ଦୀର୍ଘ ଦିନ ପରେ ପୁଣି ଖପ୍ରାଖୋଲ ବ୍ଲକ ଅଞ୍ଚଳରେ ମାଓ ସକ୍ରିୟ : ଲାଗିଲା ଲାଲ ବାହିନୀର ଲାଲ ବେନର
ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲାଠୋର ଥାନା ଅନ୍ତର୍ଗତ ଲାନ୍ଥନଦୀ ନିକଟରେ ଦୁଇଟି ହିନ୍ଦୀ ଭାଷାରେ ଲେଖା ହୋଇ ମାଓ ବେନର ଶନିବାର ମଧ୍ୟ ରାତ୍ରରେ ମରାଯାଇ ଥିବା ଦେଖିବାକୁ ମିଳିଛି । ରବିବାର ଲାଠୋର ବଜାର ହୋଇଥିବା ବେଳେ ଲାନ୍ଥନଦୀ ଦେଇ ବଜାରକୁ!-->…
Read More...
Read More...