Monthly Archives

July 2023

ଭାରତୀୟ ଶିକ୍ଷଣ ମଣ୍ଡଳର ଗୁରୁପୂଜନ ଉତ୍ସବ ପାଳନ

ବଲାଙ୍ଗିର, (ଦେବ।ଶିଷ ମିଶ୍ର) : ସ୍ଥାନୀୟ ଟାଉନ ବାଳିକ ଉଚ୍ଚ ବିଦ୍ୟାଳୟ ସଭାଗୃହରେ ଭାରତୀୟ ଶିକ୍ଷଣ ମଣ୍ଡଳର ଗୁରୁପୂଜନ ଉତ୍ସବ ପଶ୍ଚିମ ପ୍ରାନ୍ତ ଉପସଭାପତି ପ୍ରଫେସର୍‌ ତରୁଣ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ମଞ୍ଚାସୀନ ଅତିଥି ଗଣ ବେଦବ୍ୟାସ, ଭାରତମାତା ଓ
Read More...

କୁଳପତିଙ୍କ ଡିଏଭି କଲେଜ ପରିଦର୍ଶନ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, ବଲାଙ୍ଗିର ସହିତ ଅନୁବନ୍ଧିତ ଏକ ମାତ୍ର ସ୍ୱୟଂ ଶାସିତ କଲେଜର ଗୌରବ ଅର୍ଜନ କରିଥିବା ଡିଏଭି କଲେଜ, ଟିଟିଲାଗଡ଼କୁ କୁଳପତି ପ୍ରଫେସର ଡକ୍ଟର ଉମା ବଲ୍ଲଭ ମହାପାତ୍ର ଏବଂ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, ବଲାଙ୍ଗିରର କଲେଜ
Read More...

ନିଖିଳନଗରରେ ନାବାଳିକା ଶେଷାଦ୍ରୀ ନାଗଙ୍କ ହତ୍ୟା ଘଟଣାର ଖୁଲାସା କଲା ବଲାଙ୍ଗିର ଟାଉନ୍‌ ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଟାଉନ୍‌ ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସହରର ନିଖିଳନଗରରେ ନାବାଳିକା ଶେଷାଦ୍ରୀ ନାଗ(୧୫)ଙ୍କ ହତ୍ୟା ଘଟଣାର ଖୁଲାସା କରିଛି ବଲାଙ୍ଗିର ପୋଲିସ । ବଲାଙ୍ଗିର ଏସ୍‌ଡ଼ିପିଓ ତୋଫାନ ବାଗ ଘଟଣାର ସଂପୂର୍ଣ୍ଣ ତଥ୍ୟ ପ୍ରଦାନ କରିଛନ୍ତି ।
Read More...

ରାସ୍ତାକଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ର ଗାନ୍ଧିଛକ ଫରେଷ୍ଟ ଅଫିସ ଶକ୍ତି ନଗର ରାସ୍ତା ଠାରେ ଆଜି ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ପଡିଥିବାର ଦେଖିବାକୁ ମିଳିଛି । ମୃତ ଯୁବକ ଜଣକ ବରଗଡ଼ ମଙ୍ଗଳା ଝୁପୁଡିପଡାର ସୁରଜ ଦାସ (୨୦) ହୋଇଥିବା ସୂଚନା ରହିଛି । ତେବେ କେଉଁ କାରଣରୁ ତାଙ୍କ ମୃତ୍ୟୁ
Read More...

ରୋଟାରୀ ଏଲିଟ’ର ଅଧିଷ୍ଠାନ ଦିବସ

ଭୁବନେଶ୍ୱର : ଭୁବନେଶ୍ୱରର ସ୍ଥାପିତ ରୋଟାରୀ ଏଲିଟର ୨୦୨୩-୨୪ ବର୍ଷ ପାଇଁ ଅଧିଷ୍ଠାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ରୋଟାରୀ ଏଲିଟର ନୂତନ କର୍ମକର୍ତାମାନେ ଦାୟିତ୍ୱ ଗ୍ରହଣ କରିଥିଲେ । ନୂତନ ସଭାପତି ଭାବେ ରୋଟାରୀଆନ ସୁବ୍ରତ ଦାସ ବିଦାୟୀ ସଭାପତି ଚିତ୍ତରଞ୍ଜନ ମିଶ୍ରଙ୍କଠାରୁ
Read More...

