Monthly Archives

August 2023

ଜେଏସ୍‌ଏମ୍‌ ବାଣିଜ୍ୟ ଓ କଳା ମହାବିଦ୍ୟାଲୟରେ ମାନସିକ ଚାପ ପରିଚାଳନା ଉପରେ ଛାତ୍ରଛାତ୍ରୀମାନଙ୍କୁ ସଚେତନତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ମାନସିକ ଚାପ ପରିଚାଳନାକୁ ଏକ ସାଧନ, ରଣନୀତି, କିମ୍ବା କୌଶଳ ଭାବରେ ବ୍ୟାଖ୍ୟା କରାଯାଇଛି ଯାହାକି ମାନସିକ କିମ୍ବା ଶାରୀରିକ ସୁସ୍ଥତା ଉପରେ ନକାରାତ୍ମକ ପ୍ରଭାବକୁ ହ୍ରାସ କରିଥାଏ । ଛାତ୍ରମାନଙ୍କ ସମେତ ସମସ୍ତଙ୍କ ପାଇଁ ମାନସିକ ଚାପ ପରିଚାଳନା
Read More...

ଉଡାନର ସ୍ୱାଗତ ସମାରୋହ – ୨୦୨୩ ଆୟୋଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଟାଉନ ବାଳିକା ବିଦ୍ୟାଳୟଠାରେ ରୋଟାରୀ ଏଲିଟ୍‌ ତରଫରୁ ନବମ ଛାତ୍ରୀଙ୍କ "ଉଡାନ ସ୍ୱାଗତ ସମାରୋହ - ୨୦୨୩" ଅଗଷ୍ଟ ୧୭ତାରିଖ ଦିନ ଆୟୋଜନ ହୋଇଥିଲା । ଏହି ସଭାରେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ମୁଖ୍ୟଅତିଥି ଭାବରେ ଯୋଗଦେଇ ଛାତ୍ରୀଙ୍କୁ ପ୍ରଶ୍ନ
Read More...

ବିକାଶ ପୁରୁଷ ପ୍ରଦୀପ ମହାରଥୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଓ ବିଦ୍ୟାଳୟ ବାର୍ଷିକ ଉତ୍ସବ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପବିତ୍ର ୭୭ତମ ସ୍ୱାଧିନତା ଦିବସ ପାଳନ ଅବସରରେ ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ କଲ୍ୟାଣପୁର ପ୍ରଦୀପ ମହାରଥୀ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ, ନୂତନ ଗୃହ ଉଦ୍‌ଘାଟନ ଓ ପ୍ରତିଷ୍ଠାତାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କାର୍ଯ୍ୟକ୍ରମ ମଙ୍ଗଳବାର ଦିନ
Read More...

ଭାରତୀୟ ଷ୍ଟେଟ ବ୍ୟାଙ୍କ ଡେଲାଙ୍ଗ ଶାଖା ପକ୍ଷରୁ ୭୭ତମ ସ୍ୱାଧୀନତା ଦିବସ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସ୍ଥାନୀୟ ଡେଲାଙ୍ଗ କୋଠବାଡ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଶାଖା ପରିଚାଳକ ଓ କର୍ମଚାରୀଙ୍କ ମିଳିତ ସହଯୋଗରେ ୭୭ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ମ୍ୟାନେଜର ତୋଫାନ ନାୟକ ଜାତୀୟ ପତାକା ଉତ୍ତୋଳନ କରି ଦେଶ ଓ ସମାଜ ସେବାରେ ଛାତ୍ର ଛାତ୍ରୀଙ୍କର
Read More...

ପାଇକମାଲ ପୁଲିସକୁ ବଡ଼ ସଫଳତା : ଦୁଇ ଅଭିଯୁକ୍ତ ଗିରଫ ସହ ଟ୍ରାକ୍ଟର, ୟାମ୍‌ହା ବାଇକ୍‌, ବଜାଜ ଡିସ୍କଭର, ଟାଟା ମେଜିକ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ପୁଲିସକୁ ମିଳିଛି ବଡ଼ ସଫଳତା । ପୁଲିସ ପେଟ୍ରୋଲିଂ କରୁଥିବା ବେଳେ ଚୋରି କରିଥିବା ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ସୂଚନା ଅନୁସାରେ ପାଇକମାଲର ଏଏସ୍‌ଆଇ ବିକେ କାନ୍ଧଧର, ଓଏସ୍‌ଆଇ ପିକେ ଖୁଆସଙ୍କ ନେତୃତ୍ୱରେ ପେଟ୍ରୋଲିଂ ବେଳେ ଏକ ନମ୍ବର
Read More...

ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କୁ ସର୍କିଟ-ହାଉସରେ ଭେଟିଲେ ଓଡ଼ିଶା ସ୍ୱାସ୍ଥ୍ୟ ଠିକା କର୍ମଚାରୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସ୍ୱାଧୀନତା ଦିବସ ଅବସରରେ ଆମନ୍ତ୍ରିତ ମାନ୍ୟବର ଜଙ୍ଗଲ ଓ ପରିବେଶ, ପଞ୍ଚାୟତରାଜ ଓ ପାନୀୟ ଜଳ ତଥା ସୂଚନା ଓ ଲୋକ ସମ୍ପର୍କ ବିଭାଗୀୟ ମନ୍ତ୍ରୀଙ୍କୁ ଜିଲ୍ଲା ସ୍ୱାସ୍ଥ୍ୟ କର୍ମୀମାନେ ଭେଟି ନିଜର ବିଭିନ୍ନ ଦାବୀ ଜଣାଇଛନ୍ତି । ପ୍ରକାଶ ଥାଉକି,
Read More...

ଓସିଏସରେ ସଫଳତା ପାଇଲେ ଅର୍ଡାର ପ୍ରେମରଂଜନ ରଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଣୀସର୍ଡା ପଞ୍ଚାୟତ ଅନ୍ତର୍ଗତ ଅର୍ଡା ଗାଁର ମୂଳ ନିବାସୀ ବୃନ୍ଦାବନ ରଣା ଓ ବବିତା ରଣାଙ୍କ ପୁଅ ପ୍ରେମରଂଜନ ରଣା ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ୨୦୨୧ ମସିହାର ଓସିଏସ୍‌ ପରୀକ୍ଷାର ରେଜଲ୍ଟ ଏବେ କିଛିଦିନ ତଳେ ପ୍ରକାଶିତ
Read More...

କୋଶଳେଶ୍ୱର ମାଲି ସମାଜ ବିକାଶ ପରିଷଦ କାର୍ଯ୍ୟାଳୟ ପାଇଁ ଭିତ୍ତିପ୍ରସ୍ଥର ସ୍ଥାପନ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଝଲପ ଗାଁରେ ଥିବା କୋଶଳେଶ୍ୱର ମାଲି ସମାଜ ବିକାଶ ପରିଷଦ ଝଲପ ଅଞ୍ଚଳ କାର୍ଯ୍ୟାଳୟ ପାଇଁ ଆଜି ଭିତ୍ତିପ୍ରସ୍ଥର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଝଲପ ପଞ୍ଚାୟତର
Read More...

ସିନ୍ଧେକେଲା ଜେଏମ୍‌ଡ଼ି ସ୍କୁଲରେ ୭୭ତମ ସ୍ଵାଧୀନତା ଦିବସ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ସିନ୍ଧେକେଲା ସ୍ଥିତ ଜୟ ମା' ଦ୍ୱାରସେହ୍ନି ଇଂଲିଶ ମିଡିୟମ ସ୍କୁଲରେ ୭୭ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ସ୍ଥାନୀୟ ଦୁର୍ଗା ମଣ୍ଡପ ନିର୍ମାଣ କମିଟି ସଭାପତି ତଥା ପୂର୍ବତନ ବଣିକ
Read More...

ବ୍ଲକସ୍ତରୀୟ କୃଷି ଉପଦେଷ୍ଟା କମିଟି ବୈଠକ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା କୃଷି ସୂଚନା ଓ ପରାମର୍ଶ କେନ୍ଦ୍ରଠାରେ ଆତ୍ମା କମିଟି ଆନୁକୂଲ୍ୟରେ ବ୍ଲକସ୍ତରୀୟ କୃଷି ଉପଦେଷ୍ଟା କମିଟିର ଦିନିକିଆ ବୈଠକ ଉଦ୍‌ଯାପିତ ହୋଇଯାଇଛି । ସଭାରେ ମୁଖ୍ୟଅତିଥି ଭାବରେ ସଇଁତଲା ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ ଯୋଗଦାନ
Read More...