Monthly Archives

September 2023

ଅନ୍ୱେଷାର ୯୩ତମ ସାମୁହିକ ଜନ୍ମ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ଅନ୍ୱେଷା ତରଫରୁ ୯୩ତମ ସାମୁହିକ ଜନ୍ମ ଦିବସ ପାଳନ ରେଲୱେ କଲୋନୀ ସ୍ଥିତ ଶାନ୍ତି ଭବନଠାରେ ପାଳିତ ହୋଇଯାଇଛି । ଅନ୍ୱେଷାର ଅଧ୍ୟକ୍ଷ ରାଜେନ୍ଦ୍ର ପଣ୍ଡାଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ରୋଟାରୀଆନ ପ୍ରଶାନ୍ତ
Read More...

ମାଣ୍ଡୋସିଲ ମୋଟର ଚାଳକ ସଂଘର ନୂଆଁଖାଇ ଭେଟ୍‌ଘାଟ୍‌

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପୂର୍ବାହ୍ନ ୧୧ଟା ସମୟରେ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲ ଧାନ ମଣ୍ଡିରେ ମୋଟର ଚାଳକ ସଂଘ ତରଫରୁ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି । ମାଣ୍ଡୋସିଲ ମୋଟର ଚାଳକ ସଂଘର ସଭାପତି ରବି ସାହଙ୍କ ସଭାପତିତ୍ୱ କରିଥିବା
Read More...

ଆନ୍ଦୋଳନ ଭୟଙ୍କର ହେବ : ପଶ୍ଚିମ ଓଡିଶା ଶିକ୍ଷକ ଫୋରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୩ ଦଫା ଦାବୀ ନେଇ ପ୍ରାଥମିକ ଶିକ୍ଷକମାନେ AUPTFର ଆହ୍ୱାନରେ ସମୂହ ଛୁଟି ନେଇ ଆନ୍ଦୋଳନ ଚଲାଇ ଥିଲେ, କିନ୍ତୁ କେତେକ ସ୍ୱାର୍ଥନ୍ଵେସୀ ଶିକ୍ଷକ ନେତୃତ୍ୱମାନଙ୍କ ଦ୍ୱାରା ଯେଉଁ ଭଳି ଭାବେ ଅଗଣତାନ୍ତ୍ରିକ ଶୈଳୀରେ ଆନ୍ଦୋଳନକୁ ଭଣ୍ଡୁର କରାଗଲା, ଏହାକୁ ପଶ୍ଚିମ
Read More...

ଟିଟିଲାଗଡ ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ କ୍ୟୁ ୱାନ ହସ୍ପିଟାଲର ଚେୟାରମେନ ଅସ୍ଥିଶଲ୍ୟ ବିଶେଷଜ୍ଞଙ୍କ…

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ସ୍ଥାନୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପକ୍ଷରୁ ୨୪ ତାରିଖ ରବିବାର ଦିନ ନିଶୁଳ୍କ ଅସ୍ଥି ସମ୍ବନ୍ଧୀୟ ଏକ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଏନେଇ ପରିଚାଳକ ସଂସ୍ଥା ରାଜସ୍ଥାନୀ ହେଲ୍‌ଥ୍‌ ଫାଉଣ୍ଡେସନ୍ ଚେନ୍ନାଇ ଦ୍ଵାରା ପରିଚାଳିତ
Read More...

‘ତାମ୍ପରା’ ହ୍ରଦକୁ ସଙ୍କୁଚିତ କରି କୋଠା-ନିର୍ମାଣ ନେଇ ଜାତୀୟ ପରିବେଶ ଟ୍ରିବ୍ୟୁନାଲ୍‌ର ପିଟିସନ୍‌ ଦାଖଲ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : "ତାମ୍ପରା" ହ୍ରଦକୁ ସଙ୍କୁଚିତ କରି ସ୍ଥାୟୀ ପ୍ରକଳ୍ପ ନିର୍ମାଣ କରିଥିବା ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନକୁ ଜାତୀୟ ପରିବେଶ ଟ୍ରିବ୍ୟୁନାଲ୍‌ ଏକ ପିଟିସନ୍‌ ଦାଖଲ କରିଥିବା କୁହାଯାଇଛି । ଛତ୍ରପୁରର ସୁଶୋଭିତ ମଧୁରଜଳ ହ୍ରଦ "ତାମ୍ପରା" ହେଉଛି,
Read More...

