Monthly Archives

September 2023

‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ର ଜିଲ୍ଲାସ୍ତରୀୟ କମିଟି ବୈଠକ

ବିଭିନ୍ନ ପୁରସ୍କାର ଉପରେ ବିସ୍ତୃତ ଆଲୋଚନାବିଦ୍ୟାଳୟସ୍ତରରେ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ଉପରେ ସଚେତନତା କାର୍ଯ୍ୟକ୍ରମ ଭୁବନେଶ୍ୱର : ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ର ପ୍ରଥମ ଜିଲ୍ଲାସ୍ତରୀୟ କମିଟି ବୈଠକ ଶେଷ ହୋଇଛି । ଗତ ୩୧ ତାରିଖଠୁ ପର୍ଯ୍ୟାୟକ୍ରମେ ବିଭିନ୍ନ
Read More...

ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ବଲାଙ୍ଗିର ଗସ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ଡଃ. ସୁରେଶ ଚନ୍ଦ୍ର ଦଲାଇ ବଲାଙ୍ଗିର ଜିଲ୍ଲା ଗସ୍ତରେ ପହଞ୍ଚି ପ୍ରଥମେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ବିଭିନ୍ନ ବିଭାଗଗୁଡିକର ଉନ୍ନୟନମୂଳକ କାର୍ଯ୍ୟପନ୍ଥାର ସମୀକ୍ଷା ସମ୍ପୃକ୍ତ ଅଧିକାରୀମାନଙ୍କ ସହ କରିଛନ୍ତି । ଏହି
Read More...

ବଲାଙ୍ଗିର ସହରର ଦୋକନୀମାନେ ହୁସିଆର୍‌, ପୋଲିଥିନ୍‌ ବ୍ୟବହାର କଲେ ଗଣିବାକୁ ହେବ ଏବେ ଫାଇନ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ଦୋକନୀମାନେ ହୁସିଆର୍‌, ପୋଲିଥିନ୍‌ ବ୍ୟବହାର କଲେ ଗଣିବାକୁ ହେବ ଏବେ ଫାଇନ୍‌ । ଗତକାଲି ବଲାଙ୍ଗିର ସହରର ଭୀମଭୋଇ ମେଡ଼ିକାଲ୍‌ କଲେଜ ହସ୍‌ପିଟାଲ୍‌ ରୋଡ୍‌ରେ ଆରମ୍ଭ ହୋଇଛି ଚଢ଼ାଉ । ଏହି ଚଢ଼ାଉରେ ଅନେକ ଦୋକାନୀଙ୍କୁ ପଡ଼ିଛି ଫାଇନ୍‌ ।
Read More...

ଆନ୍ଦୋଳନର ଚେତାବନୀ ପରେ ପଶ୍ଚିମ ଓଡ଼ିଶା ଆଦିବାସୀ ମହାସଂଘ ବରଗଡ଼ ଜିଲ୍ଲା କମିଟିକୁ ବୈଠକ ଡାକିଲେ ଉପଜିଲ୍ଲାପାଳ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶା ଆଦିବାସୀ ମହାସଂଘ ବରଗଡ଼ ଜିଲ୍ଲା କମିଟି ତରଫରୁ ପାଇକମାଲ ବ୍ଲକ୍ ଘେରାଉ କରାଯାଇଥିଲା । ପାଇକମାଲ ବ୍ଲକ୍‌ର ନକଲି ଆଦିବାସୀ ସମିତି ସଭ୍ୟ ସଞ୍ଜିବ ବାରିକଙ୍କୁ ହଟାଇବା ପାଇଁ ଏବଂ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ୧୩
Read More...

ପୋଲରୁ ଖସି ଖଡ଼ଗ ନଦୀ ଗର୍ଭରେ ବ୍ୟକ୍ତି ନିଖୋଜ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ପୋଲରୁ ନଦୀ ଗର୍ଭରେ ପଡ଼ି ବ୍ୟକ୍ତି ନିଖୋଜ । ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଲଣ୍ଡାଗାଁ ପଞ୍ଚାୟତର ମୁଠାବାଲି ଅଞ୍ଚଳରେ । ନିଖୋଜ ବ୍ୟକ୍ତି କର୍ଣ୍ଣିବେଡ଼ା ଗ୍ରାମର ଚୈତନ୍ୟ ନାୟକ ହୋଇଥିବା ସୂଚନା । ଘଟଣା ପ୍ରକାରେ ଚୈତନ୍ୟ
Read More...

