Monthly Archives

July 2023

ନିଖିଳ ଓଡିଶା ଆଶା କର୍ମୀ ସଂଘ ବଲାଙ୍ଗିର ଜିଲ୍ଲାସ୍ତରୀୟ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଯାଦବ ଭବନଠାରେ ଏଆଇଟିୟୁସି ସହ ସହବନ୍ଧିତ ନିଖିଳ ଓଡିଶା ଆଶା କର୍ମୀ ସଂଘ ବଲାଙ୍ଗିର ଜିଲ୍ଲା ସଭାପତି ତିର୍ଥ ପଧାନଙ୍କ ସଭାପତିତ୍ୱରେ ସମସ୍ତ ୧୪ ଗୋଟି ବ୍ଲକ ଓ ୫ ଗୋଟି ସହରାଞ୍ଚଳ କମିଟିର କର୍ମକର୍ତ୍ତାଙ୍କୁ ନେଇ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଏହି
Read More...

ବଲାଙ୍ଗିରରେ ଜନସଂଖ୍ୟା ଫାଉଣ୍ଡେସନର କାର୍ଯ୍ୟକାରିଣୀ ବୈଠକ

ୟୁସିସିକୁ ସମର୍ଥନ ଓ ୨ଟି ସନ୍ତାନ ନିୟମ ପାଇଁ ଦାବୀ ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ସାମ୍ବାଦିକ ଭବନଠାରେ ଜନସଂଖ୍ୟା ସମାଧାନ ଫାଉଣ୍ଡେସନର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଫାଉଣ୍ଡେସନର ବଲାଙ୍ଗିର ଜିଲ୍ଲାସଭାପତି ଶ୍ରୀମତି ପ୍ରେମ ମଞ୍ଜରୀ
Read More...

ପରୀକ୍ଷା ଦେବା ପାଇଁ ଆସି ରକ୍ତଦାନ କଲେ ଯୁବ କୁଲୁତା ସମାଜର ସଦସ୍ୟ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ଜିଲ୍ଲାର ବିଭିନ୍ନ କେନ୍ଦ୍ରରେ ପିଇଓ ପରୀକ୍ଷା ଚାଲିଥିଲା । ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜର ସକ୍ରିୟ ସଦସ୍ୟ ବେଲପଡା ବ୍ଲକ ଝାଙ୍କିରିପାଲି ଗ୍ରାମର ସଞ୍ଜିବ ବିଶ୍ୱାଲ ମଧ୍ୟ ବଲାଙ୍ଗିର ମେଡିକାଲ କଲେଜରେ ପରୀକ୍ଷା ଦେବାକୁ ଆସିଥିଲେ ।
Read More...

ନିଷାନ୍ ସାହିତ୍ୟ ସଂସଦର କବିତା ଆସର ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ନିଷାନ୍ ସାହିତ୍ୟ ସଂସଦ ତୁଷୁରା, ବଲାଙ୍ଗିର ଆନୁକୂଲ୍ୟରେ ନବମ ଆଭାସି ଅଠାରି କବିତା ଆସର ନିଷାନ୍‌ର ମୁଖ୍ୟ ଉପଦେଷ୍ଟା ସୋମନାଥ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜୁଲାଇ ୯ ତାରିଖ ରବିବାର ଅପରାହ୍ନରେ ୫ ଘଟିକାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନିଷାନ୍‌ର ପ୍ରତିଷ୍ଠାତା
Read More...

ଆସନ୍ତା ନୂଆଁଖାଇରେ ରିଲିଜ୍‌ ହେବ ଚଳଚ୍ଚିତ୍ର ଖରା

ଶୁଭମୁକ୍ତି ଘୋଷଣା ଅବସରରେ ଯୋଗଦେଲେ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ସ୍ଥାନୀୟ ପୌର ପରିଷଦ କଲ୍ୟାଣ ମଣ୍ଡପଠାରେ ଯୁଗଳ ସାହୁଙ୍କ ନିର୍ଦ୍ଦେଶନାରେ ନିର୍ମାତା ମାନସୀ ପାଣିଗ୍ରାହୀ ଓ ସହ ନିର୍ମାତା ତଥା ସଙ୍ଗୀତ ନିର୍ଦ୍ଦେଶକ ପଙ୍କଜ ଜାଲଙ୍କ ଚଳଚ୍ଚିତ୍ର
Read More...

