Monthly Archives

July 2023

ଟ୍ରାଫିକ ପୋଲିସଙ୍କ ମହାନତା, ଗୁରୁତର ସ୍କୁଟି ଚାଳକଙ୍କୁ ପହଞ୍ଚାଇଲେ ଡାକ୍ତରଖାନା

ବଲାଙ୍ଗିର ସହରର ପାଟଣା ଛକରେ ସ୍କୁଟିକୁ ଧକ୍କା ଦେଇ ବୋଲେରୋ ଫେରାର୍‌ ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ସହରର ପାଟଣା ଛକରେ ପୂର୍ବାହ୍ନ ୯ଟା ସମୟରେ ଏକ ସ୍କୁଟିକୁ ଧକ୍କା ଦେଇ ଏକ ବୋଲେରୋ ଫେରାର୍‌ ମାରିଥିବା ବେଳେ ସ୍କୁଟି ଚାଳକ ଗୁରୁତର ଅବସ୍ଥାରେ ଘଟଣା ସ୍ଥଳରେ ପଡ଼ି
Read More...

କୋଇଲାକୁ ଗ୍ୟାସରେ ପରିଣତ କରିବା ପାଇଁ ୬୦୦୦କୋଟି ଟଙ୍କା ବ୍ୟୟରେ ଏକ ପୂର୍ଣ୍ଣାଙ୍ଗ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାକୁ…

୨୦୩୦ ସୁଦ୍ଧା ୧୦୦ ନିୟୁତ ଟନ କୋଇଲାକୁ ଗ୍ୟାସରେ ପରିଣତ କରିବା ଉପରେ ଗୁରୁତ୍ୱଗ୍ୟାସିଫିକେସନ ପ୍ରକଳ୍ପ ପାଇଁ ଜିଏସ୍ଟି କ୍ଷତିପୂରଣ ଓ ସେସ୍ ଭରଣା କରିବାକୁ ମନ୍ତ୍ରଣାଳୟ ବିଚାର କରୁଛି ନୂଆଦିଲ୍ଲୀ, (ପିଆଇବି) : କୋଇଲାକୁ ଅଧିକରୁ ଅଧିକ ଗ୍ୟାସରେ ପରିଣତ କରିବାକୁ କେନ୍ଦ୍ର ସରକାର ଯେଉଁ
Read More...

ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ବରିଷ୍ଠ ନାଗରିକ ସଂଘ ଟିଟିଲାଗଡ ପକ୍ଷରୁ ଦିବଂଗତ ଲକ୍ଷ୍ମୀ ନୃସିଂହ ଚୌଧୁରୀଙ୍କ ଆତ୍ମାପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ଉଦ୍ଦେଶ୍ୟରେ ଏକ ଶୋକସଭା ଅଦ୍ୟ ସ୍ଥାନୀୟ ଜୈନଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଡ.ଘନଶ୍ୟାମ ଜୈନ ସଭାପତିତ୍ୱ
Read More...

ବାଷ୍ଟିଲ ଡେ ପରେଡ଼୍‌ରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ

ଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୪ ଜୁଲାଇ ୨୦୨୩ରେ ଚାମ୍ପସ୍-ଏଲିସିସ୍‌ରେ ଫ୍ରାନ୍ସ ରାଷ୍ଟ୍ରପତି ମହାମହିମ ଇମାନୁଏଲ୍ ମାକ୍ରନଙ୍କ ନିମନ୍ତ୍ରଣକ୍ରମେ ସମ୍ମାନିତ ଅତିଥି ଭାବେ ବାଷ୍ଟିଲ୍ ଡେ ପରେଡ୍ରେ ସାମିଲ ହୋଇଛନ୍ତି । ଭାରତ-ଫ୍ରାନ୍ସ ରଣନୀତିକ ଭାଗିଦାରୀର ୨୫
Read More...

ଟିଟିଲାଗଡ ଉପଖଣ୍ଡଠାରେ ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଉନ୍ନତିମୂଳକ ପ୍ରକଳ୍ପ ଉଦ୍‌ଘାଟିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଆଜି ଟିଟିଲାଗଡ଼ଠାରେ ଉନ୍ନତିମୂଳକ ପ୍ରକଳ୍ପର ଉଦ୍‌ଘାଟନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ଆଭାସୀ ମାଧ୍ୟମରେ ୦୬ କୋଟି ୬୨ ଲକ୍ଷ ୪୦ ହଜାର ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଗୋଡିଆଯୋର ନୂତନ ହାଇଲେଭେଲ ସେତୁ, ୧ କୋଟି ୫କ୍ଟ ଲକ୍ଷ ବ୍ୟୟରେ
Read More...