ରୁଗୁଡିପଡା ଦୁର୍ଗାପୂଜା ପାଇଁ ମୃତ୍ତିକା ଅନୁକୂଳ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରୁଗୁଡିପଡା ଶାରଦୀୟ ଦୁର୍ଗାପୂଜା ପାଇଁ ମୃତ୍ତିକା ଅନୁକୂଳ କରାଯାଇଛି । ମୂର୍ତ୍ତି ନିର୍ମାଣ ପାଇଁ ରୀତିନୀତି ଅନୁସାରେ ଗୁରୁବାର ମୃତ୍ତିକା ସଂଗ୍ରହ କରାଯାଇଛି । ସ୍ଥାନୀୟ ଦୁର୍ଗା ମଣ୍ଡପଠାରେ ଏହି ପବିତ୍ର ମାଟିକୁ ପୂଜାର୍ଚ୍ଚନା କରାଯାଇ ପ୍ରତିମା
Read More...

ଜିଲ୍ଲା କଂଗ୍ରେସ ଦ୍ୱାରା ଭାରତ ଯୋଡୋ ଯାତ୍ରାର ପ୍ରଥମ ବର୍ଷ ପୂର୍ତ୍ତି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଭାରତ ଯୋଡୋ ଯାତ୍ରାର ପ୍ରଥମ ବର୍ଷ ପୂର୍ତ୍ତି ଉପଲକ୍ଷେ କଂଗ୍ରେସ ଭବନଠାରେ ବଲାଙ୍ଗିର ଜିଲ୍ଲା କଂଗ୍ରେସ କମିଟି ଦ୍ୱାରା ଏକ ସଭା ଅନୁଷ୍ଠିତ ହେବା ସହ ଗାନ୍ଧୀନଗରପଡା ସ୍ଥିତ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ପଦଯାତ୍ରା କରାଯାଇଥିଲା ।
Read More...

ନିଖିଳୋତ୍କଳ ସଂସ୍କୃତ ମହାମଣ୍ଡଳର ସାଧାରଣ ଅଧିବେଶନ

ବଙ୍ଗୋମୁଣ୍ଡା/କଟକ, (ହୁଲେଶ୍ୱର ହଂସ) : ନିଖିଳୋତ୍କଳ ସଂସ୍କୃତ ମହାମଣ୍ଡଳର ସାଧାରଣ ଅଧିବେଶନ ଶ୍ରୀ ରଘୁନାଥ ଜୀଉ ମନ୍ଦିର ତେଲେଙ୍ଗାନା ବଜାର କଟକଠାରେ ଅନୁଷ୍ଠିତ ହୋଇଯାଇଅଛି । ସଭାରେ ବରିଷ୍ଠ ସମ୍ବାଦିକ ଅରୁଣ କୁମାର ପଣ୍ଡା ସଭାପତିତ୍ୱ କରିଥିଲେ । ସଂସ୍କୃତ ଶିକ୍ଷକ ଓ ବିଦ୍ୟାଳୟର ବିଭିନ୍ନ
Read More...

‘ସ୍ପିରିଟ୍‌ ଅଫ୍‌ ଗାନ୍ଧୀ’ କାଏରୋ ପ୍ରଦର୍ଶନୀରେ ଅଶ୍ୱିନୀ-ଅବନୀଙ୍କ କେରିକେଚର୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଂପ୍ରତି ଇଜିପ୍ଟର ରାଜଧାନୀ କାଏରୋଠାରେ ଇଣ୍ଡିଏନ୍‌ କଲ୍‌ଚରାଲ୍‌ ସେଂଟର (ଭାରତୀୟ ଦୂତାବାସ, କାଇରୋ) ଆନୁକୂଲ୍ୟରେ ଫେୟୋମ୍‌ ସ୍ଥିତ କେରିକେଚର୍‌ ମ୍ୟୁଜିୟମ ଏବଂ (ଫେକୋ) ଇଜିପ୍ଟ କାର୍ଟୁନ୍‌ ସହାୟତାରେ ମହାତ୍ମାଗାନ୍ଧୀ ସମ୍ପର୍କୀତ ଓ ‘ସ୍ପିରିଟ୍‌ ଅଫ୍‌
Read More...

ପାଇକମାଲର ପ୍ରତିଷ୍ଠିତ ବ୍ୟବସାୟୀ ପ୍ରକାଶ ଜିନ୍ଦଲଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସହରର ଜିନ୍ଦଲ କ୍ଳଥ ଷ୍ଟୋର ମାଲିକ ପ୍ରକାଶ ଜିନ୍ଦଳଙ୍କ ରାଇପୁର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ପରଲୋକ । ମୃତ୍ୟୁ ବେଳକୁ ୫୨ ବର୍ଷ ବୟସ ହୋଇଥିଲା । ସେ କିଡିନି ଏବଂ ଲିଭର ଜନିତ ରୋଗରେ ଆକ୍ରାନ୍ତ ହୋଇ ଏକ ଘରୋଇ
Read More...