Daily Archives

ନୃସିଂହନାଥ ମନ୍ଦିରରୁ ଚୋରି ଘଟଣା : କ୍ରାଇମବ୍ରାଞ୍ଚ ତଦନ୍ତ ସହ ମନ୍ଦିରର ସୁରକ୍ଷା ଦାୟିତ୍ୱ ରାଜ୍ୟ ସରକାର ଗ୍ରହଣ…

ପଦ୍ମପୁର, (ନିରେଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ମନ୍ଦିରର ମୁଖ୍ୟ ଦ୍ବାର ଭାଙ୍ଗି ମନ୍ଦିର ଭିତରକୁ ଚୋର ମାନେ ପ୍ରବେଶ କରି ମହାପ୍ରଭୁଙ୍କ ସାମନାରେ ଥିବା ହୁଣ୍ତୀ ଭାଙ୍ଗି ୨ ଲକ୍ଷରୁ ଅଧିକ ଟଙ୍କା ଚୋରି କରି ନେବା ଘଟଣା ସାରା ପଶ୍ଚିମ ଓଡିଶାରେ
Read More...

ଜୁଆ ଖେଳର ପ୍ରତ୍ୟକ୍ଷ ଓ ପରୋକ୍ଷ ବିଜ୍ଞାପନକୁ ଅନୁମତି ନଦେବାକୁ ଗଣମାଧ୍ୟମ ସଂସ୍ଥାକୁ ପରାମର୍ଶ ଦେଲା ସୂଚନା ଓ ପ୍ରସାରଣ…

• ଜୁଆ/ ବେଟିଂ ବିଜ୍ଞାପନରେ କଳା ଧନ ବିନିଯୋଗ ହୋଇଥାଇପାରେ• ପ୍ରମୁଖ କ୍ରୀଡ଼ା ସମାରୋହରେ ଏଭଳି ବିଜ୍ଞାପନ ଅଧିକ ସଂଖ୍ୟାରେ ଦେଖିବାକୁ ମିଳିଛି• ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାଧ୍ୟ ହୋଇପାରନ୍ତି ନୂଆଦିଲ୍ଲୀ, (ପିଆଇବି) : ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଆଜି ଗଣମାଧ୍ୟମ
Read More...

ବିଦ୍ୟୁତ୍‌ ଆଘାତରୁ ଅଳ୍ପକେ ବର୍ତିଲେ ବାପା ମାଆ ଛେଉଣ୍ଡ ନାବାଳକ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ୱାର୍ଡ ନଂ. ୧୪ ଆଶ୍ରମପଡ଼ାର ଜଣେ ୧୦ ବର୍ଷର ବଙ୍କଳ ଫରେଷ୍ଟ ରେଂଜ ଅଫିସ ନିକଟରେ ଥିବା ଏକ ଲୁହା ଇଲେକ୍ଟ୍ରିକ ଖୁଂଟରେ ଶୁକ୍ରବାର ମଧ୍ୟାହ୍ନ ପ୍ରାୟ ୨ଟା ବେଳେ ଖୁଂଟରେ ଲାଗି ମୃତ୍ୟୁ ସହ ସଂଗ୍ରାମ କରୁଥିଲେ । ଏହି ଘଟଣା ବେଳେ
Read More...

ସିଲେଟକାନୀରେ ଗ୍ରାମ୍ୟ ଗଣ୍ଡଗୋଳ, ରାସ୍ତା ଉପରେ କାନ୍ଥଦେଇ ଗୋଟିଏ ପରିବାରକୁ ବାସନ୍ଦ : ବିବାଦ ବଢାଉଛି ପୋଲିସର ଭୂମିକା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ ବଡବନ୍ଧ ପଞ୍ଚାୟତର ସିଲେଟକାନୀ ଗାଁରେ ଗ୍ରାମ୍ୟ ଗଣ୍ଡଗୋଳକୁ ନେଇ ରାସ୍ତା ଉପରେ ଇଟାବାଡ ଦେଇ ଗୋଟିଏ ପରିବାରକୁ ବାସନ୍ଦ କରାଯାଇଥିବା ଭଳି ଅଭିଯୋଗ ଆସିଛି । ଜିତେନ୍ଦ୍ର ଦାସ ନାମକ ଜଣେ ବ୍ୟକ୍ତିଙ୍କ ପରିବାରକୁ
Read More...

