Daily Archives

ସୋହେଲା ସତ୍ୟାଗହ ସ୍ମାରକୀ ପୀଠରେ ଅଗଷ୍ଟ କ୍ରାନ୍ତି ଦିବସ ପାଳିତ

ସୋହେଲା, (କେପିଏନ୍‌ଏସ୍‌) : ସୋହେଲା ସତ୍ୟାଗହ ସ୍ମାରକୀ ପୀଠରେ ପ୍ରକାଶ ଚନ୍ଦ୍ର ଦେବତାଙ୍କ ଅଧ୍ୟକ୍ଷତାରେ ଅଗଷ୍ଟ କ୍ରାନ୍ତି ଦିବସ ପାଳିତ ହୋଇଯାିଛି । ଗାନ୍ଧୀଙ୍କ ସମେତ ଏଗାର ମୂର୍ତ୍ତିରେ ମାଲ୍ୟାର୍ପଣ ପରେ ଡା. ଶିଶିର ସାହୁ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ସାମୂହିକ ଜାତୀୟ ସଂଗୀତ
Read More...

ଜଡ଼ିବୁଟି ଦିବସରେ ଔଷଧୀୟ ଚାରା ରୋପଣ କଲେ ପତାଞ୍ଜଳି ଯୋଗ ପରିବାର

ରାଉରକେଲା, (ସସ୍ମିତା ପ୍ରଧାନ) : ଆୟୁର୍ବେଦ ଶିରୋମଣି ଆଚାର୍ଯ୍ୟ ବାଳକ୍ରୀଷ୍ଣଜୀଙ୍କ ଜନ୍ମ ଦିବସକୁ ଜଡ଼ିବୁଟି ଦିବସ ରୂପେ ପ୍ରତି ବର୍ଷ ପତାଞ୍ଜଳି ଯୋଗ ପରିବାର ତରଫରୁ ସମଗ୍ର ଦେଶରେ ପାଳନ କରାଯାଉଛି । ସୁନ୍ଦରଗଡ ଜିଲ୍ଲା ପତାଞ୍ଜଳି ଯୋଗ ପରିବାର ତରଫରୁ ଜଡ଼ିବୁଟି ଦିବସ ପାଳନ କରିବା ସହିତ
Read More...

ଓଡ଼ିଆ ଭାଷା ଆନ୍ଦୋଳନ ଉପରେ ଆଲୋଚନା ସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ଫକୀରମୋହନ ସାହିତ୍ୟ ଗବେଷଣା ପ୍ରତିଷ୍ଠାନ ଓ ଅଗ୍ରଣୀ ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ ସୁବର୍ଣ୍ଣରେଖା ଆନୁକୂଲ୍ୟରେ ଓଡ଼ିଆ ଭାଷା ଆନ୍ଦୋଳନ ଉପରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ମନୋରଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି
Read More...

ଗାଈ ହାଡ ନେଇ ଯାଉଥିବା ପିକଅପ୍ ଗାଡ଼ି ଦର୍ଜିଂ ଟୋଲ ଗେଟରେ ଅଟକ : ଲହୁଣୀପଡ଼ା ପୋଲିସକୁ ହସ୍ତାନ୍ତର କଲେ ବଜରଙ୍ଗ ଦଳ…

ବଣେଇ, (ନାରାୟଣ ଚନ୍ଦ୍ର ବେହେରା) : ବଣେଇ ଉପଖଣ୍ଡର ଲହୁଣୀପଡ଼ା ଥାନା ଅନ୍ତର୍ଗତ ଦର୍ଜିଂ ଟୋଲ ଗେଟରେ ଗାଈ ହାଡ ନେଇ ଯାଉଥିବା ପିକଅପ ଗାଡ଼ି ଜବତ ସହ ତିନ ଅଟକ । ସୂଚନା ଅନୁଯାୟୀ ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ ଖତରୁବାହାଲରୁ ଏକ ଡବ୍ଲୁବି ୩୫ ୪୬୩୭ ନମ୍ୱର୍ ପିକଅପ ଗାଡ଼ିରେ ଗାଈ ହାଡ
Read More...

