ଯୁବ ପିଢିରେ ଏକ ପ୍ରେରଣା ପାଲଟିଛନ୍ତି ପ୍ରଭାତ ପଣ୍ଡା । କଠିନ ପରିଶ୍ରମ ଓ ଉଚ୍ଚ ଆଶା ଆଜି
Read More...

ଅନୁସୂଚିତ ଜାତି ତାଲିକାରୁ କେଉଁଟ, କୈବର୍ତ୍ତ, ଧୀବରଙ୍କୁ ବାଦ ଦେବାକୁ ଦାବି

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଅନୁସୂଚିତ ଜାତି ତାଲିକାରୁ କେଉଁଟ, କୈବର୍ତ୍ତ ଓ ଧୀବରଙ୍କୁ ବାଦ ଦେବା ପାଇଁ ଆନ୍ଦୋଳନ ଜୋରସୋର ହୋଇଛି । ଏଥିପାଇଁ ଲୋଇସିଂହା ବ୍ଲକ ସମ୍ମୁଖ ୨୬ ନଂ ଜାତୀୟ ରାଜପଥ ପାର୍ଶ୍ବରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ସାମୁହିକ ଭୁକ୍ ହରତାଳ ଆରମ୍ଭ ହୋଇଛି । ସ୍ୱାଧୀନତାର
Read More...

ଗଞ୍ଜାମ ଜିଲ୍ଲାରେ ହଟୁନି ସାମାଜିକ ବାସନ୍ଦ ଭଳି ପ୍ରଥା

ଜିଲ୍ଲା ପ୍ରଶାସନର କଡ଼ା କାର୍ଯ୍ୟାନୁଷ୍ଠାନରେ ଅଦ୍ଭାବ ପରିଲିଖିତ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଡ଼ିଜିଟାଲ ଯୁଗରେ ମଧ୍ୟ ପ୍ରଚଳିତ ଅଛି ଗଞ୍ଜାମ ଜିଲ୍ଲାରେ ସାମାଜିକ ବାସନ୍ଦ ଭଳି ପ୍ରଥା ଯାହା ସ୍ୱାଭାବିକ ଭାବେ ଚାଲିଛି । ଗଞ୍ଜାମ ଜିଲ୍ଲାରେ ବିଭିନ୍ନ ଗ୍ରାମାଞ୍ଚଳରେ ଏବଂ
Read More...

ପୁଇଁତଲା ପୋଲିସକୁ ମିଳିଲା ବଡ଼ ସଫଳତା : ବିଭିନ୍ନ ରାହାଯାନୀ ଓ ଆନ୍ତଃଜିଲ୍ଲା ଡକାୟତ ଗିରଫ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁତଲା ପୋଲିସକୁ ମିଳିଛି ଏକ ବଡ଼ ସଫଳତା । ବିଭିନ୍ନ ରାହାଯାନୀ ଓ ଆନ୍ତଃଜିଲ୍ଲା ଡକାୟତି ମାମଲାର ଜଣେ ଅଭିଯୁକ୍ତଙ୍କୁ ଗିରଫ୍‌ କରିବାରେ ପୁଇଁତଲା ପୋଲିସ ସଫଳ ହୋଇଛି । ଏ ସଂପର୍କରେ ସୂଚନା ଦେଇଛନ୍ତି ଏସ୍‌ଡ଼ିପିଓ ତୋଫାନ୍‌ ବାଗ । ଦିଆଯାଇଥିବା ସୂଚନା
Read More...

ବାଲିଗୁଡ଼ାରେ କଂଗ୍ରେସର ବିରାଟ ଜନ ଜାଗରଣ ସଭା : ରାଜ୍ୟ ପ୍ରଭାରୀ ଚେଲ୍ଲା କୁମାର ଓ ପିସିସି ସଭାପତି ଯୋଗ ଦେବେ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ାଠାରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଶନିବାର ୨ ତାରିଖ ଦିନ ୧୧ଟା ସମୟରେ ସ୍ଥାନୀୟ ସଭାଗୃହଠାରେ ଏକ ବିରାଟ ଜନ ଜାଗରଣ ସଭା ସହ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହେବ । କେନ୍ଦ୍ରରେ ବିଜେପି ନେତୃତ୍ଵାଧୀନ
Read More...

କଣ୍ଠଶିଳ୍ପୀ ସଙ୍ଗୀତ ନିର୍ଦ୍ଦେଶକ ଜିତୁ କୁମ୍ଭାରଙ୍କ ଅକାଳ‌ ବିୟୋଗରେ ବଲାଙ୍ଗିର ଯୁବ କଳାକାର ମହାସଂଘର ଶୋକ ପ୍ରକାଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ଜଣାଶୁଣା କଣ୍ଠଶିଳ୍ପୀ ସଙ୍ଗୀତ ନିର୍ଦ୍ଦେଶକ ଜିତୁ କୁମ୍ଭାରଙ୍କ ଅକାଳ‌ ବିୟୋଗରେ ବଲାଙ୍ଗିର ଜିଲ୍ଲାର‌‌‌ କଳାକାର ଜଗତରେ ଏକ ଅପୂରଣୀୟ କ୍ଷତି ହୋଇଛି । ସେ 'ଏକ୍‌ଡା ଏକ୍‌ଡା ରା', "ଏ ଧନ କେନକେ ଗଲୁ" ଠାରୁ ଆରମ୍ଭ କରି "ଗାଡ଼ି ବାଲା ଆଏଲା ଘରୁ
Read More...

ତହଁକ୍ କୁଟୁମ୍‌ର ନୂଆଁଖାଇ ଭେଟ୍ ପ୍ରସ୍ତୁତି

ବରଗଡ଼ : ବରଗଡ଼ ଜିଲ୍ଲା କେବାଡ ଗ୍ରାମରେ କବି ଅକୃର ବାଗଙ୍କ ସଭାପତିତ୍ୱରେ ଏକ ସଭାରେ ତହଁକ୍ କୁଟୁମର ନୂଆଁଖାଇ ଭେଟ୍ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅଧ୍ୟାପକ ଜଗଦୀଶ ଭୋଇ, କବି ଶ୍ରୀୟାକାନ୍ତ ଦାଶ, କବି ଦୁର୍ବାଦଲ ଖେତି ତହଁକ୍ ସମ୍ପାଦକ ରାଜେଶ ଦଣ୍ଡସେନାଙ୍କ ସମେତ
Read More...