Daily Archives

ରାସନ କାର୍ଡରେ ଗହମ ଦେବାକୁ ଦାବୀ

ଡୁଡୁକା : ଆଗରୁ ବିପିଏଲ୍‌ କାର୍ଡଧାରୀଙ୍କୁ ରିହାତୀ ମୁଲ୍ୟରେ ଚିନି, ଗହମ କିରୋସିନି ମିଳୁଥିଲା । ସେଥିମଧ୍ୟରୁ ପୂର୍ବରୁ ଚିନି ଓ ଏବେ ଗହମ ବାଦ୍‌ ପଡିଛି । ଫଳରେ ଏବେ ଖାଦ୍ୟ ସୁରକ୍ଷା ଯୋଜନା କେବଳ ଚାଉଳରେ ସୀମିତ ରହିଛି । ଗହମ ବନ୍ଦ ହେବାରୁ ଆଗଲପୁର ବ୍ଲକ ଅଞ୍ଚଳର ହିତାଧିକାରୀମାନେ ଅଧିକ
Read More...

ତାମ୍ପରା କୂଳରେ ବିଜେଡିର ପ୍ରସ୍ତୁତି ଆସର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଶାସକ ବିଜେଡି ଦଳ ଏବେ ତରବରିଆ ଭାବେ ଦଳୀୟ ସଂଗଠନକୁ ସଜାଡ଼ିବାରେ ବ୍ୟସ୍ତ ବିବ୍ରତ ହୋଇପଡିଛି । ଶାସକ ବିଜେଡ଼ିର ମୂଳ ହୃତପିଣ୍ଡ ସ୍ୱରୂପ ଗଞ୍ଜାମ ଜିଲ୍ଲାର ଛତ୍ରପୁର ବୋଲି କୁହାଯାଏ । ଛତ୍ରପୁର ମହକୁମାଠାରୁ ମାତ୍ର ଅଢ଼େଇ କିମି ଦୂରରେ ପଡ଼େ ମଧୁର
Read More...

ଓଡ଼ିଆ ଭାଷାକୁ ସାର୍ବଜନୀନ କ୍ଷେତ୍ରରେ ପ୍ରୟୋଗ ଦିଗରେ ସରକାରଙ୍କ ଉଦାସୀନତା ବିରୋଧରେ ଆତ୍ମାହୁତି ନିଷ୍ପତ୍ତି ସ୍ଥଗିତ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ରାଜ୍ୟରେ ସରକାରୀ କାର୍ଯ୍ୟାଳୟ, କୋର୍ଟ, କଚେରୀ ତଥା ଅନ୍ୟାନ୍ୟ ଅନୁଷ୍ଠାନଗୁଡ଼ିକରେ ଓଡ଼ିଆ ଭାଷାର ସାର୍ବଜନୀନ ବ୍ୟବହାର କରିବା ପାଇଁ ବାରମ୍ବାର ଆଇନ ବ୍ୟବସ୍ଥା ଥିଲେ ମଧ୍ୟ ଏ ଦିଗରେ ରାଜ୍ୟ ସରକାର କୌଣସି ଦୃଢ଼ ପଦକ୍ଷେପ ଗ୍ରହଣ ନ କରିବା ଯୋଗୁଁ ଓଡ଼ିଶା
Read More...

ଆନ୍ତର୍ଜାତୀୟ ବାମପନ୍ଥୀ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ୧୯୯୨ରୁ ୧୩ ଅଗଷ୍ଟରେ "ଆନ୍ତର୍ଜାତୀୟ ବାମପନ୍ଥୀ ଦିବସ" ପାଳନ କରାଯାଏ । ମୁଖ୍ୟତଃ ଡାହାଣ ହାତୀ ଦୁନିଆରେ ବାମହାତୀ ହେବାର ସୁବିଧା ଏବଂ ଅସୁବିଧା ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଏହା ସୃଷ୍ଟି କରାଯାଇଥିଲା । ଏହା ବାମହାତୀ ଲୋକମାନଙ୍କର
Read More...

ପି ଆର୍‌ ହାଇସ୍କୁଲର ୭୬ ବ୍ୟାଚ ପକ୍ଷରୁ ଶୋକସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଅମଲା ସଂଘ ଭବନରେ ସ୍ୱର୍ଗତ ଅଶୋକ କୁମାର ଗୁରୁଙ୍କ ସ୍ମୃତି ଉଦ୍ଦେଶ୍ୟରେ ପୃଥ୍ୱୀରାଜ ହାଇସ୍କୁଲର ୭୬ ମେଟ୍ରିକ ବ୍ୟାଚର ସହପାଠୀଙ୍କ ଦ୍ୱାରା ଆୟୋଜିତ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ସଭାଟିକୁ ପ୍ରଫେସର ତରୁଣ କୁମାର ମିଶ୍ର ସଭାପତିତ୍ୱ କରି
Read More...

ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ସହ ସରପଞ୍ଚ ସଂଘର ଆଲୋଚନା

ସରକାରୀ ଯୋଜନାରେ ସରପଞ୍ଚଙ୍କୁ ଗୁରୁତ୍ୱ ନ ଦେବା ନିନ୍ଦନୀୟ : ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ସରପଞ୍ଚଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ କାରଣ ପ୍ରତ୍ୟେକ ସରକାରୀ ଯୋଜନାର ସଫଳ ରୂପାୟନ ପାଇଁ ତୃଣମୂଳ ସ୍ତରର ଲୋକଙ୍କ ସହ ସରପଞ୍ଚମାନେ
Read More...

ବଲାଙ୍ଗିର ବ୍ଲକସ୍ତରୀୟ ସାମ୍ବଧାନିକ ସମ୍ମିଳନୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବ୍ଲକସ୍ତରୀୟ ସାମ୍ବିଧାନିକ ସମ୍ମିଳନୀ ବଂଶୀଧର ଉଚ୍ଚ ବିଦ୍ୟାଳୟ ଖଲିଆପାଲିଠାରେ ରାଜ୍ୟ ଓଷ୍ଟାର ପୂର୍ବତନ ସଭାପତି ବିନୋଦ ବିହାରି ପାଣିଗ୍ରାହୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ସୁଧାଂଶୁ ବାବୁ ପୂର୍ବତନ ରାଜ୍ୟ କାର୍ଯ୍ୟକାରୀ
Read More...

ପ୍ରଗତି ଉତ୍କଳ ସଂଘରେ ଐତିହାସିକ ପୁସ୍ତକ ‘ମାପିଙ୍ଗ ଦି ପାଷ୍ଟ’ ଉନ୍ମୋଚିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଜାତୀୟ ଅଭିଲେଖାଗାରର ପୂର୍ବତନ ଉପନିର୍ଦ୍ଦେଶକ ତଥା ଓଡ଼ିଶା ହାଇକୋର୍ଟର ନ୍ୟାୟିକ ଅଭିଲେଖାଗାରର ନିର୍ଦ୍ଦେଶକ ଡଃ. ଲଲାଟେନ୍ଦୁ ଦାସମହାପାତ୍ରଙ୍କ ଲିଖିତ ପୁସ୍ତକ ମାପିଙ୍ଗ ଦି ପାଷ୍ଟ ପ୍ରଗତି ଉତ୍କଳ ସଂଘ ଆନୁକୂଲ୍ୟରେ ଲୋକାର୍ପିତ ହୋଇଯାଇଛି । ସଂଘର
Read More...

ସିଆଇଟିୟୁ, କୃଷକ ସଭା ଓ କ୍ଷେତ ମଜଦୂର ୟୁନିୟନ ପକ୍ଷରୁ ୩ ଦିନିଆ ୭୭ତମ ସ୍ୱାଧୀନତା ଦିବସ ପାଳନ ଉତ୍ସବ ଉଦ୍‌ଘାଟନ

ଆମକୋ ସିମକୋ ଶହୀଦ ମାଟିରୁ ମଶାଲ ଶୋଭାଯାତ୍ରା ରାଉରକେଲା, (ସସ୍ମିତା ପ୍ରଧାନ) : ସିଆଇଟିୟୁ, ଅଲ୍ ଇଣ୍ଡିଆ କିଷାନ ସଭା ଏବଂ ଅଲ୍ ଇଣ୍ଡିଆ କ୍ଷେତ ମଜଦୂର ୟୁନିୟନ ଡାକରାରେ ଭାରତର ସମ୍ବିଧାନ, ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ଧର୍ମ ନିରପେକ୍ଷତାର ସୁରକ୍ଷା ପାଇଁ ଆହ୍ୱାନ ଦିଆଯାଇଥିବା ବେଳେ
Read More...

ଛତ୍ରପୁରସ୍ଥ ଜିଲ୍ଲା କାର୍ଯ୍ୟାଳୟରେ ଓକେସିଏଲ୍‌ର ଅଧିକୃତ କେନ୍ଦ୍ର ସଞ୍ଚାଳକଙ୍କ ବୈଠକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଥିବା ଓକେସିଏଲ୍‌ର ଅଧିକୃତ କେନ୍ଦ୍ରମାନଙ୍କ ସଞ୍ଚାଳକଙ୍କ ଏକ ବୈଠକ ଜିଲ୍ଲା ମହକୁମାସ୍ଥ ଛତ୍ରପୁରର ଜିଲ୍ଲା ମୁଖ୍ୟକେନ୍ଦ୍ର ଓକେସିଏଲ୍‌ କାର୍ଯ୍ୟାଳୟ ପରିସରରେ ରବିବାର ଆୟୋଜିତ ହୋଇଯାଇଛି । ଓକେସିଏଲ୍‌ର ଗଞ୍ଜାମ
Read More...