Daily Archives

ଜାତୀୟ ପୁଷ୍ଟିକର ସପ୍ତାହ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁଷ୍ଟିକର ଖାଦ୍ୟର ମହତ୍ୱ ବିଷୟରେ ସାଧାରଣ ଜନତାଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏବଂ ସୁସ୍ଥ ଖାଦ୍ୟ ଅଭ୍ୟାସକୁ ପ୍ରୋତ୍ସାହିତ କରିବା ପାଇଁ “ଜାତୀୟ ପୁଷ୍ଟିକର ସପ୍ତାହ” (ଏନ୍‌ଏନ୍‌ଡବ୍ଲୁ) ପ୍ରତିବର୍ଷ ସେପ୍ଟେମ୍ବର ୧ରୁ ୭ ପର୍ଯ୍ୟନ୍ତ ପାଳନ
Read More...

‘ମୋ ପୁସ୍ତକ ରାଇଜ’ ପୁସ୍ତକ ବ୍ୟବହାରର ଅଭିନବ ପ୍ରୟାସ

ବରଗଡ, (ନିରୋଜ କୁମାର ପାଣୀ) : ଆଜି ଶୁକ୍ରବାର ଦିନ ଅପରାହ୍ନ ୩ ଘଟିକା ସମୟରେ ଲାଇବ୍ରେରୀ ପୁସ୍ତକର ବ୍ୟବହାର ପାଇଁ ବରଗଡ ସରକାରୀ ପ୍ରାଥମିକ ବିଦ୍ୟାଳୟ ଶକ୍ତିନଗରଠାରେ ଏକ ଶୁଭ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବରିଷ୍ଠ ଗୋଷ୍ଠୀ
Read More...

ଗୋ ବନ୍ଧ୍ୟା ନିରାକରଣ ଓ କୃମିନାଶକ ଚିକିତ୍ସା ଶିବିର ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ପଲସଦା ପଞ୍ଚାୟତ ପଲସଦା ଗ୍ରାମରେ ବରିକେଲ ଦୁଗ୍ଧ ସମବାୟ ସମିତି ଲିଙ୍କ ଆନୁକୂଲ୍ୟରେ ଗୋ ବନ୍ଧ୍ୟା ନିରାକରଣ ଓ କୃମିନାଶକ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଝାରବନ୍ଧ ବିଭିଓ ଡକ୍ଟର ସମୀର କୁମାର ଖମାରୀ, ପାଇକମାଲ ଭିଏସ ଡକ୍ଟର
Read More...

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ତୃତୀୟ ପ୍ରତିଷ୍ଠା ଦିବସ

ବଲାଙ୍ଗିର, (କେିଏନ୍‌ଏସ୍‌) : ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ତୃତୀୟ ପ୍ରତିଷ୍ଠା ଦିବସ ଶିକ୍ଷାନୁଷ୍ଠାନ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି । ଇତ୍ୟବସରରେ ବିଶ୍ୱବିଦ୍ୟାଳୟର ସଭାଗୃହରେ ଏକ ଭବ୍ୟ ସଭା ଆନୁଷ୍ଠାନିକ ଭାବେ ଅନୁଷ୍ଠିତ ହୋଇଥିଲା । ଏହି ସଭା ବିଶ୍ୱବିଦ୍ୟାଳୟର କୁଳପତି
Read More...

ନିଷିଦ୍ଧ ବିଟି କପାଚାଷ, ପ୍ରଶାସନ ନୀରବଦ୍ରଷ୍ଟା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଓଡିଶା ଚାଷଜମିରେ ଆନ୍ଧ୍ରଚାଷୀଙ୍କ ଦାଦାଗିରି । ସ୍ଥାନୀୟ ଚାଷୀଙ୍କୁ ମାତ୍ର କେଇଟା ଟଙ୍କାରେ ବଶୀଭୂତ କରି ହାତେଇ ନେଇଛନ୍ତି ଶହଶହ ଏକର ଜମି । ଆଉ ସେହି ଜମିରେ ଆନ୍ଧ୍ରଚାଷୀ କରୁଛନ୍ତି ସରକାରଙ୍କ ଦ୍ୱାରା ନିଷିଦ୍ଧ ଘୋଷିତ ବିଟି କପାଚାଷ । କେବଳ ସେତିକି
Read More...

କୁମ୍ବିଂ ଅପରେସନ ଚାଲିଥିଲା ବେଳେ ଟିଫିନ ବୋମା ସାମଗ୍ରୀ ସହ ଆଇଇଡି ଜବତ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଞ୍ଚଳରୁ ଶୁକ୍ରବାର ଟିଫିନ ବୋମା ସାମଗ୍ରୀ ଜବତ ହୋଇଛି । ଏଥିରେ ଲାଗିଥିବା ସରଞ୍ଜାମ ମଧ୍ୟରେ ଏକ ଷ୍ଟିଲ୍‌ ଟିଫିନ, ୫୦ ଗ୍ରାମ ଜିଲୋଟିନ୍, ୬ ଭୋଲ୍‌ଟର ବ୍ୟାଟେରୀ, ଜରି ଟ୍ୟାପ୍‌ ଓ ୨୦ ମିଟର ବିଦ୍ୟୁତ୍ ତାର
Read More...

