Monthly Archives

September 2023

ହୁମ୍ମା ନିକଟସ୍ଥ ବଟେଶ୍ୱର ପର୍ଯ୍ୟଟନ ସ୍ଥଳରେ ଆନ୍ତର୍ଜାତୀୟ ବେଳାଭୂମି ସ୍ୱଚ୍ଛତା ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭାରତୀୟ ତଟ-ରକ୍ଷା ବାହିନୀ ଗୋପାଳପୁର ଷ୍ଟେସନ ଆନୁକୂଲ୍ୟରେ ଆନ୍ତର୍ଜାତୀୟ ବେଳାଭୂମି ସ୍ୱଚ୍ଛତା ଦିବସ ପାଳିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାର ହୁମ୍ମା ସମୁଦ୍ରକୂଳ ବେଳାଭୂମିସ୍ଥ ବଟେଶ୍ୱର ପର୍ଯ୍ୟଟନ କ୍ଷେତ୍ରରେ ଶନିବାର ଆୟୋଜିତ ଏହି ସ୍ୱଚ୍ଛତା
Read More...

ହାଇସ୍କୁଲ ଏନ.ପି.ଏସ ଶିକ୍ଷକ ସଂଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : କିଛି ମାସ ପୂର୍ବରୁ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶା ମାଟିରୁ ଚୁକ୍ତି ଭିତ୍ତିକ ପ୍ରଥାର ଉଚ୍ଛେଦ କରିଥିଲେ । ଓଡିଶା ସରକାରଙ୍କ ଅଧିନରେ ଯେଉଁମାନେ ଚୁକ୍ତିଭିତ୍ତିକ ଚାକିରି କରିଥିଲେ ସେମାନେ ନିୟମିତ ହେବେ ବୋଲି ସରକାର ବିଧିବଦ୍ଧ ଭାବେ
Read More...

ଓମ୍‌ ଭ୍ୟାଲି ସ୍କୁଲ ଛାତ୍ରଛାତ୍ରୀଙ୍କ ଶୈକ୍ଷିକ କ୍ଷେତ୍ର ପରିଭ୍ରମଣ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ସହରର ପ୍ରତିଷ୍ଠିତ ଇଂରାଜୀ ବିଦ୍ୟାଳୟ ଭିତରେ ଓମ୍‌ ଭ୍ୟାଲି ସ୍କୁଲ ଅନ୍ୟତମ । ଏହି ସ୍କୁଲରେ ଛାତ୍ର ଛାତ୍ରୀଙ୍କ ନିମନ୍ତେ ସଦାବେଳେ ନୂତନ ଶିକ୍ଷା ପଦ୍ଧତିରେ ବିଦ୍ୟାର୍ଥୀଙ୍କୁ ଶିକ୍ଷା ପ୍ରଦାନ କରାଯାଇଥାଏ । ଏହି ପରିପ୍ରେକ୍ଷୀରେ ଶନିବାର ଦିନ ତୃତୀୟ,
Read More...

ସେବାଶ୍ରମ ବିଦ୍ୟାଳୟରେ ଅଭିଭାବକ ଆମ ଅଂଶୀଦାର କାର୍ଯ୍ୟକ୍ରମ ଅନୁଷ୍ଠିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଆନୁକୁଲ୍ୟରେ ଜିଲ୍ଲା ମଙ୍ଗଳ ବିଭାଗ ଦ୍ୱାରା ଜିଲ୍ଲାର ବିଭିନ୍ନ ସେବାଶ୍ରମ ବିଦ୍ୟାଳୟରେ ଅଭିଭାବକ ଆମ ଅଂଶୀଦାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ନୋଡାଲ ଅଧିକାରୀ ଭାବେ
Read More...

ରାଜ୍ୟ କ୍ୟାବିନେଟରେ ଚାଷୀଙ୍କଠାରୁ ଧାନ ଅଧିକ ସଂଗ୍ରହ ନିଷ୍ପତ୍ତି କେବଳ ଧୂଆଁବାଣ ଓ ପ୍ରତାରଣା : ପ୍ରଦୀପ ପୁରୋହିତ

ବରଗଡ, (ନିରୋଜ କୁମାର ପାଣୀ) : ଚଳିତ ବର୍ଷ ରାଜ୍ୟ ସରକାର ଚାଷୀଙ୍କ ସବୁ ଧାନ ସଂଗ୍ରହ କରିବେ ଏବଂ ଚାଷୀ ଅଭାବୀ ବିକ୍ରିର ସମ୍ମୁଖୀନ ହେବ ନାହିଁ ବୋଲି ଗତକାଲି ଓଡ଼ିଶା ସରକାରଙ୍କ କ୍ୟାବିନେଟ ବୈଠକରେ ଯାହା ନିଷ୍ପତ୍ତି ହୋଇଛି ତାହା କେବଳ ଧୂଆଁବାଣ ଓ ଓଡ଼ିଶା ଚାଷୀଙ୍କୁ ପ୍ରତାରଣା ଛଡା ଅନ୍ୟ
Read More...

