Monthly Archives

September 2023

ଟିଟିଲାଗଡଠାରେ କଳିଙ୍ଗ ବଡି ବିଲ୍ଡିଂ ଆସୋସିଏସନ୍ ତରଫରୁ ସାମ୍ବାଦିକ ସମ୍ମିଳନୀ : ନଭେମ୍ବର ମାସରୁ ଆରମ୍ଭ ହେବ…

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ମଣିଷର ସୌନ୍ଦର୍ଯ୍ୟ କହିଲେ ସୁନ୍ଦର ସ୍ୱାସ୍ଥ୍ୟକୁ ବୁଝାଇ ଥାଏ । ଆଜିକାଲି ଯୁବ ପିଢ଼ି ନିଜେ ସ୍ୱାସ୍ଥ୍ୟବାନ ହେବା ପାଇଁ ବିଭିନ୍ନ ପ୍ରକାର ଯୋଗ, ବ୍ୟାୟାମ ତଥା ଜିମ୍‌ମାନଙ୍କୁ ଯାଉଥିବା ଦେଖିବାକୁ ମିଳୁଛି । ଏହି ପରିପ୍ରେକ୍ଷୀରେ କଳିଙ୍ଗ ବଡି ବିଲଡିଂ
Read More...

ସେପ୍ଟେମ୍ୱର ୧୧ରେ ଆହୁତ କୋଶଲ ମହାବନ୍ଦକୁ ସ୍ଥଗିତ ଘୋଷଣା କଲା କୋଶଲ ସେନା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବରଗଡ଼ରେ କୋଶଲ ସଂଗ୍ରାମୀ ତଥା କୋଶଲ ସପକ୍ଷବାଦୀଙ୍କ ଉପରେ ହୋଇଥିବା ଦମନଲୀଳା ପ୍ରତିବାଦରେ ଆଗାମୀ ସେପ୍ଟେମ୍ବର ୧୧ରେ କୋଶଲ ସେନା ପକ୍ଷରୁ ମହାବନ୍ଦର ଡାକରା ଦିଆଯାଇଥିଲା । ତେବେ କେତେକ ଅନିବାର୍ୟ୍ୟ କାରଣବଶତଃ ଏହି ମହାବନ୍ଦକୁ ସ୍ଥଗିତ ରଖାଯାଇଥିବା କୋଶଲ
Read More...

ମରକ୍କୋ ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା ୨ ହଜାର ଟପିଲା

ମରକ୍କୋ : ଆଫ୍ରିକୀୟ ଦେଶ ମରକ୍କୋରେ ୬.୮ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି । ଏହି ଭୂମିକମ୍ପ ହେବା ଯୋଗୁଁ ଅନେକ ଧନଜୀବନ ନଷ୍ଟ ହୋଇଥିବା ସୂଚନା ମିଳିଛି । ଏପର୍ଯ୍ୟନ୍ତ ଏହି ଭୂମିକମ୍ପରେ ୨୦୦୦ରୁ ଅଧିକଙ୍କ ମୃତ୍ୟୁ ମୃତ୍ୟୁ ହୋଇଥିବା ବେଳେ ୭୦୦ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡିଛି ।
Read More...

ଶିଶୁ ଓ ମହିଳା ବିକାଶ ସୋସାଇଟି ତରଫରୁ ବିଶ୍ଵ ପ୍ରାଥମିକ ଚିକିତ୍ସା ଦିବସ ପାଳିତ

ସଇଁତଲା, (ପ୍ରମୋଦ ସେଲମା) : ଶିଶୁ ଓ ମହିଳା ବିକାଶ ସୋସାଇଟି (ସିଡବ୍ଲୁଡିଏସ୍‌)ର ଅଧ୍ୟକ୍ଷ ମେଜର ଡା. କଳ୍ପନା ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବଲାଙ୍ଗି ଜିଲ୍ଲାର ସଇଁତଲା ବ୍ଲକରେ ଡେଙ୍ଗ ଗ୍ରାମର ବିଦ୍ୟାଳୟ ପରିସରରେ ବିଶ୍ଵ ପ୍ରାଥମିକ ଚିକିତ୍ସା ଦିବସ ପାଳିତ ଅବସରରେ ଛାତ୍ରଛାତ୍ରୀ ଓ
Read More...

