ପାଟଣାଗଡ଼ ଉପଖଣ୍ଡ ଅଧୀନସ୍ଥ ଘସିଏନ୍ ଗ୍ରାମ ପଞ୍ଚାୟତକୁ ବ୍ଲକ୍ ଘୋଷଣା କରିବା ଦାବୀରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ…
ବଲାଙ୍ଗିର, (କେପିଏନ୍ଏସ୍) : ଆଜି ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଅନ୍ତର୍ଗତ ଘସିଏନ୍ ଗ୍ରାମ ପଞ୍ଚାୟତକୁ ବ୍ଲକ୍ ଘୋଷଣା କରିବା ଦାବୀରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ଘସିଏନ୍ ଗ୍ରାମର ଶତାଧିକ ମହିଳା ଓ ପୁରୁଷ । ସେମାନେ କହିଛନ୍ତି ଯେ, ଘସିଏନ୍ ଠୁ ପାଟଣାଗଡ଼ ପାଖାପାଖି!-->…
Read More...
Read More...