ବୃଦ୍ଧାଶ୍ରମ ଅନ୍ତେବାସୀଙ୍କ ସହିତ ନୂଆଁଖାଇ ଭେଟ୍‌ଘାଟ୍‌ ପାଳନ କରିବ ବଦାନ୍ୟ ବନ୍ଧୁ

ବରଗଡ଼, (ନିରୋଜ କୁମାର ପାଣୀ) : ଗଣପର୍ବ ନୂଆଁଖାଇ ଆସନ୍ତା ମାସ ୨୦ତାରିଖରେ ପଡୁଥିବା ବେଳେ ଏହା ପରେ ପରେ ହେଉଥିବା ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ପାଇଁ ବିଭିନ୍ନ ସଂଗଠନ ମାନସିକ ସ୍ତରରେ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ବଦାନ୍ୟ ବନ୍ଧୁ ସେବା ଟ୍ରଷ୍ଟ
Read More...

ରାଉରକେଲା କଲେଜର ୫୮ତମ ‘ପ୍ରତିଷ୍ଠା ଦିବସ’ ଆୟୋଜିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର -୪ ସ୍ଥିତ ରାଉରକେଲା କଲେଜର ଅଧ୍ୟକ୍ଷା ପ୍ରଫେସର ସୁଜାତା ପ୍ରଧାନଙ୍କ ଅଧ୍ୟକ୍ଷତାରେ ୫୮ତମ 'ପ୍ରତିଷ୍ଠା ଦିବସ' ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଉରକେଲା ଇସ୍ପାତ କାରଖାନାର ସହର ପ୍ରଶାସକ ପ୍ରତାପ କୁମାର ସ୍ୱାଇଁ
Read More...

ପଡୋଶୀଙ୍କ ଲୁହା ରଡ଼ ଆକ୍ରମଣରେ ମହିଳା ଗୁରୁତର, ବଲାଙ୍ଗିର ମେଡିକାଲରେ ଭର୍ତ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଟାଉନ ଥାନା ଅନ୍ତର୍ଗତ ଡେମ ପଡ଼ାର ଉତ୍କଳ ନଗରରେ ଜଣେ ମହିଳାଙ୍କୁ ତାଙ୍କ ପଡୋଶୀ ଲୁହା ରଡ଼ରେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ମହିଳା ଜଣକ ବଲାଙ୍ଗିର ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ମହିଳା ଜଣକ ଡେମପଡ଼ା ସ୍ଥିତ ଉତ୍କଳ
Read More...

ଟିଟିଲାଗଡ ରେଳ ଓଭରବ୍ରିଜ ମରାମତି କାର୍ଯ୍ୟ ଅତି ନିରାଶ ଜନକ – ବିକାଶ କାର୍ଯ୍ୟର ହେଉନି ତଦାରଖ, ସାଧାରଣରେ…

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଅନୁଦାନ ଯୋଗୁଁ ଟିଟିଲାଗଡ଼ର ବହୁ ପ୍ରତିକ୍ଷୀତ ରେଳ ଓଭରବ୍ରିଜ କାର୍ଯ୍ୟ ସମ୍ପୂର୍ଣ୍ଣ ହେଲା । ଏହି ବ୍ରିଜ ଦେଇ ଦୈନନ୍ଦିନ ଶହ ଶହ ବଡ଼ ଗାଡି ସାଙ୍ଗକୁ ବହୁତ ଦୁଇ ଚକିଆ ଏବଂ ଚାରି ଚକିଆ ଯିବା ଆସିବା କରିଥାନ୍ତି ।
Read More...

“ଜାତୀୟ ହସ୍ତତନ୍ତ ଦିବସ” ବା “ନ୍ୟାସନାଲ ହେଣ୍ଡଲୁମ ଡେ” ପାଳିତ

ଡେଡେଲାଙ୍ଗ, (ଦୀଲ୍ଲିପ କୁମାର ଧାଉଡ଼ିଆ) : ୭ ଅଗଷ୍ଟରେ ପ୍ରତିବର୍ଷ ଜାତୀୟ ହସ୍ତତନ୍ତ ଦିବସ" ବା "ନ୍ୟାସନାଲ ହେଣ୍ଡଲୁମ ଡେ" ପାଳନ କରାଯାଏ । ଏହି ଦିନ ଦେଶ, ହସ୍ତତନ୍ତ ବୁଣା ଭଳି ସମୃଦ୍ଧ ପରମ୍ପରାକୁ ସମ୍ମାନ କରେ ଏବଂ ଦେଶର ସାଂସ୍କୃତିକ ଐତିହ୍ୟରେ ବୁଣାକାରଙ୍କ ଅବଦାନକୁ ସ୍ୱୀକୃତି
Read More...