ବିଶ୍ବ ସାଙ୍କେତିକ ଭାଷା ଦିବସ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବିଶ୍ୱ ସାଙ୍କେତିକ ଭାଷା ଦିବସ ନୀଳାଚଳ ସେବା ପ୍ରତିଷ୍ଠାନରେ ପାଳିତ ହୋଇଯାଇଛି । ପ୍ରତିଷ୍ଠାନର ପରିଚାଳନା କମିଟି ଅଧ୍ୟକ୍ଷ କନ୍ଦୁରି ଚରଣ ଚମ୍ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଦିବସରେ ସାଙ୍କେତିକ ଭାଷାର ପ୍ରୟୋଗ ଓ ଗୁରୁତ୍ଵ ଉପରେ ଆଲୋଚନା
Read More...

ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଗୃହ ପ୍ରଦାନରେ ଅନିୟମିତତା ମାମଲାରେ ଫେରାର ଥିବା ଦୁଇ ଜଣଙ୍କୁ ଛତିଶଗଡ ରାଜ୍ୟରୁ ଗିରଫ୍‌…

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ତେଲେନପାଲି ପଞ୍ଚାୟତରେ ଆବାସ ଗୃହ ପ୍ରଦାନରେ ଅନିୟମିତତା ଅଭିଯୋଗରେ ବିଡ଼ିଓଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହେବା ପରେ ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀ ଲଳିତ ମେହେରଙ୍କୁ ଗତ ୧୮ ତାରିଖ ଦିନ ଖପ୍ରାଖୋଲ ପୋଲିସ
Read More...

ଖଇରାରେ ଗଣେଷ ପୂଜା କମିଟି ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଖଇରା ମନ୍ଦିରପଡା ଗଣେଷ ପୂଜା କମିଟି ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ ୨୦୨୩ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଥମେ ଗ୍ରାମ ଦେବାଦେବୀଙ୍କୁ ପୂଜାର୍ଚ୍ଚନା କରାଯିବା ପରେ
Read More...

ବଲାଣି ପାଟ ମନ୍ଦିର

ବଣାଇ, (ହବିବ ମହମ୍ମଦ) : ବଣାଇଗଡ଼ ସଦରରୁ ୮ କିଲୋମିଟର ବଲାଣି ପାଟ ମନ୍ଦିର । କେଉଁ ଆଦି କାଳରୁ ଏଠି ବଣାଇର ଆରାଧ୍ୟା ଠାକୁରାଣୀଙ୍କ ମନ୍ଦିର ଅବସ୍ଥିତ । ପାହାଡ଼ ପାଦ ଦେଶରେ ଏଠି ପ୍ରତ୍ୟେକ ତିନି ବର୍ଷ ଅନ୍ତରାଳେ ବଲାଣି ପାଟ ଦେବୀଙ୍କ ପୂଜା ଅନୁଷ୍ଠିତ ହୋଇଥାଏ । ମାନସିକ କରିଥିବା
Read More...

ଚାଉଲସୁଖା ଗ୍ରାମରେ ନୂଆଁଖାଇ ଭେଟ୍‌ଘାଟ୍‌

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ଚାଉଲଶୁଖା ଗ୍ରାମ ପଞ୍ଚାୟତ ଚାଉଲସୁଖା ଗ୍ରାମଠାରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ନାଚ ପ୍ରତିଯୋଗିତା କରାଯାଇଥିଲା । ଏହି ଉତ୍ସବ କାର୍ଯ୍ୟକ୍ରମରେ ଗିରିରାଜ
Read More...