ସୋଆ ପ୍ରତିଷ୍ଠାତା ସଭାପତି ପ୍ରଫେସର ଡ. ମନୋଜରଂଜନ ନାୟକଙ୍କୁ ‘ଶ୍ରୀ ବିମଳା ରହସ୍ୟ’ ଗ୍ରନ୍ଥ ଅର୍ପଣ

ଭୁବନେଶ୍ୱର : ଓଡ଼ିଶାର ଶ୍ରୀଜଗନ୍ନାଥ ସଂସ୍କୃତିଭିତ୍ତିକ ସଂଗଠନ ନୀଳାଦ୍ରି ଆଧ୍ୟାତ୍ମିକ ଟ୍ରଷ୍ଟ ପକ୍ଷରୁ ଶୁକ୍ରବାର ସୋଆ ପ୍ରତିଷ୍ଠାତା ସଭାପତି ପ୍ରଫେସର ଡ. ମନୋଜରଂଜନ ନାୟକଙ୍କୁ ଟ୍ରଷ୍ଟର ସଭାପତି ଦଇତାପତି ରାମଚନ୍ଦ୍ର ଦାସ ମହାପାତ୍ର, ସମ୍ପାଦକ ଗବେଷକ ଡ. ଭାସ୍କର ମିଶ୍ର, ବଡ଼ୁ ସୁଆର
Read More...

ବିକାଶ ଡିଗ୍ରୀ ମହାବିଦ୍ୟାଳୟରେ ନୂତନ ଅଧ୍ୟକ୍ଷ ଭାବେ ଯୋଗଦେଲେ ସତ୍ୟବ୍ରତ ମିଶ୍ର

ବରଗଡ, (କେପିଏନ୍‌ଏସ୍‌) : ପଶ୍ଚିମ ଓଡିଶାର ପ୍ରତିଷ୍ଠିତ ଘରୋଇ ବିକାଶ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବରେ ସତ୍ୟବ୍ରତ ମିଶ୍ର ଯୋଗଦାନ କରିଛନ୍ତି । ଶ୍ରୀ ମିଶ୍ର କେ.ଭି ଡିଗ୍ରୀ ମହାବିଦ୍ୟାଳୟ କଣ୍ଟାବାଞ୍ଜିରୁ ଗତ ଫେବୃୟାରୀ ୨୮ ତାରିଖରେ ଅବସର ଗ୍ରହଣ କରିଛନ୍ତି । ତିନି ଦଶନ୍ଧିରୁ ଅଧିକ
Read More...

ଗଞ୍ଜାମ ଜିଲ୍ଲାର ଗ୍ରାମୀଣ କୃଷି କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ ଜଣାଇ କଳା ବ୍ୟାଚ ପରିଧାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଗ୍ରାମୀଣ କୃଷି କର୍ମଚାରୀମାନେ କଳା ବ୍ୟାଚ ପରିଧାନ କରି ଶାନ୍ତିପୂର୍ଣ୍ଣ ଭାବେ ସରକାରଙ୍କୁ ପ୍ରତିବାଦ ଜଣାଇଛନ୍ତି । ସର୍ବୋପରି ସେମାନେ ଶୃଙ୍ଖଳିତ ଭାବେ ସରକାରୀ କାର୍ଯ୍ୟ ମଧ୍ୟ ସୁରୁଖୁରୁରେ ଚଳାଇ ଆସିଛନ୍ତି । ପୂର୍ବ
Read More...

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଏକ ଦିବସୀୟ ଆଲୋଚନାଚକ୍ର “ସମାଜକୁ ବିଜ୍ଞାନର ଉପହାର”

• ମନରେ ଦୃଢ଼ ଇଚ୍ଛା ଶକ୍ତି ଓ ବିଜ୍ଞାନ ପ୍ରତି ଆଗ୍ରହ ଥିଲେ, କେହି ବି ଜଣେ ଭଲ ବୈଜ୍ଞାନିକ ହୋଇ ପାରିବେ : କୁଳପତି ବ୍ରହ୍ମପୁର, ( କେ.ସତ୍ୟନାରାୟଣ ରେଡ୍ଡୀ ) : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଏକ ଦିବସୀୟ ବିଜ୍ଞାନ ସଚେତନ କାର୍ଯ୍ୟକ୍ରମ “ସମାଜକୁ ବିଜ୍ଞାନର ଉପହାର” ଶୁକ୍ରବାର ଦିବା
Read More...

ଲିଙ୍ଗ ନିରୂପଣ ତଥ୍ୟ ପ୍ରଦାନକାରୀଙ୍କୁ ମିଳିବ ୨୫ ହଜାର ସହାୟତା ରାଶି

ପ୍ରସବ ପୂର୍ବ ଓ ପରବର୍ତ୍ତୀ ଲିଙ୍ଗ ନିରୂପଣ ନିରୋଧ ଆଇନ ଜିଲ୍ଲାସ୍ତରୀୟ ପରାମର୍ଶଦାତା କମିଟି ବୈଠକ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ଲିଙ୍ଗ ନିରୂପଣ କରି ଭୃଣହତ୍ୟା ହେଉଥିବା ତଥ୍ୟ ପ୍ରଦାନକାରୀଙ୍କ ନାମ ଗୋପନ ରଖାଯାଇ ୨୫ ହଜାର ଟଙ୍କା ସହାୟତା ରାଶି ପ୍ରଦାନ
Read More...