ସୋନପୁର ମହାବଳୀ ଯାତ୍ରା ୨୦୨୩ ନିମନ୍ତେ ଶାନ୍ତି କମିଟି ବୈଠକ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ମହାବଳୀ ଯାତ୍ରା ୨୦୨୩କୁ ସୂଚାରୁ ରୂପେ ସମ୍ପାଦନ ନିମନ୍ତେ ଉପ ଜିଲ୍ଲାପାଳ, ସୁବର୍ଣ୍ଣପୁର ତଥା ଦେବୋତ୍ତର ଅଧିକାରିଣୀ ଡ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଚଳିତ ବଳିଯାତ୍ରା ନିମନ୍ତେ ନୂତନ ଭାବେ ଗଠନ କରାଯାଇଥିବା ଶାନ୍ତି କମିଟି ବୈଠକ
Read More...

ଦୁଗ୍ଧ ଚାଷୀଙ୍କୁ ଗୁହାଳ ନିର୍ମାଣ କାର୍ଯ୍ୟାଦେଶ ବଣ୍ଟନ କଲେ ନରସିଂହ

ଯୋଜନାର ସଫଳ ରୂପାୟନ ପାଇଁ ଅଧିକାରୀମାନେ ଯତ୍ନବାନ ହୁଅନ୍ତୁ : ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦେଶର ଆର୍ଥିକ ଅନଗ୍ରସର ଲୋକଙ୍କୁ ରୋଜଗାର ପ୍ରଦାନ ପାଇଁ କଂଗ୍ରେସ ସରକାର ଅମଳରେ ମହାତ୍ମାଗାନ୍ଧୀ କର୍ମ ନିଯୁକ୍ତି ଯୋଜନା ଆରମ୍ଭ ହୋଇଥିଲା । ଲକ୍ଷ୍ୟ ଥିଲା ଗରିବ ଲୋକଙ୍କ ରୋଜଗାର
Read More...

ବଲାଙ୍ଗିର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ଗଣଧାରଣା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ଗଣଧାରଣା ଅନୁଷ୍ଠିତ ହୋଇଯାଇଛି । ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନଙ୍କ ଆହ୍ୱାନ କ୍ରମେ ବଲାଙ୍ଗିର ବ୍ଲକ ଏୟୁପିଟିଏଫ୍‌, ଓଜେଟିଏ, ଡିପିଟିଏ, ଓପିଟିଏ, ଏକ୍ସ କେଡର ଏଆଇ, ପିଆଇ
Read More...

ପୁଇଁନ୍ତଲା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ଗଣଧାରଣା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ଗଣଧାରଣା ଅନୁଷ୍ଠିତ ହୋଇଯାଇଛି । ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନଙ୍କ ଆହ୍ୱାନ କ୍ରମେ ପୁଇଁନ୍ତଲା ବ୍ଲକ ଏୟୁପିଟିଏଫ୍‌, ଓଜେଟିଏ, ଡିପିଟିଏ, ଓପିଟିଏ, ଏଆଇ, ପିଆଇ ଆଦି
Read More...

ଆର୍‌ଆଇଇ ଭୁବନେଶ୍ୱର ପକ୍ଷରୁ କ୍ୟାରିୟର ପ୍ରଦର୍ଶନୀ ଅନୁଷ୍ଠିତ

ଭୁବନେଶ୍ୱର, (ପିଆଇବି) : ଛାତ୍ରଛାତ୍ରୀମାନଙ୍କ ପାଇଁ ଉପଲବ୍ଧ ଅସଂଖ୍ୟ କ୍ୟାରିୟର ବିକଳ୍ପ ଗୁଡିକ ସମ୍ପର୍କରେ ଅବଗତ କରାଇବା ଉଦ୍ଦେଶ୍ୟରେ ଆଞ୍ଚଳିକ ଶିକ୍ଷାନୁଷ୍ଠାନ, ଏନ୍ସିଇଆରଟି, ଭୁବନେଶ୍ୱର ପକ୍ଷରୁ ସେପ୍ଟେମ୍ବର ୧୪ ଓ ୧୫ ତାରିଖରେ ଭୁବନେଶ୍ୱରର ୩ ନମ୍ବର କେନ୍ଦ୍ରୀୟ ବିଦ୍ୟାଳୟରେ
Read More...