Daily Archives

ସବୁଜ ପରିବେଶ କରିବା ଲକ୍ଷ୍ୟରେ ଝଲପ ପଞ୍ଚାୟତ ପକ୍ଷରୁ ହରଘର ବୃକ୍ଷ ରୋପଣ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଝଲପ ପଞ୍ଚାୟତ ଆନୁକୂଲ୍ୟରେ ହରଘର ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ପଞ୍ଚାୟତର ସମସ୍ତ ଗାଁର ସମସ୍ତ ଘରକୁ ଘର ଯାଇ ପ୍ରତ୍ୟେକ ପରିବାରକୁ ଦୁଇଟି ଗଛ ପ୍ରଦାନ କରି ତାଙ୍କ ଘରବାଡିରେ ଗଛ ଲଗାଯିବ ଏବଂ
Read More...

ଗାନ୍ଧୀଜୀଙ୍କ ସହଯୋଗୀଙ୍କ ସମେତ ୧୧ଜଣ ସ୍ଵାଧୀନତା ସଂଗ୍ରାମୀମାନଙ୍କର ଗୋଷ୍ଠୀ-ସମୂହ ପ୍ରତିମୂର୍ତ୍ତି ଉନ୍ମୋଚନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ମହାତ୍ମାଗାନ୍ଧୀଙ୍କ ଅହିଂସା ଆନ୍ଦୋଳନରେ ଯୋଗଦେଇଥିବା ତାଙ୍କର ମୁଖ୍ୟ ସହଯୋଗୀ ୧୧ଜଣ ସ୍ଵାଧୀନତା ସଂଗ୍ରାମୀମାନଙ୍କର ଗୋଷ୍ଠୀ-ସମୂହ ପ୍ରତିମୂର୍ତ୍ତି ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କ କର କମଳରେ ଉନ୍ମୋଚିତ ହୋଇଯାଇଛି । ମହାତ୍ମାଗାନ୍ଧୀ ଅହିଂସାର
Read More...

ସନ-ରାଇଜ ସ୍ପୋର୍ଟ୍ସ କ୍ଳବ ପକ୍ଷରୁ ୭୭ତମ ସ୍ୱାଧୀନତା ଦିବସ ପାଳନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ମେଇନ ଷ୍ଟାଡିୟମ ସ୍ଥିତ ଭଲିବଲ ପଡିଆ ପରିସରରେ ସନ-ରାଇଜ ସ୍ପୋର୍ଟ୍ସ କ୍ଳବ ଆନୁକୂଲ୍ୟରେ ବିପୁଳ ଉତ୍ସାହ ଉଦ୍ଦୀପନା, ହର୍ଷ-ଉଲ୍ଲାସ ମଧ୍ୟରେ ୭୭ତମ ସ୍ଵାଧୀନତା ଦିବସ ସମାରୋହରେ ପାଳିତ ହୋଇଯାଇଛି । କ୍ଳବର ଉପଦେଷ୍ଟା ପୂର୍ଣ୍ଣଚନ୍ଦ୍ର
Read More...

ଜମିଦାର ଧରମସିଂହ ମାଝିମାନ୍ଧାତାଙ୍କ ଜନ୍ମସ୍ଥଳୀର ପୁନଃରୁଦ୍ଧାର ପ୍ରକ୍ରିୟା ଆରମ୍ଭ : ସ୍ମୃତି କମିଟି ସହ ଜିଲ୍ଲା…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୀର୍ଘବର୍ଷର ଉଦ୍ୟମ ପରେ ଜିଲ୍ଲା ପ୍ରଶାସନ ସ୍ୱାଧୀନତା ସଂଗ୍ରାମୀ ତଥା ଆଟଗାଁ ଜମିଦାର ଧରମସିଂହ ମାଝିମାନ୍ଧାତାଙ୍କ ଜନ୍ମସ୍ଥଳୀର ପୁନଃରୁଦ୍ଧାର କରିବାକୁ ଯାଉଛି । ଏନେଇ ପ୍ରଶାସନର ନିର୍ଦ୍ଦେଶକ୍ରମେ ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମି ରଞ୍ଜନ ମିଶ୍ର ଓ
Read More...

