Monthly Archives

September 2023

କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା ଦାବୀ ନେଇ ୧୨ ଘଣ୍ଟିଆ ବନ୍ଦ ପାଳନ

କଣ୍ଟାବାଞ୍ଜି, (ଅର୍ଜୁନ କୁମାର ହଂସ) : କଣ୍ଟାବାଞ୍ଜି ଜିଲ୍ଲା ସଂଘର୍ଷ ସମିତି ପକ୍ଷରୁ କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା ଦାବୀ ନେଇ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି । ଆଜି ସକାଳୁ ସକାଳୁ ଦୋକାନ ଗୁଡିକ ସାମ୍‌ନାରେ ପିକେଟିଂ କରାଯାଇଥିଲା । ଜିଲ୍ଲା ସଂଘର୍ଷ ସମିତିର ସଭାପତି ଶେଷଦେବ
Read More...

ଫଳ ଗୋଦାମର ଗେଟ ଭାଙ୍ଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଓ ଫଳମୂଳ ଚୋରି ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତକାଲିର ପୂର୍ବ ବିଳମ୍ବିତ ରାତିରେ ବଲାଙ୍ଗିର ପୁରୁଣା ରାଜବାଟି ସ୍ଥିତ ଏକ ଫଳ ଗୋଦାମର ଗେଟ ଭାଙ୍ଗି କିଛି ଦୁର୍ବୃତ୍ତ ଦୋକାନର ଲକ୍ଷାଧିକ ଟଙ୍କାର ସାମଗ୍ରୀ ଓ ଫଳମୂଳ ଚୋରି କରି ନେଇଛନ୍ତି । ସବୁଦିନ ପରି ସେଦିନ ରାତି ୮ଟାରେ ଦୋକାନ ବନ୍ଦ କରିଥିଲେ ଗୋଦାମର
Read More...

ଗାଈ ସହ ବାଡେଇ ହୋଇ ଜଣେ ବାଇକ୍‌ ଆରୋହୀ ଛାତ୍ର ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଘସିଏନ୍‌ରେ ରାସ୍ତା ଉପରେ ଠିଆ ହୋଇଥିବା ଗାଈ ସହ ବାଡେ଼ଇ ହୋଇ ଜଣେ ବାଇକ୍‌ ଆରୋହୀ ଛାତ୍ର ଗୁରୁତର ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ପାଟଣାଗଡ଼ ନିକଟସ୍ଥ ଲରମ୍ଭା ଥାନା ଅନ୍ତର୍ଗତ ଦେଭୂଇଁ ଗାଁର +୨ ସାଇନ୍ସ ଛାତ୍ର ବିପିନ ଛତ୍ରିଆ(୧୬) ଘସିଏନ୍‌
Read More...

୨୦୨୪ର ପ୍ରଥର୍ମାର୍ଦ୍ଧରେ ରାଜ୍ୟରେ ସାଧାରଣ ନିର୍ବାଚନ ଥୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୨୦୨୪ର ପ୍ରଥର୍ମାର୍ଦ୍ଧରେ ରାଜ୍ୟରେ ସାଧାରଣ ନିର୍ବାଚନ ଥୟ । ୨୦୨୪କୁ ଆଉ ମାତ୍ର ସାଢେ଼ ତିନି ମାସ ସମୟ ବାକି ରହିଲା । ଏତିକି ବେଳକୁ ରାଜନୈତିକ ଦଳ ମଧ୍ୟରେ ଉଷ୍ମତା ଜୋର୍‌ ଧରିବା ଆରମ୍ଭ ହେଲାଣି । ବଲାଙ୍ଗିରରେ କିନ୍ତୁ ଏଇ ଉଷ୍ମତାରେ ଆଉ କିଛି ଅଧିକ ତାତି
Read More...

ସ୍ୱାମୀର ନିର୍ଯ୍ୟାତନାରେ ଅତିଷ୍ଟ ହୋଇ ନ୍ୟାୟ ପାଇଁ ଟାଉନ ଥାନାର ଦ୍ୱାରସ୍ଥ ହେଲେ ମହିଳା

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରତିଦିନ ସ୍ୱାମୀ ଜଣକ ନିଜ ସ୍ତ୍ରୀକୁ ନିତି ପିଟାମରା କରୁଥିଲା । ସ୍ତ୍ରୀ ଗର୍ଭବତୀ ଥିବା ଜାଣି ବି ତାକୁ ଶାରୀରିକ ନିର୍ଯ୍ୟାତନା ଦେଉଥିଲା । ଶେଷରେ ଅତିଷ୍ଟ ହୋଇ ସ୍ତ୍ରୀ ଜଣକ ଟାଉନ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଏପରି କିଛିି ଅଭାବନୀୟ ଘଟଣା ଘଟିଛି
Read More...

