ଲେଡିଲାୟନ ତରଫରୁ କିଶୋର କୁମାର ଜୟନ୍ତୀ ପାଳିତ
ରାଉରକେଲା, (ସସ୍ମିତା ପ୍ରଧାନ) : ଅଗ୍ରଣୀ ମହିଳା ସଂଗଠନ ଲେଡି ଲାୟନ ତରଫରୁ ରାଉରକେଲା କ୍ଲବଠାରେ କିମ୍ବଦନ୍ତୀ ଗାୟକ କିଶୋର କୁମାରଙ୍କ ୯୪ତମ ଜୟନ୍ତୀ ପାଳନ ସହିତ ସେ କଣ୍ଠଦାନ କରିଥିବା ଗୀତ ଗୁଡିକ ଗାୟନ କରାଯାଇଥିଲା । ଅନୁଷ୍ଠାନର ଅଧ୍ୟକ୍ଷା ବନ୍ଦିତା ମହନ୍ତଙ୍କ ସଭାପତିତ୍ୱ ଓ ସାଧାରଣ!-->…
Read More...
Read More...