ଟିଟିଲାଗଡ଼ରେ ବିଧାୟକଙ୍କ ପାଣ୍ଠିରୁ ଚାଲିଛି ରାସ୍ତା ନିର୍ମାଣ କାର୍ଯ୍ୟ : ଭଲ ରାସ୍ତା ଉପରେ ପୁଣି କାମ, ଅନୁଦାନର…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଓଡ଼ିଶାର ବିଭିନ୍ନ ସ୍ଥାନରେ ସହରର ସୌନ୍ଦର୍ଯ୍ୟକରଣ ତଥା ବିକାଶ କାର୍ଯ୍ୟ ଜୋର୍ ସୋରରେ ଚାଲିଛି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନରେ ଜନ ସାଧାରଣଙ୍କ ନିମନ୍ତେ ଜନାଭିମୁଖି କାର୍ଯ୍ୟକ୍ରମ ରାଜ୍ୟ ବ୍ୟାପୀ ଚାଲିଛି । ଏହି
Read More...

ପ୍ରେମାନନ୍ଦ ପାତ୍ର ବିବେକ ସେନାର ସମ୍ପାଦକ ରୂପେ ମନୋନୀତ

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଷିଡା ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ପ୍ରେମାନନ୍ଦ ପାତ୍ରଙ୍କୁ ଜିଲ୍ଲାର ଅଗ୍ରଣୀ ସ୍ୱେଛାସେବୀ ସଂଗଠନ ବିବେକ ସେନାର ସମ୍ପାଦକ ଭାବେ ବିବେକ ସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଡ଼. ଶିବରାମ ନାୟକ
Read More...

ଜିଲ୍ଲାସ୍ତରୀୟ କବି, ଲେଖକ, ନାଟ୍ୟକାର, ସାହିତ୍ୟିକ, ବୁଦ୍ଧିଜୀବୀ, ସାଂସ୍କୃତିକ ଓ ସାମାଜିକ କର୍ମୀ ସମାବେଶ

ରାଉରକେଲା, (ସସ୍ମିତା ପ୍ରଧାନ) : ନାଗରିକ ସୁରକ୍ଷା କମିଟି ଆହ୍ୱାନରେ ୧୧ଦଫା ଦାବୀ ନେଇ ଜିଲ୍ଲାସ୍ତରୀୟ କବି, ଲେଖକ, ନାଟ୍ୟକାର, ସାହିତ୍ୟିକ, ବୁଦ୍ଧିଜୀବୀ, ସାଂସ୍କୃତିକ ଓ ସାମାଜିକ କର୍ମୀ ସମାବେଶ ସେକ୍ଟର ୫ସ୍ଥିତ ଆଦର୍ଶ ସାହିତ୍ୟ ଘରଠାରେ ଅନୁଷ୍ଠିତ ହୋଇଯାଇଛି । କବି କୁଞ୍ଜବିହାରୀ
Read More...

ସାମାଜିକ ଅନୁଷ୍ଠାନ ଅନ୍ଵେଷା ଦ ହେଲପିଂ ହାଣ୍ଡ ତରଫରୁ ବନ ମହୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଅନ୍ଵେଷା ଦ ହେଲପିଂ ହାଣ୍ଡ ତରଫରୁ ଆଜି ଛେଣ୍ଡ ସ୍ଥିତ ମ୍ୟୁଜିକ ସର୍କଲଠାରେ ବନ ମହୋତ୍ସବ ପାଳନ ହୋଇଛି । ଏହି ଅବସରରେ ସଂସ୍ଥାର ସଭାପତି କଳ୍ପନା ଶତପଥି ସଭାପତିତ୍ୱ କରିଥିଲେ । କାର୍ଯ୍ୟକ୍ରମକୁ ସାଧାରଣ
Read More...

ଶାନ୍ତନୁ କୁସୁମ ଭିଏଚ୍‌ପି ପଶ୍ଚିମ ଓଡିଶା ସମରସତା ବିଭାଗ ମୁଖ୍ୟ

ରାଉରକେଲା, (ସସ୍ମିତା ପ୍ରଧାନ) : ବିଶ୍ୱହିନ୍ଦୁ ପରିଷଦ ପଦାଧିକାରୀ ଶାନ୍ତନୁ କୁସୁମ ବିଶ୍ୱହିନ୍ଦୁ ପରିଷଦ ସାମାଜିକ ସମରସତା ବିଭାଗର ପଶ୍ଚିମ ଓଡିଶା ମୁଖ୍ୟ ଭାବରେ ମନୋନୀତ ହୋଇଛନ୍ତି । ଆଜି ସମ୍ବଲପୁର ମାରୱାଡି ପଞ୍ଚାୟତ ଧର୍ମଶାଳାରେ ଅନୁଷ୍ଠିତ ପ୍ରାନ୍ତୀୟ ପ୍ରବନ୍ଧ ସମିତି ବୈଠକରେ
Read More...