ଜେଏସ୍‌ଏମ୍‌ ବାଣିଜ୍ୟ ଓ କଳା ମହାବିଦ୍ୟାଲୟରେ ମାନସିକ ଚାପ ପରିଚାଳନା ଉପରେ ଛାତ୍ରଛାତ୍ରୀମାନଙ୍କୁ ସଚେତନତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ମାନସିକ ଚାପ ପରିଚାଳନାକୁ ଏକ ସାଧନ, ରଣନୀତି, କିମ୍ବା କୌଶଳ ଭାବରେ ବ୍ୟାଖ୍ୟା କରାଯାଇଛି ଯାହାକି ମାନସିକ କିମ୍ବା ଶାରୀରିକ ସୁସ୍ଥତା ଉପରେ ନକାରାତ୍ମକ ପ୍ରଭାବକୁ ହ୍ରାସ କରିଥାଏ । ଛାତ୍ରମାନଙ୍କ ସମେତ ସମସ୍ତଙ୍କ ପାଇଁ ମାନସିକ ଚାପ ପରିଚାଳନା
Read More...

ଉଡାନର ସ୍ୱାଗତ ସମାରୋହ – ୨୦୨୩ ଆୟୋଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଟାଉନ ବାଳିକା ବିଦ୍ୟାଳୟଠାରେ ରୋଟାରୀ ଏଲିଟ୍‌ ତରଫରୁ ନବମ ଛାତ୍ରୀଙ୍କ "ଉଡାନ ସ୍ୱାଗତ ସମାରୋହ - ୨୦୨୩" ଅଗଷ୍ଟ ୧୭ତାରିଖ ଦିନ ଆୟୋଜନ ହୋଇଥିଲା । ଏହି ସଭାରେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ମୁଖ୍ୟଅତିଥି ଭାବରେ ଯୋଗଦେଇ ଛାତ୍ରୀଙ୍କୁ ପ୍ରଶ୍ନ
Read More...

ବିକାଶ ପୁରୁଷ ପ୍ରଦୀପ ମହାରଥୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଓ ବିଦ୍ୟାଳୟ ବାର୍ଷିକ ଉତ୍ସବ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପବିତ୍ର ୭୭ତମ ସ୍ୱାଧିନତା ଦିବସ ପାଳନ ଅବସରରେ ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ କଲ୍ୟାଣପୁର ପ୍ରଦୀପ ମହାରଥୀ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ, ନୂତନ ଗୃହ ଉଦ୍‌ଘାଟନ ଓ ପ୍ରତିଷ୍ଠାତାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କାର୍ଯ୍ୟକ୍ରମ ମଙ୍ଗଳବାର ଦିନ
Read More...

ଭାରତୀୟ ଷ୍ଟେଟ ବ୍ୟାଙ୍କ ଡେଲାଙ୍ଗ ଶାଖା ପକ୍ଷରୁ ୭୭ତମ ସ୍ୱାଧୀନତା ଦିବସ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସ୍ଥାନୀୟ ଡେଲାଙ୍ଗ କୋଠବାଡ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଶାଖା ପରିଚାଳକ ଓ କର୍ମଚାରୀଙ୍କ ମିଳିତ ସହଯୋଗରେ ୭୭ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ମ୍ୟାନେଜର ତୋଫାନ ନାୟକ ଜାତୀୟ ପତାକା ଉତ୍ତୋଳନ କରି ଦେଶ ଓ ସମାଜ ସେବାରେ ଛାତ୍ର ଛାତ୍ରୀଙ୍କର
Read More...

ପାଇକମାଲ ପୁଲିସକୁ ବଡ଼ ସଫଳତା : ଦୁଇ ଅଭିଯୁକ୍ତ ଗିରଫ ସହ ଟ୍ରାକ୍ଟର, ୟାମ୍‌ହା ବାଇକ୍‌, ବଜାଜ ଡିସ୍କଭର, ଟାଟା ମେଜିକ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ପୁଲିସକୁ ମିଳିଛି ବଡ଼ ସଫଳତା । ପୁଲିସ ପେଟ୍ରୋଲିଂ କରୁଥିବା ବେଳେ ଚୋରି କରିଥିବା ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ସୂଚନା ଅନୁସାରେ ପାଇକମାଲର ଏଏସ୍‌ଆଇ ବିକେ କାନ୍ଧଧର, ଓଏସ୍‌ଆଇ ପିକେ ଖୁଆସଙ୍କ ନେତୃତ୍ୱରେ ପେଟ୍ରୋଲିଂ ବେଳେ ଏକ ନମ୍ବର
Read More...