୧୩୦ ଜଣ ଛାତ୍ରଛାତ୍ରୀଙ୍କୁ ୨ ଜଣ ଶିକ୍ଷକ : ପାଠପଢ଼ାରେ ବ୍ୟାପକ ଅବ୍ୟବସ୍ଥା ଅଭିଯୋଗ

ଦାବୀପତ୍ର ଦେବା ମାସେ ବିତିଲା ହେଲେ ଶିକ୍ଷକ ସମସ୍ୟା ପୂରଣ ହେଲା ନାହିଁ, ସାଧାରଣରେ ଅସନ୍ତୋଷ ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଶିକ୍ଷା ବିଭାଗ ଅଧୀନରେ ଥିବା ବିବିନା ପଞ୍ଚାୟତର ଜାମପଦର ଗ୍ରାମରେ ଥିବା ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟାପକ
Read More...

ଡେଲାଙ୍ଗ ବ୍ଲକ୍ ପ୍ରାଥମିକ ବିଦ୍ୟାଳୟରେ ପାଠ ପଢା ଠପ୍

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ରାଜ୍ୟ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର ଆହ୍ୱାନ କ୍ରମେ ଡେଲାଙ୍ଗ ମଣ୍ଡଳ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ଦ୍ୱିତୀୟ ଦିନର ଧାରଣା ଓ ପ୍ରତିବାଦ ସଭା ଜାରି ରଖିଥିଲେ । ଏହା ଫଳରେ ଡେଲାଙ୍ଗ ବ୍ଲକ୍‌ର
Read More...

ମାଛଚାଷରେ ଲକ୍ଷାଧିକ ଟଙ୍କାର ଆୟ ହେବା ଲକ୍ଷ୍ୟ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ମାଛଚାଷରେ ଗୋଟିଏ ପୋଖରୀରୁ ବାର୍ଷିକ ଲକ୍ଷାଧିକ ଟଙ୍କାର ଆୟ ହେବା ଲକ୍ଷ୍ୟ ରଖାଯାଇଛି । ଛତ୍ରପୁର ବ୍ଲକର ୭ଟି ଗ୍ରାମ ପଞ୍ଚାୟତରେ ପ୍ରାୟତଃ ୫ ଶହ ଜଣ ମହିଳା ସ୍ୱାବଲମ୍ବୀ ହୋଇଛନ୍ତି ବୋଲି ଆଇ.ଆର.ଇ.ଏଲ୍.(ଇଣ୍ଡିଆ) କର୍ତ୍ତୃପକ୍ଷ କହିଛନ୍ତି ।
Read More...

ବୃକ୍ଷରୋପଣ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ମହିନ୍ଦ୍ରା ଫାଇନାନ୍ସ ଓ ଦେଓଗାଁ ସ୍ଥିତ ଗାନ୍ଧୀ ମହାବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ମହାବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ଚନ୍ଦ୍ରିକା ପଟ୍ଟନାୟକ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇଥିବା
Read More...

ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ପାଣ୍ଠିର ଉନ୍ନୟନମୂଳକ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ପାଣ୍ଠିର ଉନ୍ନୟନମୂଳକ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ବଲାଙ୍ଗିର ବ୍ଲକ ୨୨ ନଂ ଜୋନର ତୁଷୁରାବାହାଲ ପଞ୍ଚାୟତ ଡଙ୍ଗାଘାଟ, ଚୁଡାପାଲି, ଖୁଟପାଲି ପଞ୍ଚାୟତର ହର୍ଡାଟାଲ, ଝାଙ୍କରପାଲି
Read More...

ଆଇନ ମହାବିଦ୍ୟାଳୟରେ ଆନ୍ତର୍ଜାତିକ ପ୍ରାଥମିକ ଚିକିତ୍ସା ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଆଇନ ମହାବିଦ୍ୟାଳୟର ଯୁବ ରେଡକ୍ରସ ୟୁନିଟ ଓ ଶ୍ରୀ ମାତାଜୀ ସହଜ ଯୋଗ-ଆଜିର ମହାଯୋଗ ଅନୁଷ୍ଠାନ ର ମିଳିତ ଆନୁକୂଲ୍ୟରେ ଆନ୍ତର୍ଜାତିକ ପ୍ରାଥମିକ ଚିକିତ୍ସା ଦିବସ ପାଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସ୍ଵାଗତ ଭାଷଣରେ ଅଧ୍ୟାପିକା ତଥା
Read More...