Daily Archives

ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ ବଲାଙ୍ଗିର ପୋଲିସର କଡ଼ା କାର୍ଯ୍ୟାନୁଷ୍ଠାନ, କଟିଲା ଫାଇନ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦିନକୁ ଦିନ ବଲାଙ୍ଗିର ସହରରେ ଦୁର୍ଘଟଣା ଜନିତ ଅନେକ ଖବର ସାମ୍ନାକୁ ଆସୁଛି । ଏହାକୁ ଦୃଷ୍ଟିରେ ରଖି ବଲାଙ୍ଗିର ପୁଲିସ ଏବେ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ କଡ଼ା ନିୟମ ଲାଗୁ କରିଛି । ବଲାଙ୍ଗିର ଟାଉନରେ ସ୍ଥାପିତ ସିସିଟିଭି ସିଷ୍ଟମ ବ୍ୟବହାର
Read More...

କୁକୁଡ଼ାହାଡ଼ ଗାଁ ପାଖରେ ସଡ଼କ ଦୁର୍ଘଟଣା : ଜଣେ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : କୁକୁଡ଼ାହାଡ଼ ଗାଁ ପାଖରେ ଏକ ସଡ଼କ ଦୁର୍ଘଟଣା ଘଟିଥିବା ଖବର ମିଳିଛି । ମିଳିଥିବା ସୂଚନାଅନୁସାରେ ବଲାଙ୍ଗିର ଟ୍ରିକାପଡ଼ା ଥାନା ଅନ୍ତର୍ଗତ ବଲାଙ୍ଗିର ଧାତୁଜୁରୀ ଗ୍ରାମର ଗଦାନନ୍ଦ ବାଗ (୪୦) କୌଣସି କାମ ଯୋଗେ କଂଟାବାଂଜି ଯାଇଥିବା ବେଳେ କୁକୁଡ଼ାହାଡ଼ ଗାଁ
Read More...

ପବିତ୍ର ଜନ୍ମାଷ୍ଟମୀ ଉପଲକ୍ଷେ ଟିଟିଲାଗଡ ସହରର ରାଧାକୃଷ୍ଣ ମନ୍ଦିରରେ ଭକ୍ତଙ୍କ ଭିଡ଼ : ମନ୍ଦିରରେ ଅତି ସୁନ୍ଦର…

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ବୁଧୁବାର ଦିନ ପବିତ୍ର ଜନ୍ମାଷ୍ଟମୀ ଓ ଗୁରୁବାର ନନ୍ଦ ଉତ୍ସବ ଉପଲକ୍ଷେ ଟିଟିଲାଗଡ ସହରର ରାଧାକୃଷ୍ଣ ମନ୍ଦିର ମାନଙ୍କରେ ଅତି ସୁନ୍ଦର ଭାବରେ ସାଜସଜ୍ଜା ସହ ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି । ସହରର ଠିକାଦାରପଡା ସ୍ଥିତ ରାଧାକୃଷ୍ଣ ମନ୍ଦିର ବାହାରେ
Read More...

ଆଗଲପୁର ବ୍ଲକସ୍ତରୀୟ ବିଜ୍ଞାନ ସେମିନାର ଓ କ୍ୱିଜ୍‌ ପ୍ରତିଯୋଗିତା

ସାଲେଭଟା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର (ଡୁଡୁକା)ବ୍ଲକ ସାଲେଭଟାଠାରେ ବ୍ଲକସ୍ତରୀୟ ବିଜ୍ଞାନ ସେମିନାର ଓ କ୍ୱିଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ କୃଷ୍ଣ ପ୍ରସାଦ ସ୍ମାରକୀ ନୋଡାଲ ବାଳିକା ବିଦ୍ୟାଳୟ ସ୍ମାର୍ଟ ରୁମ୍‌ରେ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର
Read More...

ଗଞ୍ଜାମ ବ୍ଲକରେ ମହାସମାରୋହ ଜନ୍ମାଷ୍ଟମୀ ନନ୍ଦୋତ୍ସବରେ ପାଳିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗ୍ରାମରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଗ୍ରାମ ଆରମ୍ଭରୁ ଗ୍ରାମ ଶେଷ ଯାଏଁ ସଂସ୍କୃତିକ କାର୍ଯ୍ୟକ୍ରମ ତଥା ୪ଟି
Read More...

ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ଯୋଜନା

ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ଦେଲେ କଳିକେଶ ବଲାଙ୍ଗିର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀଙ୍କ ସହାୟତା ଯୋଜନାରେ ବିଭିନ୍ନ ସାମାଜିକ ତଥା ଧାର୍ମିକ ଅନୁଷ୍ଠାନର ଉନ୍ନତିକରଣ ପାଇଁ ଅନୁଦାନ ଅନୁମୋଦିତ ହୋଇଛି । ଏହିକ୍ରମରେ ରାଜ୍ୟ ହାଉସିଂବୋର୍ଡ ଅଧ୍ୟକ୍ଷ ତଥା ପୂର୍ବତନ ବଲାଙ୍ଗିର
Read More...

ଆଲୋକ କୁମାର ପଣ୍ଡାଙ୍କୁ ଗୁରୁ ବ୍ରହ୍ମା ସମ୍ମାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପବିତ୍ର ଗୁରୁ ଦିବସରେ ନନ୍ଦିଘୋଷ ଟିଭି ଓ ସକାଳ ତରଫରୁ କରାଯାଇଥିବା "ଗୁରୁ ବ୍ରହ୍ମା ସମ୍ମାନ ୨୦୨୩" ଉତ୍ସବରେ ଆଲୋକ କୁମାର ପଣ୍ଡାଙ୍କୁ ଗୁରୁ ବ୍ରହ୍ମା ସମ୍ମାନରେ ସମ୍ମାନିତ କରାଯାଇଛି । ଉକ୍ତ ଉତ୍ସବରେ ଓଡ଼ିଶାର ଶ୍ରେଷ୍ଠ ବିବେଚିତ ୧୫ ଜଣ ଗୁରୁଙ୍କୁ
Read More...

ରାଜ୍ୟ ପଣ୍ୟାଗାର ନିଗମର ଅଧ୍ୟକ୍ଷ ମହେନ୍ଦ୍ର ବଢ଼େଇଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଅନ୍ତର୍ଗତ ଟାଲ ଗ୍ରାମର ମହେନ୍ଦ୍ର ବଢେଇ ଆଉ ଆମ ଗହଣରେ ନାହାନ୍ତି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଅକାଳ ବିୟୋଗ ହୋଇଛି । ସ୍ବର୍ଗତ ବଢେଇ ଲୋକଙ୍କ ସେବା କରିବା ପାଇଁ ଓଡିଶା ପ୍ରଶାସନିକ ସେବା
Read More...

‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ର ଜିଲ୍ଲାସ୍ତରୀୟ କମିଟି ବୈଠକ

ବିଭିନ୍ନ ପୁରସ୍କାର ଉପରେ ବିସ୍ତୃତ ଆଲୋଚନାବିଦ୍ୟାଳୟସ୍ତରରେ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ଉପରେ ସଚେତନତା କାର୍ଯ୍ୟକ୍ରମ ଭୁବନେଶ୍ୱର : ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ର ପ୍ରଥମ ଜିଲ୍ଲାସ୍ତରୀୟ କମିଟି ବୈଠକ ଶେଷ ହୋଇଛି । ଗତ ୩୧ ତାରିଖଠୁ ପର୍ଯ୍ୟାୟକ୍ରମେ ବିଭିନ୍ନ
Read More...

ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ବଲାଙ୍ଗିର ଗସ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ଡଃ. ସୁରେଶ ଚନ୍ଦ୍ର ଦଲାଇ ବଲାଙ୍ଗିର ଜିଲ୍ଲା ଗସ୍ତରେ ପହଞ୍ଚି ପ୍ରଥମେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ବିଭିନ୍ନ ବିଭାଗଗୁଡିକର ଉନ୍ନୟନମୂଳକ କାର୍ଯ୍ୟପନ୍ଥାର ସମୀକ୍ଷା ସମ୍ପୃକ୍ତ ଅଧିକାରୀମାନଙ୍କ ସହ କରିଛନ୍ତି । ଏହି
Read More...