Monthly Archives

July 2023

ଫକୀରମୋହନ ବିଶ୍ଵବିଦ୍ୟାଳୟର ୨୫ତମ ସ୍ଥାପନା ଦିବସରେ କେନ୍ଦ୍ରମନ୍ତ୍ରୀଙ୍କ ବାର୍ତ୍ତା

ଫକୀରମୋହନ ବିଶ୍ଵବିଦ୍ୟାଳୟ ଅବିଭକ୍ତ ବାଲେଶ୍ୱର ବାସୀଙ୍କଆବେଗ, ସ୍ଵପ୍ନ ଓ ନିଷ୍ଠାର ଏକ ଜୀବନ୍ତ ସୌଧ : ଧର୍ମେନ୍ଦ୍ର ପ୍ରଧାନ• ଫକୀରମୋହନ ବିଶ୍ଵବିଦ୍ୟାଳୟ ୨୫ ବର୍ଷ ପୂରଣ କରିବା ଅବସରରେ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ• ବାଲେଶ୍ୱର ଜିଲ୍ଲା ଅନେକ ମହାମନିଷୀଙ୍କୁ ଜନ୍ମ ଦେଇ ଉତ୍କଳ
Read More...

ଜୁନିୟର ରେଡ଼କ୍ରସ ତରଫରୁ ବିଶ୍ଵ ଜନସଂଖ୍ୟା ଦିବସ ପାଳିତ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଡେଙ୍ଗ ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଜୁନିୟର ରେଡକ୍ରସ ଆନୁକୂଲ୍ୟରେ ବିଶ୍ଵ ଜନସଂଖ୍ୟା ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚାଣ୍ଡାଳ ମିଶ୍ରଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ
Read More...

ବରିଷ୍ଠ ଶିକ୍ଷାବିତ ଚୁଡାମଣି ପାତ୍ରଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ୍‌ ବ୍ଲକ ଅନ୍ତର୍ଗତ ଗୁଦେରପାଲି ଗ୍ରାମର ବରିଷ୍ଠ ଶିକ୍ଷାବିତ ଚୁଡ଼ାମଣି ପାତ୍ରଙ୍କ ଆଜି ସକାଳେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହେଉଥିଲା । ସେ ଶ୍ରୀ ଅରବିନ୍ଦଙ୍କ ଜଣେ ଅନୁଗାମୀ ଥିଲେ ।
Read More...

ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଢୋଲବନ୍ଧ ଗ୍ରାମରେ 'ସଚେତନ ହେମା' ନାଟ୍ୟ ଅନୁଷ୍ଠାନ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଅବସରରେ ମାନସୀ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୃକ୍ଷ ରୋପଣର ଆରମ୍ଭ କରିଥିଲେ । କଳାକାର ପାଇଁ ଗଛଟିଏ ଭାବନାରେ
Read More...

ଆମେରିକାରେ ଏମ୍‌ବିଏ ପଢିବେ ଶାଶ୍ୱତ ବିଶି

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଫୁଟବଲ ରେଫରୀ ଆସୋସିଏସନ୍‌ ଓ ରାଉରକେଲା ଷ୍ଟିଲ ପ୍ଲାଣ୍ଟ ଫୁଟବଲ ଟିମ୍‌ ତରଫରୁ ଶାଶ୍ୱତ ବିଶିଙ୍କୁ ଉଚ୍ଚ ଶିକ୍ଷା ନିମନ୍ତେ ଆମେରିକା ଯାତ୍ରା ଓ ପବିତ୍ର ଲେଙ୍କାଙ୍କୁ ଚାକିରି ଜୀବନରୁ ଅବସର ନିମନ୍ତେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଶ୍ରୀ
Read More...

ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ବିଶ୍ୱ ଜନସଂଖ୍ୟା ଦିବସ ପାଳିତ

ପୁରସ୍କୃତ ହେଲେ ୧୧ଜଣ ସ୍ୱାସ୍ଥ୍ୟ କର୍ମଚାରୀ ଓ ୬ଟି ସ୍ୱାସ୍ଥ୍ୟ ଅନୁଷ୍ଠାନବ୍ୟକ୍ତିଗତ ପ୍ରୟାସ ଓ ସଚେତନତା ଜନସଂଖ୍ୟା ବୃଦ୍ଧିକୁ ରୋକିବାକୁ ବିଶେଷ ସହାୟକ ହେବ ସୁବର୍ଣ୍ଣପୁର, (କେପିଏନଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସର ସ୍ଥିତ
Read More...

