ଝାରବନ୍ଧ ଡିଗ୍ରୀ କଲେଜରେ ବନ ମହୋତ୍ସବ
ପଦ୍ମପୁର, (ନିରୋଜ କୁମାର ପାଣୀ) : ଝାରବନ୍ଧ ପଞ୍ଚାୟତ ସମିତି ଡିଗ୍ରୀ ମହା ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ମହା ବିଦ୍ୟାଳୟ ଏନ୍ଏସ୍ଏସ୍ ୟୁନିଟ ତଥା ଯୁବ ରେଡକ୍ରସର ମିଳିତ ଆନୁକୂଲ୍ୟରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଶ୍ୟାମସୁନ୍ଦର ବେହେରା ସଭାପତିତ୍ଵ!-->…
Read More...
Read More...