Monthly Archives

September 2023

ଜେଏସ୍‌ଏମ୍‌ ବାଣିଜ୍ୟ ଓ କଳା ମହାବିଦ୍ୟାଳୟରେ “ଷ୍ଟାର୍ଟ ଅପ୍ ଓଡିଶା ଯାତ୍ରା ଏବଂ ଷ୍ଟାର୍ଟ ଅପ୍ ଏକ୍ସପ୍ରେସ୍…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏମ୍‌ଏସ୍‌ଏମ୍‌ଇ ଡିପାର୍ଟମେଣ୍ଟ ଅଧୀନରେ ଷ୍ଟାର୍ଟଅପ୍ ଓଡିଶା ରହିଛି । ରାଜ୍ୟରେ ଷ୍ଟାର୍ଟଅପ୍ ଏବଂ ଇନୋଭେସନ୍ ଇକୋସିଷ୍ଟମ୍ ନିର୍ମାଣ ପାଇଁ ନୋଡାଲ୍ ଏଜେନ୍ସି ଭାବରେ ଓଡିଶାର ଷ୍ଟାର୍ଟଅପ୍ ପଲିସି -୨୦୧୬ ସହିତ ୨୦୧୬ ରେ ଷ୍ଟାର୍ଟଅପ୍ ଓଡିଶା ଆରମ୍ଭ ହୋଇଥିଲା ।
Read More...

କୁମାରବେଗପଲ୍ଲୀ ରାସ୍ତାକଡ଼ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ବିଡ଼ିଓଙ୍କ ଯୋଗଦାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ପୋଡାପଦର ଗ୍ରାମ ପଞ୍ଚାୟତର କୁମାରବେଗପଲ୍ଲୀ ଗ୍ରାମର ଆତ୍ରେୟନଗର ସମ୍ମୁଖ ରାସ୍ତାରେ ସ୍ଥାନୀୟ ସରପଞ୍ଚ ସୁଜତା ଦାସଙ୍କ ପୌରହିତ୍ୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି
Read More...

ଗୋଇମୁଣ୍ଡରେ ମୋ’ ଦେଶ, ମୋ’ ମାଟି କାର୍ଯ୍ୟକ୍ରମ

ଗୋଇମୁଣ୍ଡ, (କେପିଏନ୍‌ଏସ୍‌) : ଗୋଇମୁଣ୍ଡରେ ମୋ' ଦେଶ, ମୋ' ମାଟି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅମୃତ କଳସ ଧରି ମାଟି ସଂଗ୍ରହ କଲେ ଡାକ କର୍ମଚାରୀ । ଗ୍ରାମ ମଝିରୁ ଏକ ଶୋଭାଯାତ୍ରାରେ ବାହାରି ଘର ଘର ବୁଲି ମାଟି ସଂଗ୍ରହ କରାଯାଇଥିଲା । ଗୋଇମୁଣ୍ଡ ଡାକଘର ଅଧିନସ୍ଥ ଗୋଇମୁଣ୍ଡ,
Read More...

ବଲାଙ୍ଗିର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ସାରା ରାତି ଆନ୍ଦୋଳନରେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ସାରା ରାତି ଆନ୍ଦୋଳନରେ ବସିଥିବା ସୂଚନା ମିଳିଛି । ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ବର୍ଦ୍ଧିତ ହଷ୍ଟେଲ୍‌ ଫି’କୁ ନେଇ ଛାତ୍ର ଅସନ୍ତୋଷ ଦେଖା ଦେଇଛି । ବର୍ଦ୍ଧିତ ଫି’ ପ୍ରତ୍ୟାହାର ତଥା
Read More...

ଏନ୍‌ଏଲ୍‌ସି ଇଣ୍ଡିଆ ଲିମିଟେଡ୍ ୮୦୦ ମେଗାୱାଟ ପାଇଁ ଗ୍ରିଡକୋ ଲିମିଟେଡ ସହ ବିଦ୍ୟୁତ କ୍ରୟ ଚୁକ୍ତି ସ୍ୱାକ୍ଷର କରିଛି

ଦିଲ୍ଲୀ, (ପିଆଇବି) : କୋଇଲା ମନ୍ତ୍ରଣାଳୟ ଅଧୀନରେ ଥିବା ଏନଏଲସି ଇଣ୍ଡିଆ ଲିମିଟେଡ (ଏନଏଲସିଆଇଏଲ) ଏବଂ ଗ୍ରିଡକୋ ଲିମିଟେଡ ଓଡ଼ିଶାରେ ପ୍ରସ୍ତାବିତ ନେଭେଲି ତଳାବିରା ସୁପର କ୍ରିଟିକାଲ ଥର୍ମାଲ ପାୱାର ଷ୍ଟେସନ (ଏନଟିଟିପିପି)ର ଷ୍ଟେଜ - ୧ରେ ୪୦୦ ମେଗାୱାଟ ଏବଂ ଷ୍ଟେଜ - ୨ରେ ୪୦୦ ମେଗାୱାଟ
Read More...

