Monthly Archives

September 2023

ଇସ୍ରୋ ପ୍ରଯୋଜିତ ଓଡିଶାର ପ୍ରଥମ ରୁରାଲ ସ୍ପେସ୍‌ ଲ୍ୟାବ ଉଦ୍‌ଘାଟିତ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜିସ୍ଥିତ ମୁସ୍କାନ ଇଂଟର ନ୍ୟାସ୍‌ନାଲ ସ୍କୁଲରେ ଓଡିଶାର ପ୍ରଥମ ରୁରାଲ ସ୍ପେସ୍‌ ଲ୍ୟାବ୍‌ ଶନିବାର ଦିନ ଉଦ୍‌ଘାଟିତ ହୋଇଯାଇଛି । ଏହାକୁ ବଲାଙ୍ଗିର ଲୋକସଭା ସାଂସଦ ଶ୍ରୀମତୀ ସଙ୍ଗୀତା କୁମାର ସିଂଦେଓ(ମୁଖ୍ୟ ଅତିଥି), ସମ୍ମାନୀତ
Read More...

ବଙ୍ଗୋମୁଣ୍ଡାରେ ଜିଜ୍ଞାସା ସମ୍ବନ୍ଧୀୟ ୨ ଦିନିଆ ଆଲୋଚନାଚକ୍ର ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଚମାର ମେହେର ଉଚ୍ଚ ବିଦ୍ୟାଳୟଠାରେ ଦୁଇ ଦିନ ଧରି ଆଲୋଚନାଚକ୍ର ସଂଗଠିତ ହୋଇଥିଲା । ଉକ୍ତ ଆଲୋଚନାରେ ବଙ୍ଗୋମୁଣ୍ଡା ବ୍ଲକ ଓ ମୁରିବାହାଲ ବ୍ଲକ ସମସ୍ତ ବିଜ୍ଞାନ ଶିକ୍ଷକ ଯୋଗ ଦେଇଥିଲେ । ୪୨ଜଣ ପୂର୍ଣ୍ଣ କ୍ଷମତାରେ
Read More...

ଚୂଡାଖାଇ ଓ ବାରପାହାଡପୀଠର ରୂପରେଖ ବଦଳିବ

ଡିପିଆର ପ୍ରସ୍ତୁତ ପାଇଁ ପର୍ଯ୍ୟଟନ ବିଭାଗର ବୈଷୟିକ ଟିମ୍‌ଙ୍କ ପରିଦର୍ଶନ ତରଭା, (କେପିଏନ୍‌ଏସ୍‌) : ରାଜ୍ୟ ସରକାର ବିଭିନ୍ନ ସ୍ଥାନରେ ପର୍ଯ୍ୟଟନ କ୍ଷେତ୍ରର ବିକାଶ କରାଉଛନ୍ତି । ତରଭା ବ୍ଲକଅଞ୍ଚଳର ଦୁଇଟିପୀଠର ବିକାଶ ପାଇଁ ଅନୁଦାନ ମଞ୍ଜୁର କରିଛନ୍ତି । ସୋନପୁର ବିଧାୟକ ତଥା
Read More...

ସାଇଟ ନର୍ସିଂଦ୍ୱାରା ବଟଲିଂପ୍ଲାନ୍‌ଟରେ ସ୍ୱାସ୍ଥ୍ୟ ସଚେତନତା ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାମଜୀ ଯୁବକ ସଂଘର ସଂପାଦକ ଡ. ନାରାୟଣ ପ୍ରସାଦ ମିଶ୍ରଙ୍କ ଆହ୍ୱାନ କ୍ରମେ ରାମଜୀ ଯୁବକ ସଂଘ, ସଦାଇପାଲି ଏବଂ ସାଇଟ ନର୍ସିଂ ମହାବିଦ୍ୟାଳୟ, ସଦାଇପାଲିର ମିଳିତ ଆନୁକୂଲ୍ୟରେ ଏକ ସ୍ୱାସ୍ଥ୍ୟ ସଚେତନତା ଶିବିର ବଲାଙ୍ଗିର ଜିଲ୍ଲାର ସଦାଇପାଲି ସ୍ଥିତ
Read More...

ଲୋଇସିଂହା ଶିବମନ୍ଦିର ପୁନଃଉଦ୍ଧାର ତଥା କୁମ୍ଭାରପଡାକୁ ପାନୀୟ ଜଳଯୋଗାଣ ପ୍ରକଳ୍ପର ଶିଳାନ୍ୟାସ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବସ୍ତିରେ ଥିବା ଶିବ ମନ୍ଦିରର ପୁନଃଉଦ୍ଧାର ଏବଂ ସ୍ଥାନୀୟ କୁମ୍ଭାରପଡାକୁ ପାଇପ ଯୋଗେ ପାନୀୟ ଜଳଯୋଗାଣ ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ଯୋଜନା ଏବଂ ଜିଲ୍ଲା ପରିଷଦ ପାଣ୍ଠିରୁ ଶିବମନ୍ଦିର ପାଇଁ ୪ ଲକ୍ଷ ଏବଂ
Read More...