ଇତିହାସ ସୃଷ୍ଟି କଲା ରାଧାକାନ୍ତ ବିଦ୍ୟାପୀଠ ଷ୍ଟେସନ ଡେଲାଙ୍ଗ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସମୂହ ବକ୍ସିଂ ଚାମ୍ପିଅନସିପ୍‌ରେ ସାତ ଜଣ ଖେଳାଳି ମନୋନୀତ ହୋଇଛନ୍ତି । ସୁହାନି ବେହେରା, ଅଙ୍କିତା ବେହେରା, ସୋନାଲିକା ବରାଳ, ସ୍ମୃତିପ୍ରଜ୍ଞା ବାରିକ୍, ଗାୟତ୍ରୀ ପରିଡ଼ା, ମାଧବ ସ୍ୱାଇଁ, ରୁଦ୍ର ମହାରଣା । ସବୁଠୁ ମୁଖ୍ୟ
Read More...

ବାଲିଗୁଡାରେ ବ୍ଲକସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡାବିତ ଚୟନ କାର୍ଯ୍ୟକ୍ରମ ଉଦ୍‌ଯାପିତ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବିଜୁପଟ୍ଟନାୟକ ମିନି ଷ୍ଟାଡିୟମ ପରିସରରେ ବାଲିଗୁଡା ବ୍ଲକସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡାବିତ ଚୟନ କାର୍ଯ୍ୟକ୍ରମ ୧୧ ଓ ୧୨ ତାରିଖ ଦୁଇଦିନ ଧରି ଅନୁଷ୍ଠିତ ହେବା ପରେ ଉଦ୍‌ଯାପିତ ହୋଇଯାଇଛି । ଏହି
Read More...

ବରଗଡ଼ ସବ୍‌ଜେଲରୁ ଜାମିନରେ ବାହାରିଲେ କୋଶଲ ସଂଗ୍ରାମୀ ରମଣୀ ଦନ୍ତା ଓ ସୌମ୍ୟ ଦାସ

ବରଗଡ, (ନିରୋଜ କୁମାର ପାଣୀ) : କୋଶଲ ସଂଗ୍ରାମୀ ରମଣୀ ଦନ୍ତା ଓ ସୌମ୍ୟ ଦାସ ଆଜି ବରଗଡ଼ ସବ୍‌ଜେଲରୁ ଜାମିନରେ ବାହାରିଛନ୍ତି । ବରଗଡ଼ ଖୁଣ୍ଟିଲିପାଲି ଅପେରା ପୋଷ୍ଟର ଚିରା ମାମଲାରେ ମିଛ କେସରେ ଛନ୍ଦି ହୋଇ ଦୀର୍ଘ ୧୯ଦିନ ପର୍ଯ୍ୟନ୍ତ ବରଗଡ଼ ସବ୍‌ଜେଲରେ ରହିଥିବା ବେଳେ ଆଜି ବରଗଡ଼ ଜିଲ୍ଲା
Read More...

ରୋଟାରୀ କ୍ଲବ ଅଫ୍ ରାଉରକେଲା ଭାଇବ୍ରାଣ୍ଟର ଦ୍ୱିତୀୟ ସ୍ଥାପନା ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ଅଫ୍ ରାଉରକେଲା ଭାଇବ୍ରାଣ୍ଟର ଦ୍ୱିତୀୟ ସ୍ଥାପନା ଦିବସ ହୋଟେଲ୍ ସେଣ୍ଟ୍ରାଲ ପାର୍କଠାରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ରୋଟାରୀଆନ ଗଣେଶ୍ବର ପଟ୍ଟନାୟକଙ୍କ ଅଧ୍ୟକ୍ଷତା ଓ ଉପସଭାପତି ରୋଟାରୀଆନ ଡଃ ମୀନତି ପଣ୍ଡାଙ୍କ ସଂଯୋଜନାରେ
Read More...

ଅଲାତରା ପଞ୍ଚସଖା ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ବ୍ଲକସ୍ତରୀୟ ଖେଳ ପ୍ରତିଯୋଗିତା

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଶିକ୍ଷା ବିଭାଗ ତରଫରୁ ଅଲାତରା ପଞ୍ଚସଖା ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଆଜି ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ଶକୁନ୍ତଳା ମିଶ୍ରଙ୍କ ତତ୍ୱାବଧାନରେ ବ୍ଲକସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ
Read More...