ପ୍ରଧାନମନ୍ତ୍ରୀଙ୍କ “ଏକ ତାରିଖ, ଏକ ଘଣ୍ଟା, ଏକ ସାଥ୍” ଆହ୍ୱାନ ସ୍ୱଚ୍ଛ ଭାରତ ପାଇଁ ବିଶ୍ୱର ସର୍ବବୃହତ ସ୍ୱେଚ୍ଛାକୃତ…

ଦେଶର ସହର ଓ ଗ୍ରାମାଞ୍ଚଳର ୬. ୪ଲକ୍ଷ ସ୍ଥାନକୁ ଶ୍ରମଦାନ ପାଇଁ ଗ୍ରହଣ କରାଯାଇଛି : ମନ୍ତ୍ରୀ ହରଦୀପ ସିଂହ ପୁରୀ ଦିଲ୍ଲୀ, (ପିଆଇବି) : “ଏକ ତାରିଖ, ଏକ ଘଣ୍ଟା, ଏକ ସାଥ୍” ଆହ୍ୱାନ ସ୍ୱତନ୍ତ୍ର ଭାବେ କଠୋର ସଫେଇ କାର୍ଯ୍ୟ ପାଇଁ ଉଦ୍ଦିଷ୍ଟ । ସ୍ୱେଚ୍ଛାକୃତଭାବେ ସଫେଇ ବା ପରିଚ୍ଛନ୍ନତା
Read More...

‘ସ୍ୱଚ୍ଛତା ହିଁ ସେବା ଅଭିଯାନ’ ‘ଜନ ଆନ୍ଦୋଳନ’ରେ ପରିଣତ ହୋଇଛି

• ସେପ୍ଟେମ୍ବର ୧୫ ରୁ ୨୯, ୨୦୨୩ ମଧ୍ୟରେ ଦୈନିକ ୨.୩ କୋଟି ଅଂଶଗ୍ରହଣ ସହିତ ୩୨ କୋଟିରୁ ଅଧିକ ଲୋକ ଦେଶବ୍ୟାପୀ ଅଭିଯାନରେ ଯୋଗ ଦେଇଛନ୍ତି• ଶ୍ରମଦାନରେ ୧୫ କୋଟି ନାଗରିକ ଅଂଶଗ୍ରହଣ କରିଛନ୍ତି, ୩.୬୮ ଲକ୍ଷ 'ସ୍ୱଚ୍ଛ ଭାରତ' କାର୍ଯ୍ୟକ୍ରମରେ ଯୋଗଦାନ କରୁଛନ୍ତି• ଅକ୍ଟୋବର ପହିଲାରେ 'ଏକ
Read More...

କ୍ଷେତ୍ରୀୟ ଜ୍ଞାନ ବିଜ୍ଞାନ ମେଳାରେ ପ୍ରଥମ ହେଲେ ନମନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ର ନମନ କୁମାର ପାତ୍ର ବିଦ୍ୟାଭାରତୀ ପକ୍ଷରୁ ପୁରସ୍କୃତ ହୋଇଛନ୍ତି । ବାଲେଶ୍ୱର ଜିଲ୍ଲାର ସୋରଠାରେ ବିଦ୍ୟାଭାରତୀ ପକ୍ଷରୁ ଆୟୋଜିତ କ୍ଷେତ୍ରୀୟ ଜ୍ଞାନ ବିଜ୍ଞାନ ମେଳା ସଂଗଠିତ ହୋଇଥିଲା ।
Read More...

ବିଶ୍ୱ ହୃଦୟ ଦିବସ ପାଳିତ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଶିକ୍ଷାଧିକାରୀଙ୍କ ନିଦ୍ଦେର୍ଶ କ୍ରମେ ଓ ଜିଲ୍ଲା ଜୁନିଅର ରେଡକ୍ରସ ଅଫିସର ରବିଚନ୍ଦ୍ର ପଶାୟତଙ୍କ ଆହ୍ୱାନରେ ସୁବର୍ଣ୍ଣପୁର ଜିଲ୍ଲାର ପ୍ରାୟ ୮୦ଟି ବିଦ୍ୟାଳୟରେ ଜୁନିଅର ରେଡକ୍ରସ ୟୁନିଟ୍‌ ତରଫରୁ ବିଶ୍ୱ ହୃଦୟ ଦିବସ ପାଳିତ
Read More...

ପାଟଣା ପ୍ରଜାମେଳିର ୮୪ବର୍ଷ ପୂର୍ତ୍ତି ଉତ୍ସବ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚୁଡାପାଲି ହାଇସ୍କୁଲ ପଡିଆରେ ପାଟଣା ପ୍ରଜାମେଳି ଆନ୍ଦୋଳନର ୮୪ ବର୍ଷ ପୂର୍ତ୍ତି ଉତ୍ସବ ଆଜି ପାଳନ କରାଯାଇଥିଲା । ସ୍ୱାଧୀନତା ସଂଗ୍ରାମୀ ଯୋଗେଶ୍ୱର କୁମୁରା ସ୍ମୃତି କମିଟି ପକ୍ଷରୁ ସଭାପତି ଲୋକନାଥ କୁମୁରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ
Read More...