Monthly Archives

September 2023

ପ୍ରାଥମିକ ଶିକ୍ଷକ ଆନ୍ଦୋଳନ ସ୍ଥଳରେ ନରସିଂହ

ଶିକ୍ଷକଙ୍କ ନ୍ୟାର୍ଯ୍ୟ ଦାବୀ ନେଇ ବିଧାନସଭା ହେବ ହୁଲସ୍ତୁଲ : ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ପ୍ରାଥମକ ଶିକ୍ଷକଙ୍କ ଦାବୀ ଯୁକ୍ତିଯୁକ୍ତ ଅଟେ । ମୁଁ ଏବଂ ମୋ ଦଳ ଏହାକୁ ସମ୍ପୂର୍ଣ୍ଣ ଭାବେ ସମର୍ଥନ କରୁଛୁ । ରାଜ୍ୟ ସରକାର ଗୋଟିଏ ପଟେ କହୁଛନ୍ତି ପ୍ରତ୍ୟେକ କ୍ଷେତ୍ରରେ ଠିକା
Read More...

ଲଗାଣ ବର୍ଷାରେ ଭାଙ୍ଗିଗଲା ଘର : ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଗନ୍ଧର୍ଲା ଗ୍ରାମର ଲୋକନାଥ ନାଗ ଓ ତାଙ୍କ ପରିବାର ହସ ଖୁସିରେ ରାତିରେ ଶୋଇପଡିଲେ । ରାତି ସାରା ଲଗାଣ ବର୍ଷାରେ ସକାଳ ନ ପାହାଣୁ ପ୍ରାତଃ ୩ଟା ସମୟରେ ତାଙ୍କର ରହୁଥିବା ଚାଳ ଛପର ଘର ଭାଙ୍ଗି ପଡିଥିଲା । ଯାହା
Read More...

ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସ୍ଵର୍ଗତ ଚତୁର୍ଭୁଜ ସାହୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲା ଯୋଜନା ଓ ସମନ୍ୱୟ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ସ୍ଵର୍ଗତ ଚତୁର୍ଭୁଜ ସାହୁଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ବିମଳେନ୍ଦୁ ରାୟଙ୍କ ଅଧ୍ୟକ୍ଷତାରେ
Read More...

‘ବିଶ୍ୱ ମୋଟର କାର ମୁକ୍ତ ଦିବସ’ : ସାଇକେଲ ଚଳାନ୍ତୁ ସୁସ୍ଥ ରୁହନ୍ତୁ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସେପ୍ଟେମ୍ବର ୨୨ ହେଉଛି "ବିଶ୍ୱ ମୋଟର କାର ମୁକ୍ତ ଦିବସ" । ଏହି ଦିବସ ପାଳନର ଲକ୍ଷ୍ୟ ହେଲା ଜନସାଧାରଣଙ୍କ ଗମନାଗମନ ପାଇଁ ସାଇକେଲ ଚଲାଇବା ଏବଂ ପାଦରେ ଚାଲିବା ଇତ୍ୟାଦିକୁ ପ୍ରୋତ୍ସାହିତ କରିବା । ଚାକିରି କରୁଥିବା ସ୍ଥାନ ତଥା ବଜାର ନିକଟରେ ବାସ
Read More...

ପୂରାତନରେ ନୂତନତ୍ୱର ଦର୍ଶନ ରାଧାନାଥ କାବ୍ୟର ବୈଶିଷ୍ଟ୍ୟ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଧୁନିକ ଓଡ଼ିଆ ସାହିତ୍ୟର ଅଗ୍ରଗଣ୍ୟ କବିବର ରାଧାନାଥ ରାୟ ପ୍ରାଚୀନ ଓ ଆଧୁନିକ ଦର୍ଶନର ସମନ୍ୱୟରେ ସିଦ୍ଧହସ୍ତ ଥିଲେ ବୋଲି ମୁଖ୍ୟ ଆଲୋଚିକା ମ୍ୟୁନିସିପାଲ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ଅଧ୍ୟାପିକା ନୀତୁ ସେଠ୍ ଆଦର୍ଶ ପାଠାଗାର ଦ୍ବାରା ଆୟୋଜିତ ଆଦର୍ଶ
Read More...

