ବିଜେପୁର ବ୍ଲକ ଫୁଲେରପାଲିରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ
ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତ ୬ ଓ ୭ ତାରିଖ ଦୁଇ ଦିନ ଧରି ବିଜେପୁର ବ୍ଲକ ଭଟିଙ୍ଗା ପଞ୍ଚାୟତ ଫୁଲେରପାଲି ଗ୍ରାମରେ ମହାସମାରୋହରେ ଯାଦବ ସମାଜର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଏବଂ ନନ୍ଦ ଉତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି କେଶବ ଚନ୍ଦ୍ର ଜାଲ ଯାଦବ ସାଂସ୍କୃତିକ!-->…
Read More...
Read More...