ଖୁଜେନପାଲିରେ ସରକାରୀ ଜମି କେଳେଙ୍କାରୀ ମାମଲା : ଧରାପଡିଲେ ୨୫ ଜମି ବ୍ୟବସାୟୀ, ସରକାରୀ ଖାତାକୁ ଫେରିବ ୬୫ ଏକର ଜମି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଚଞ୍ଚକତା କରି ସରକାରୀ ଜମିହଡପ କରି ପରେ ତାକୁ ପ୍ଲଟିଂ କରି ବ୍ରିକ୍ରି କରୁଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ପ୍ରଶାସନ ତତ୍ପରତା ପ୍ରକାଶ କରିଛି । ବଲାଙ୍ଗିର ତହସିଲର ବଲାଙ୍ଗିର ସହରକୁ ଲାଗି ରହିଥିବା ଖୁଜେନପାଲି ମୌଜାର
Read More...

ବଲାଙ୍ଗିର ହିନ୍ଦୁ ସମାଜ ଜାଗରଣ ମଞ୍ଚ ପକ୍ଷରୁ ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ହିନ୍ଦୁ ସମାଜ ଜାଗରଣ ମଞ୍ଚର ଆବାହକ ଗୋପାଲଜୀ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ସ୍ଥାନୀୟ ପିପି ଏକାଡେମୀର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବିଗତ ଦିନରେ ପାଟଣାଗଡ ବ୍ରହ୍ମପୁରା ପର୍ଶୁରାମ ଛକରୁ ଭଗବାନ ପର୍ଶୁରାମଙ୍କ ଫଟୋଚିତ୍ରକୁ
Read More...

ଭିଜିଲାନ୍ସ ଜାଲରେ ସଇଁତଲା ଶିକ୍ଷା ବିଭାଗର ଆକାଉଣ୍ଟାଣ୍ଟ : ୧୮ ହଜାର ଟଙ୍କା ଲାଞ୍ଚ ନେଉଥିଲେ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଳା ବ୍ଲକ ଶିକ୍ଷା ବିଭାଗରେ କାର୍ଯ୍ୟରତ ଆକାଉଣ୍ଟାଣ୍ଟ ଅଜୟ ଖୁଣ୍ଟିଆ ଭିଜିଲାନ୍ସ ଜାଲରେ ପଡିଛନ୍ତି । ଜଣେ ଶିକ୍ଷକଙ୍କଠାରୁ ୧୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବଲାଙ୍ଗିର ଭିଜିଲାନ୍ସ ଟିମ୍‌ ତାଙ୍କୁ କାବୁ କରିଛି । ପ୍ରକାଶଯୋଗ୍ୟ
Read More...

ଭୁବନେଶ୍ୱର ମହାନଗର ନିଗମ ହେବ ଅଧିକ ଦକ୍ଷ ଓ କ୍ରିୟାଶୀଳ

ନିଗମ ପାଇଁ ୪୧୬ଟି ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନପୂର୍ବରୁ ଥିଲା ୨୧୦ଟି ପଦବୀ, ବର୍ତ୍ତମାନ ସମୁଦାୟ ପଦବୀ ସଂଖ୍ୟା ୬୨୬କୁ ବୃଦ୍ଧିନୂତନ ଭାବେ ୩ଟି ଅତିରିକ୍ତ କମିଶନର ଓ ୬ଟି ଜୋନାଲ କମିଶନର ପଦବୀ ସୃଷ୍ଟିଡ୍ରେନେଜ ବିଭାଗରେ ୨୦ଟି ନୂଆ ପଦବୀ ସୃଷ୍ଟିପ୍ରତି ୱାର୍ଡ ପାଇଁ ସ୍ବତନ୍ତ୍ର
Read More...

ଟିଟିଲାଗଡ ଲାୟନ୍ସ କ୍ଲବ ତରଫରୁ ସ୍ଥାନୀୟ ଓମ୍‌ ଭ୍ୟାଲି ସ୍କୁଲରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ଲାୟନ୍ସ କ୍ଲବ ତରଫରୁ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଦିନ କ୍ଲବ ସଭାପତି ସନ୍ତୋଷ ମହାନ୍ତିଙ୍କ ସଭାପତିତ୍ୱରେ ଟିଟିଲାଗଡ ନିକଟସ୍ଥ ଚାଂହାରଭଟାଠାରେ ଥିବା ଓମ୍‌
Read More...

ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ପତ୍ନୀ ବିୟୋଗ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଘୁନସର ଗାଁର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପଦ୍ମପତି ଗହୀରଙ୍କ ଧର୍ମପତ୍ନୀ ସ୍ୱର୍ଗତା ତେଜସ୍ୱିନୀ ଗହୀରଙ୍କ ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଗତ ୨୩ ତାରିଖ ସନ୍ଧ୍ୟା ୬ ଘଣ୍ଟା ସମୟରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ
Read More...