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଥିବା ଗାନ୍ଧୀ ଷ୍ଟାଡ଼ିଅମ୍‌ ସାମ୍ନାରୁ ଜବର୍‌ଦଖଲ୍‌ ହଟାଇବାକୁ ଅଂଟାଭିଡ଼ିଲା…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଥିବା ଗାନ୍ଧୀ ଷ୍ଟାଡ଼ିଅମ୍‌ ସାମ୍ନାରୁ ଜବର୍‌ଦଖଲ୍‌ ହଟାଇବା ପାଇଁ ଆଜି ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି । ବଲାଙ୍ଗିର ତହସିଲ୍‌ଦାର ଡ.ପୁଷ୍ପାଂଜଳି ପଣ୍ଡାଙ୍କ ଉପସ୍ଥିତିରେ ଗାନ୍ଧୀ
Read More...

ପଞ୍ଚମହାଭୂତରେ ଲୀନ ହେଲେ ଓଡ଼ିଶାର ବିଶିଷ୍ଟ ଚିତ୍ରଶିଳ୍ପୀ ପଦ୍ମନାଭ ମିଶ୍ର

ଭୁବନେଶ୍ୱର : ଆଜି ଓଡିଶା ଚିତ୍ରକଳା ଜଗତ ପାଇଁ ଏକ ଦୁଃଖଦ ଦିବସ, ପଞ୍ଚମହାଭୂତରେ ଲୀନ ହେଲେ ଓଡ଼ିଶାର ବିଶିଷ୍ଟ ଚିତ୍ରଶିଳ୍ପୀ ପଦ୍ମନାଭ ମିଶ୍ର । ସ୍ୱାଧୀନତା ପୂର୍ବ ୧୯୪୦ରେ ବର୍ତ୍ତମାନର ସୁବର୍ଣ୍ଣପୁର ଜିଲ୍ଲାରେ ଜନ୍ମ ଗ୍ରହଣ କରନ୍ତି ଓ ହାଇସ୍କୁଲ ଶିକ୍ଷା ଗ୍ରହଣ ପରେ ସରକାରୀ କାର୍ଯ୍ୟରେ
Read More...

ଏବିସିଡି ପଦ୍ମପୁର ପକ୍ଷରୁ ବୋଡାସମ୍ବର ନୂଆଁଖାଇ ଭେଟ୍‌ଘାଟ୍‌ ଉତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଆର୍‌ବି ହାଇସ୍କୁଲ ପ୍ରାଙ୍ଗଣରେ ଗଙ୍ଗାଧର ମଣ୍ଡପଠାରେ ପଦ୍ମପୁର ସ୍ଵେଛାସେବୀ ଅନୁଷ୍ଠାନ ଏବିସିଡି ଆୟୋଜିତ ବୋଡ଼ାସମ୍ବର ନୂଆଖାଇ ଭେଟ୍‌ଘାଟ୍‌ ରୌପ୍ୟ ଜୟନ୍ତୀ ଦୁଇଦିନ ଧରିଦିନ ଅନୁଷ୍ଠାନର ଉପଦେଷ୍ଠା ନାଟ୍ୟକାର କେଶରଞ୍ଜନ ପଧାନ ଓ ଉପଦେଷ୍ଟା
Read More...

ପ୍ରଥମ ମହିଳା ବାଚସ୍ପତି ହେଲେ ପ୍ରମିଳା ମଲ୍ଲିକ, ନିର୍ଦ୍ଵନ୍ଦ୍ଵରେ ହେଲେ ନିର୍ବାଚିତ

ଭୁବନେଶ୍ଵର : ଓଡ଼ିଶା ବିଧାନସଭା ପାଇଲା ପ୍ରଥମ ମହିଳା ବାଚସ୍ପତି । ପ୍ରମିଳା ମଲ୍ଲିକ ବାଚସ୍ପତି ଭାବେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ ହୋଇଛନ୍ତି । ଅନ୍ୟ କେହି ନାମାଙ୍କନ ଭରି ନଥିବାରୁ ସେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ ହୋଇଛନ୍ତି ।
Read More...

ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମରେ ଦୁଲୁକିଲା ବାନ୍ଧନଘୋର ଗାଁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମରେ ଦୁଲୁକିଲା ବାନ୍ଧନଘୋର ଗାଁ । ମୁଖ୍ୟ ଅତିଥି ଭାବେ ପୂର୍ବତନ ବ୍ଲକ ସଭାପତି ଓ ବର୍ତମାନ ବଲାଙ୍ଗିର ଜିଲ୍ଲା ସମିତି ସଭ୍ୟ ସଭାପତି ଗୋଲାପ ବାଗ, ବଲାଙ୍ଗିର ବ୍ଲକ ସଭାପତି ସରିତା ବାଗ ଓ ସମ୍ମାନିତ ଅତିଥି ଭାବେ ସୂର୍ଯ୍ୟ
Read More...