Daily Archives

ସେପ୍ଟେମ୍ବର ୨୦୨୩ରେ ଷଷ୍ଠ ରାଷ୍ଟ୍ରୀୟ ପୋଷଣ ମାସ ପାଳନ କରିବ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ

● "ସୁପୋଷିତ ଭାରତ, ସାକ୍ଷର ଭାରତ, ସଶକ୍ତ ଭାରତ" ଶୀର୍ଷକ ବିଷୟ ବସ୍ତୁ ମାଧ୍ୟମରେ ସମଗ୍ର ଭାରତରେ ସଚେତନତା ସୃଷ୍ଟି ଲକ୍ଷ୍ୟ ଦିଲ୍ଲୀ, (ପିଆଇବି) : ଗର୍ଭବତୀ ମହିଳା, ସ୍ତନ୍ୟପାନ କରାଉଥିବା ମାଆ, କିଶୋରୀ ଏବଂ ୬ ବର୍ଷରୁ କମ୍ ବୟସର ଶିଶୁମାନଙ୍କ କ୍ଷେତ୍ରରେ ପୋଷଣ ଜନିତ ଫଳାଫଳକୁ ଉତ୍ତମ
Read More...

ଉତକେଲା ବିମାନବନ୍ଦର ଏବଂ ଉତକେଲା ଓ ଭୁବନେଶ୍ୱର ମଧ୍ୟରେ ସିଧାସଳଖ ବିମାନ ସେବାର ଉଦଘାଟନ କରିଛନ୍ତି ଜ୍ୟୋତିରାଦିତ୍ୟ…

ଉଡାନ ଯୋଜନାରେ ଏହାକୁ ଆଞ୍ଚଳିକ ବିମାନବନ୍ଦର ଭାବରେ ବିକଶିତ କରାଯାଇଛି ନୂଆଦିଲ୍ଲୀ, (ପିଆଇବି) : ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ଏମ୍ ସିନ୍ଧିଆ ଏବଂ ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଜେନେରାଲ ବିଜୟ କୁମାର ସିଂହ (ଅବସରପ୍ରାପ୍ତ) ଆଜି ଉତକେଲା ବିମାନବନ୍ଦର
Read More...

ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନ ପକ୍ଷରୁ ୧୬୨ତମ ଜୟନ୍ତୀ ପାଳିତ

ଓଡ଼ିଆ ବାଣୀ ଭଣ୍ଡାରକୁ ଋଦ୍ଧିମନ୍ତ କରିଥିବା କାଳଜୟୀ ସ୍ୱଭାବ କବି ଗଙ୍ଗାଧର ମେହେର ଚିର ସ୍ମରଣୀୟ ହୋଇ ରହିବେ ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଓଡ଼ିଆ ବାଣୀ ଭଣ୍ଡାରକୁ ଋଦ୍ଧିମନ୍ତ କରିଥିବା କାଳଜୟୀ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଭଳି ବହୁ ସାହିତ୍ୟିକ, କବିଙ୍କ ଲେଖନୀ ଚାଳନା ଯୋଗୁଁ
Read More...

ତାଲୁକ ଆଇନ ସହାୟତା କମିଟି ଦ୍ୱାରା ଆଇନ ସଚେତନତା ଶିବିର

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ସିଭିଲ କୋର୍ଟ ପରିସରରେ ଗୁରୁବାର ଅପରାହ୍ନ ସାଢେ ଚାରିଟାରେ ତାଲୁକ ଆଇନ ସହାୟତା କମିଟି ଦ୍ୱାରା ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ତାଲୁକ ଆଇନ ସହାୟତା କମିଟିର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଦୌରାଜଜ୍‌
Read More...

କଂଟାବାଂଜି ଏନ୍‌ଏସିକୁ ରାଜ୍ୟର ଏକ ନମ୍ବର କରିବାକୁ ହେଲେ ସମସ୍ତଙ୍କ ସହଯୋଗ ଆବଶ୍ୟକ : ବିଧାୟକ ସାଲୁଜା

କଂଟାବାଂଜି, (ଗୁରୁଦୟାଲ ହଂସ) : ସ୍ୱାୟତ ଶାସନ ଦିବସ ଅବସରରେ କଂଟାବାଂଜି ଏନ୍‌ଏସି ଦ୍ୱାରା ପ୍ରଥମ ଥର ପାଇଁ ପରିଷଦର କର୍ମଚାରୀମାନଙ୍କ ଏକ ଗଣ ଦୌଡ ପ୍ରତିଯୋଗିତା ହୋଇଥିଲା । ଏହା ସ୍ଥାନୀୟ ଶ୍ରୀ ଜଗନ୍ନାଥ ମଂଦିରଠାରୁ ଏନ୍‌ଏସି କାର୍ଯ୍ୟାଳୟ ପର୍ଯ୍ୟନ୍ତ ପ୍ରାୟ ଏକ କି.ମି. ଦୌଡ
Read More...

ଅବକାରୀ ବିଭାଗ ଦ୍ୱାରା ୩ କେ.ଜି. ଗଂଜେଇ ଜବତ : ଜଣେ କୋର୍ଟ ଚାଲାଣ

କଂଟାବାଂଜି, (ଗୁରୁଦୟାଲ ହଂସ) : କଂଟାବାଂଜି ଅବକାରୀ ବିଭାଗ ଦ୍ୱାରା ଗୁରୁବାର ସକାଳୁ କଂଟାବାଂଜି ଥାନା ଦାବ୍ରୀ ଛକରେ ୩.୦୨କେ.ଜି. ଗଂଜେଇ ଜବତ କରାଯାଇଛି । କଲାହାଣ୍ଡି ଜିଲ୍ଲା ପଦମପୁର, ଥାନା- କେଗାଁ ନିବାସୀ ପଦ୍ମନାଭ ଛତ୍ରିଆ ଏକ ଜରି ବ୍ୟାଗରେ ଗଂଜେଇ ଧରି କଂଟାବାଂଜି ରେଲ ଷ୍ଟେସନ
Read More...

ରକ୍ଷାବନ୍ଧନ ସହ ଅଶ୍ୱଥତ୍‌ ଗଛର ଗୁଣଗାନ କଲେ ହୃଷୀକେଶ ପାଢୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପବିତ୍ର ରକ୍ଷାବନ୍ଧନ ଅବସରରେ ପ୍ରକୃତିପ୍ରେମୀ ଆଇନଜୀବୀ ହୃଷୀକେଶ ପାଢୀ ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଗୁଡପାଇଲୋ ଗ୍ରାମର ମହାବୀର ମନ୍ଦିର ପ୍ରାଙ୍ଗଣରେ ଥିବା ଅଶ୍ୱଥତ୍‌ ବୃକ୍ଷକୁ ପୂଜାର୍ଚ୍ଚନା କରି ରାକ୍ଷୀ ବାନ୍ଧି ଅନ୍ୟମାନଙ୍କ ପାଇଁ ଉଦାହରଣ
Read More...

ବର୍ଣ୍ଣାଢ଼୍ୟ ସମାରୋହରେ ଛତ୍ରପୁରରେ ୬୮ତମ ସ୍ୱାୟତ୍ତ ଶାସନ ଦିବସ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମାସ୍ଥିତ ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଆନୁକୂଲ୍ୟରେ ୬୮ତମ ସ୍ୱାୟତ୍ତ ଶାସନ ଦିବସ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ପୂର୍ବାହ୍ନରେ ଏନ୍‌ଏସି କାର୍ଯ୍ୟାଳୟରେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା
Read More...