ଭାରତୀୟ ବିଦ୍ୟା ନିକେତନ ବିଲେଇସର୍ଡାରେ ମାତୃ ସମ୍ମିଳନୀ ଅନୁଷ୍ଠିତ

ପୁଇଁନ୍ତଲା, (କେପିଏନ୍‌ଏସ୍‌) : ପୁଇଁନ୍ତଲା ବ୍ଳକ୍‌ ଅନ୍ତର୍ଗତ ବିଲେଇସର୍ଡା ସ୍ଥିତ ଭାରତୀୟ ବିଦ୍ୟା ନିକେତନରେ ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷା ଶଶୀକଳା ସାହୁଙ୍କ ସଭାପତିିତ୍ୱରେ ଅନୁଷ୍ଠିତ ଏହି ସମ୍ମିଳନୀରେ ୫୦ରୁ ଊଦ୍ଧ୍ୱର୍ ମାଁ ଯୋଗ ଦେଇଥିଲେ । ସମାଜକୁ
Read More...

କୁଡାସିଂହା ବୁଢ଼ାଡଙ୍ଗର କଲେଜରେ ବନମହୋତ୍ସବ

ଦେଓଗାଁ, (ମନୀଷ କୁମାର ସାହୁ) : ଗୁରୁବାର ଦିନ ବଲାଙ୍ଗିର ସଦର ବ୍ଲକ୍‌ କୁଡ଼ାସିଂହା ବୁଢ଼ାଡଙ୍ଗର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ବନମହୋତ୍ସବ ପାଳନ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ମହା ବିଦ୍ୟାଳୟର ଅଧ୍ୟକ୍ଷ ଛବିଳ ବଗର୍ତ୍ତି ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ବୃକ୍ଷରୋପଣର ଉପାଦେୟତା
Read More...

ଜରାସିଂହା ଶାଶ୍ଵତ ଡିଗ୍ରୀ ମହାବିଦ୍ୟାଳୟରେ ବନମହୋତ୍ସବ ପାଳନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ୍‌ ଜରାସିଂହା ଶାଶ୍ଵତ ଡିଗ୍ରୀ ମହାବିଦ୍ୟାଳୟ ଶୁକ୍ରବାର ଦିନ ବନମହୋତ୍ସବ ପାଳିତ ହୋଇଯାଇଛି । ମହା ବିଦ୍ୟାଳୟର ଜାତୀୟ ସେବା ଯୋଜନା ଦ୍ଵାରା ପରିଚାଳିତ । ଏହି ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ମହା ବିଦ୍ୟାଳୟର ସଭାପତି କୁମାର ଷାଣ୍ଢ ଯୋଗ ଦେଇ
Read More...

ସ୍ୱାଧୀନତାର ୭୬ ବର୍ଷ ପରେ ଦୁର୍ଗମ ଅଞ୍ଚଳକୁ ବିଜୁସେତୁ ଯୋଜନାରେ ପୋଲ ନିର୍ମାଣ ପାଇଁ ଭିର୍ତ୍ତି ପ୍ରସ୍ତର ସ୍ଥାପନ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଅନେକ ଗାଁକୁ ରାସ୍ତା ନ ଥିବା ବେଳେ ଏକାଧିକ ଗ୍ରାମକୁ ନଦୀ, ନାଳ ପାର ହୋଇ ଯିବା ଆସିବାରେ ଲୋକେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏଭଳି ସ୍ଥିତିରେ ବିଧାୟକ
Read More...

ବଲାଙ୍ଗିରର ପାଟଣା ଛକରେ କାର୍‌କୁ ଧକ୍କା ଦେଲା ଟ୍ରକ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ସହରର ପାଟଣା ଛକରେ ଏକ କାର୍‌କୁ ଏକ ଟ୍ରକ୍‌ ଧକ୍କା ଦେଇଥିବା ବେଳେ ଏଥିରେ କାହାରି କିଛି କ୍ଷତି ଘଟିନଥିବା ସୂଚନା ରହିଛି । ସୂଚନା ଅନୁସାରେ ରିଷିଡାର ସଂଗ୍ରାମ କେଶରୀ ନାଏକ (ଓଡି୦୩ଏମ୍‌ ୦୦୭୪) ନମ୍ବର ବିଶିଷ୍ଟ ଏକ ହୁଣ୍ଡାଇ କମ୍ପାନୀର
Read More...