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଲୋଇସିଂହାରେ ମାତୃ କର୍ମଶାଳା ଅନୁଷ୍ଠିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରଠାରେ ଶିଶୁ ବାଟିକା ବିଭାଗର ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଏହି କର୍ମଶାଳାରେ ଶିଶୁବାଟିକା ବିଭାଗର ୧୨ଟି ବ୍ୟବସ୍ଥାର କାଳାଂଶ କରାଯାଇଥିଲା । ପ୍ରଧାନ ଆଚାର୍ଯ୍ୟ ଶିବ ପ୍ରସାଦ ବାରିକଙ୍କ
Read More...

ଏମ୍‌ଡିଏମ୍ ଚାଉଳ ଚୋରି କରି ୩ ଯୁବକ ଗିରଫ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଖଗସା ଗ୍ରାମପଞ୍ଚାୟତ ଅନ୍ତର୍ଗତ ସରକାରୀ ଉନ୍ନତି ଉଚ୍ଚ ବିଦ୍ୟାଳୟରେ ରଖାଯାଇଥିବା ଏମ୍‌ଡିଏମ୍ ଚାଉଳ ଚୋରି ଘଟଣାରେ କଣ୍ଟାବାଞ୍ଜି ପୋଲିସ ୩ ଜଣ ଯୁବକଙ୍କୁ ଗିରଫ କରି ୧୩ ବସ୍ତା ଚାଉଳ ଜବତ କରିବାରେ ସଫଳ ହୋଇଛି । ଉକ୍ତ
Read More...

ଅଲେଖ ମହିମା ସାଧୁସନ୍ଥ ଧର୍ମାବଲମ୍ବୀଙ୍କ ସ୍ୱତନ୍ତ୍ର ନୂଆଁଖାଇ ଅନୁଷ୍ଠିତ

ନୁଆପଡା, (ନିରାକାର ମେହେର) : ଭାଦ୍ରବ ମାସ ପଂଚମୀ ତିଥିରେ ପଶ୍ଚିମ ଓଡିଶାବାସୀଙ୍କ ନୂଆଁଖାଇ ଅନୁଷ୍ଠିତ ହୋଇଥାଏ । ହେଲେ ଏହି ଅଂଚଳରେ ରହୁଥିବା ମହିମା ଧର୍ମାବଲମ୍ବୀମାନଙ୍କର ଶ୍ରାବଣ ମାସ ପୂର୍ଣ୍ଣିମାରେ ନୂଆଁଖାଇଥାନ୍ତୀି । ଯଦି ନୂଆଁଖାଇର ପରମ୍ପରା ସମାନ ରହୁଥିଲେ ହେଁ ମହିମା
Read More...

ସାରସ୍ୱତ ସମିତିର ଗୃହ ନିର୍ମାଣ ପାଇଁ ଶୁଭାରମ୍ଭ

ନୁଆପଡା, (ନିରାକାର ମେହେର) : ନୁଆପଡା ଜିଲ୍ଲା ସିନାପାଲି ବ୍ଲକର ସାହିତ୍ୟ ଅନୁଷ୍ଠାନ ଗଂଗାଧର ସାରସ୍ୱତ ସମିତିର ନୂତନ ଗୃହ ନର୍ମାଣ ପାଇଁ ଭୂମିପୂଜନର ଶୁଭାରମ୍ଭ ହୋଇଛି । ଆୟୋଜିତ ସ୍ୱଭାବ କବି ଗଂଗାଧର ମେହେରଙ୍କ ଭବ୍ୟ ଜୟନ୍ତୀ ସମାବେଶରେ ବିଧାୟକ ଅଧିରାଜ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବରେ
Read More...

ନିତ୍ୟ ଦୁର୍ଘଟଣାରେ ଅତିଷ୍ଟ ତାଳଚେର ସଡ଼କ ସୁରକ୍ଷା ପରିଷଦର ଚାରି ଲେନ୍ ବିଶିଷ୍ଟ ରାସ୍ତା ନିର୍ମାଣ ନିମନ୍ତେ…

ତାଳଚେର (ଆର୍ତ୍ତତ୍ରାଣ ପାଣି ) : ତାଳଚେର ୧୪୯ ନଂ ଜାତୀୟ ରାଜପଥ ବାଙ୍କଧରାଠାରୁ ବଂଅରପାଳ ପର୍ଯ୍ୟନ୍ତ ପ୍ରାୟ ଦଶ ହଜାର କୋଇଲା ବୋଝେଇ ଟ୍ରକ ଏବଂ ଜନସାଧାରଣ ସେଇ ଗୋଟିଏ ରାସ୍ତାରେ ଯାତାୟାତ କରୁଥିବାରୁ ସଡ଼କ ଦୁର୍ଘଟଣା ଏକ ନିତି ଦିନିଆ ଘଟଣାରେ ପରିଣତ ହୋଇସାରିଛି । ଯଦିଓ ଏହା ସ୍ଥାନୀୟ
Read More...