Monthly Archives

September 2023

ଓବିସି ମଂଚ ଦ୍ୱାରା ପେରିୟାର ଜୟନ୍ତୀ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ‘ନବସେତୁ’ ମାସିକ ପତ୍ରିକା ଆନୁକୂଲ୍ୟରେ ମହାନ କ୍ରାନ୍ତିକାରୀ ନେତା, ପଛୁଆ ବର୍ଗର ତ୍ରାଣକର୍ତ୍ତା ପେରିୟାର ଇ. ଭି. ରାମସ୍ୱାମୀ ନାୟକରଙ୍କ ୧୪୫ ତମ ଜନ୍ମ ଦିନ ରାଜେନ୍ଦ୍ରପଡା, ବଲାଙ୍ଗିର ସ୍ଥିତ ଜିଲ୍ଲା ଓବିସି ମଂଚ ବଲାଙ୍ଗିରର ସଭାଗୃହରେ ପାଳିତ
Read More...

ସୁଶ୍ରୀ ଆଇଟିଆଇର ସମାବର୍ତ୍ତନ ଉତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଦାଇପାଲି ସ୍ଥିତ ସୁଶ୍ରୀ ଆଇଟିଆଇର ଏଆଇଟିଟି ୨୦୨୩ ଉର୍ତ୍ତିଣ୍ଣ ପ୍ରଶିକ୍ଷାର୍ଥୀଙ୍କ ସମାବର୍ତ୍ତନ ଉତ୍ସବ ଶୁଶ୍ରୀ ଆଇ.ଟି.ସି ପରିସରରେ ଡା. ନାରାୟଣ ପ୍ରସାଦ ମିଶ୍ର ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ ରାମଜୀ ଯୁବକ ସଂଘର ସଭାପତି ଡ. ପ୍ରମୋଦ
Read More...

ଚାନ୍ଦୋତରା ବସଷ୍ଟାଣ୍ଡରେ ହାଇମାକ୍ସ ଲାଇଟ୍‌ ଉଦ୍‌ଘାଟନ କଲେ କଣ୍ଟାବାଞ୍ଜି ବିଧାୟକ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଚାନ୍ଦୋତରା ବସଷ୍ଟାଣ୍ଡରେ ହାଇମାକ୍ସ ଲାଇଟ ଉଦ୍‌ଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଥମେ ସିନ୍ଧେକେଲା ଦ୍ୱାରସେନି ମନ୍ଦିରଠାରୁ ବିରାଟ ବାଇକ
Read More...

ସ୍ଵରାଗିଣୀ ଖୁଦୁରୁକୁଣୀ ମେଲଣ ଆସନ୍ତା ୨୫ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ସ୍ଵରାଗିଣୀ ତରଫରୁ ଦ୍ୱିତୀୟ ଖୁଦୁରୁକୁଣୀ ମେଲଣ ଆସନ୍ତା ୨୫ ତାରିଖ ଦିନ ସେକ୍ଟର ୨୦ କମ୍ୟୁନିଟି ସେଣ୍ଟରରେ ଅପରାହ୍ନ ୩ ଟାରେ ପାଳନ ହେବ । ଏହି ସମ୍ପର୍କରେ ଆଜି ରାଉରକେଲା କ୍ଲବଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର
Read More...

ଉପରବାହାଲ ଯୁବକଲ୍ୟାଣ ଯୁବକ ସଂଘ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଗଣେଶ ପୂଜା ଏବଂ ନୂଆଁଖାଇର ଅବ୍ୟବହିତ ପୂର୍ବରୁ ଗ୍ରାମକୁ ସଫାସୁତୁରା ରଖିବା ଲକ୍ଷ୍ୟରେ ଲୋଇସିଂହା ବ୍ଲକ ଉପରବାହାଲ ଗ୍ରାମର ଯୁବ କଲ୍ୟାଣ ଯୁବକ ସଂଘ (କ୍ଲବ)ର ସଦସ୍ୟମାନଙ୍କ ଦ୍ଵାରା ସ୍ଥାନୀୟ ଅଙ୍ଗନୱାଡ଼ି କେନ୍ଦ୍ର, ସ୍ବାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର, ସରକାରୀ
Read More...