ବଲାଙ୍ଗିର ସହରର ଆମ ପୋଖରୀ ଯୋଜନା ଅନ୍ତର୍ଗତ ବନ୍ଧଗୁଡ଼ିକର ଡ୍ରୋନ୍‌ ସର୍ଭେର ଶୁଭାରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆମ ପୋଖରୀ ଯୋଜନାରେ ଏବେ ଚମକିବ ବଲାଙ୍ଗିର ସହରର ସବୁ ବନ୍ଧ । ଏହି ଯୋଜନାରେ ପ୍ରତ୍ୟେକ ବନ୍ଧର ପୁନଃ ଉଦ୍ଧାର କାର୍ଯ୍ୟ କରାଯିବା ସହ ବନ୍ଧର ସୌନ୍ଦର୍ଯ୍ୟକରଣ କରାଯିବ । ଆଜି ଅପରାହ୍ନରେ ସହରର ଗେଟ୍‌ସରୋବର୍‌ ବନ୍ଧ ଆଡ଼ିରେ ଡ୍ରୋନ୍‌ ସର୍ଭେର ଶୁଭାରମ୍ଭ
Read More...

ମାଣ୍ଡୋସିଲ ଜୁନିଅର କଲେଜରେ ବନ ମହୋତ୍ସବ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ମଙ୍ଗଳବାର ଦିନ ମାଣ୍ଡୋସିଲ ଜୁନିୟର କଲେଜରେ ଅଧ୍ୟକ୍ଷ ନାରାୟଣ ନାଏକଙ୍କ ତତ୍ତ୍ୱାବଧାନରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ୟୁଥ ରେଡକ୍ରସ ଆନୁକୂଲ୍ୟରେ ମାଣ୍ଡୋସିଲ ଜୁନିଅର କଲେଜରେ ସମସ୍ତ ଅଧ୍ୟାପକ ତେଜରାଜ ସାହୁ, ପରମେଶ୍ୱର ସାହୁ, ବୈବସୁତ ପ୍ରଧାନ,
Read More...

ଗଛରେ ପିଟି ହୋଇ ବାଇକ ଆରୋହୀ ମୃତ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଅଞ୍ଚଳରେ ଜଣେ ବାଇକ ଆରୋହୀ ଭାରସାମ୍ୟ ହରାଇ ଗଛରେ ପିଟି ହୋଇ ମୃତ୍ୟୁବରଣ କରିଥିବା ଜଣାପଡିଛି । ମୃତ ବ୍ୟକ୍ତିଙ୍କ ନାମ ସୁରେଶ ମାଝୀ (୨୮) ଘର କମରଲଗା ବୋଲି ଜଣାପଡିଛି । ଖବର ପାଇଁ ସଇଁତଲା ପୋଲିସ ପହଂଚି ଶବକୁ ଜବତ କରି ଥାନା
Read More...

ହଜି ଯାଇଥିବା ମୋବାଇଲକୁ ଖୋଜି ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର କଲେ ଜଗଦଳପୁର ଥାନା ଆଇଆଇସି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଜଗଦଳପୁର ଥାନା ଅଞ୍ଚଳରୁ ଗୋଟିଏ ମୋବାଇଲ ଗତ ଫେବୃୟାରୀ ମାସ ୨ ତାରିଖରେ ହଜି ଯାଇଥିଲା । ଯାହାର ଅଭିଯୋଗ ଜଗଦଳପୁର ଥାନାରେ ଦିଆଯାଇଥିଲା । ଦୀର୍ଘ ପାଞ୍ଚମାସ ପରେ ଜଗଦଳପୁର ଥାନା ଆଇଆଇସି ଶ୍ରୀମତୀ ସୁଷମା କୁଅଁରଙ୍କ ଦ୍ୱାରା ଟ୍ରାକିଙ୍ଗ
Read More...