ପାଟଣାଗଡ଼ ହୀରାସାଗର ବନ୍ଧଠାରେ ଘଟିଥିବା ହତ୍ୟାର ମୁଖ୍ୟ ଅଭିଯୁକ୍ତ ଗିରଫ, ସିନ୍‌ ରିକ୍ରିଏସନ୍‌ କଲା ପୋଲିସ

ପାଟଣାଗଡ଼, (ଅଶୋକ କୁମାର ବାଗ) : ପୂର୍ବ ଶତୃତାକୁ କେନ୍ଦ୍ର କରି ଗତକାଲି ଗୁରୁବାର ସଂଧ୍ୟା ପ୍ରାୟ ୭ଟା ସମୟରେ ସ୍ଥାନୀୟ ଟିକପାଲି (ୱାର୍ଡ ନମ୍ବର-୧୧)ଠାରେ ଏକ ହତ୍ୟାକାଣ୍ଡ ଘଟିଥିଲା । ହତ୍ୟାକାରୀ ଉଆଁସୁ ପୋଢ(୩୦)ଙ୍କ ଟାଙ୍ଗିଆ ଚୋଟରେ ଜଣେ ୨୦ ବର୍ଷିୟ ଯୁବକ ଜିତେନ ଧୁବଲଙ୍କ ଘଟଣାସ୍ଥଳରେ
Read More...

ଜୋର୍‌ସୋର ଆନ୍ଦୋଳନକୁ ଓହ୍ଲାଇଲେ ବଲାଙ୍ଗିର ଆୟୁର୍ବେଦିକ କଲେଜ ଡାକ୍ତରୀ ଛାତ୍ରଛାତ୍ରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଆୟୁର୍ବେଦିକ କଲେଜ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଜୋର୍‌ସୋର ଆନ୍ଦୋଳନ ଚାଲିଥିବା ଦେଖିବାକୁ ମିଳିଛି । ଦୀର୍ଘ ଆଠ ଦିନ ହେଲା ଆୟୁର୍ବେଦିକ ଛାତ୍ରଛାତ୍ରୀମାନେ କଳାବ୍ୟାଚ୍‌ ପରିଧାନ କରି ସେମାନଙ୍କର ନାର୍ଯ୍ୟ ଦାବୀ ସରକାରଙ୍କୁ ଜଣାଇ ଆସୁଥିଲେ ବି
Read More...

ମରଣଯନ୍ତା ପାଲଟିଛି ଉଦନ୍ତି ବ୍ରିଜ : ଯାତାୟତ ବନ୍ଦ କଲା ପ୍ରଶାସନ

ସିନାପାଲି, (ନିରାକାର ମେହେର) : ନୁଆପଡା ଜିଲ୍ଲା ସିନାପାଲିର ପ୍ରମୁଖ ନଦୀ ହେଉଛି ଉଦନ୍ତି ନଦୀ । ଏହି ନଦୀ ଉପରେ ଗୋଟିଏ ଠିକା ସଂସ୍ଥା ଆରକେଡି ବ୍ରିଜ ତିଆରି କାମ କଲା ହେଲେ କିଛି ମାସର ବ୍ୟବଧାନରେ ବ୍ରିଜରେ ଫାଟ ଦେଖାଦେଲା । ଏହି ଫାଟ ଦେଖା ଦେବା ପରେ ପ୍ରଶାସନ ଯାତାୟତକୁ ବନ୍ଦ କରିଦେଲା
Read More...

ବେଲପଡାରେ ଡ୍ରାଇଭର ଦିବସ ପାଳନ

ବେଲପଡ଼ା, (ଭୋଜରାଜ ଦଣ୍ଡସେନା) : ବିଭିନ୍ନ ସମୟରେ ଅନେକ ଦୂର ଦୂରାନ୍ତର ଯିବା ଆସିବା ପାଇଁ ଗାଡି ମଟର ଦରକାର ହୋଇଥାଏ । ସେଥିରେ ଡ୍ରାଇଭରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । କାରଣ ତାଙ୍କ ହାତରେ ଶହ ଶହ ଜୀବନ । ଯାତ୍ରା ସମୟରେ ଡ୍ରାଇଭରଙ୍କୁ ହିଁ ଭରସା କରିଥାନ୍ତି ଯାତ୍ରୀ ମାନେ । ଆଜି ଏହି
Read More...