ପ୍ରଧାନମନ୍ତ୍ରୀଙ୍କ ବିଶ୍ୱକର୍ମା ଯୋଜନା ଲୋକାର୍ପିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଆଗଲପୁର ବ୍ଲକ ନଅଗାଁ (ଖ) ସ୍ଥିତ ପଲ୍ଲୀ ଆଲୋକ ପାଠାଗାର ସଭାଗୃହଠାରେ ବିଶ୍ୱକର୍ମା ପୂଜା ଅବସରରେ ପିଏମ୍‌ ବିଶ୍ୱକର୍ମା ଯୋଜନା ଲୋଇସିଂହା ବିଧାୟକ ଡ଼. ମୁକେଶ ମହାଲିଙ୍ଗଙ୍କ ଦ୍ୱାରା ଲୋକାର୍ପିତ ହୋଇଯାଇଛି । ପ୍ରାରମ୍ଭରେ ଯଥାରୀତି ପୂର୍ବକ ଦେବଶିଳ୍ପୀ
Read More...

ଆଜି ପତ୍ନୀ ପ୍ରଶଂସା ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପତ୍ନୀଙ୍କ ପ୍ରଶଂସା ଦିବସ ସେପ୍ଟେମ୍ବର ମାସର ତୃତୀୟ ରବିବାର (ସେପ୍ଟେମ୍ବର ୧୭)ରେ ପାଳନ କରାଯାଏ । ଏହି ଅବସରରେ ସାମ୍ବାଦିକ ଦିଲ୍ଲୀପ କୁମାର ଧାଉଡିଆ ନିଜ ପତ୍ନୀଙ୍କୁ ଶୁଭେଚ୍ଛା ଜଣାଇବା ସହ କହିଛନ୍ତି ଯେ, ଆମମାନଙ୍କ ମଧ୍ୟରୁ ଯେଉଁମାନେ ଭାଗ୍ୟବାନ
Read More...

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସମୀକ୍ଷା : ପାନବରଜ ଚାଷୀ ଓ କିଆଫୁଲ ଚାଷୀଙ୍କ ପାଇଁ ଖୁସି ଖବର, ପାନ ଚାଷକୁ ‘ରାଜ୍ୟ…

ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଉଭୟ ଚାଷରପ୍ରକ୍ରିୟାକରଣ ୟୁନିଟ ପାଇଁ ମିଳିବ ସହାୟତାପ୍ରାକୃତିକ ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ କିଆଫୁଲ ଚାଷକୁ ଦିଆଯିବ ସହାୟତା ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ 5T ସଚିବ ଭି.କେ. ପାଣ୍ଡିଆନଙ୍କ ପୁରୀ ଓ ଗଞ୍ଜାମ
Read More...

ଚୁଡାପାଲି ଶିଶୁମନ୍ଦିରରେ ମାତୃ କର୍ମଶାଳା

ଚୁଡାପାଲି, (କେପିଏନ୍‌ଏସ୍‌) : ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଚୁଡାପାଲି ଶିଶୁ ବାଟିକା ବିଭାଗର ମାତୃ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।କର୍ମଶାଳାର ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟଅତିଥି ରୂପେ ସରକାରୀ ମାଧ୍ୟମିକ ଉଚ୍ଚ ବିଦ୍ୟାଳୟର ପ୍ରଧ୍ୟାପିକା ସୁଶ୍ରୀ ସାଗରିକା ମିଶ୍ର ଦ୍ୱୀପ ପ୍ରଜ୍ୱଳନ
Read More...

ଆମେ ଜାଣିବା, ଆମେ ଜିଣିବା କାର୍ଯ୍ୟକ୍ରମ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ପ୍ରଶାସନ (ମଙ୍ଗଳ)ବିଭାଗ, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ଅଭିଭାବକ ବୈଠକ ସହିତ ଆମେ ଜାଣିବା, ଆମେ ଜିଣିବା କାର୍ଯ୍ୟକ୍ରମ, ଶନିବାର ଡେଲାଙ୍ଗ ବ୍ଲକ ସ୍ଥିତ ଗୁଆଳିପଡ଼ା ସେବାଶ୍ରମ
Read More...