Monthly Archives

July 2023

ସ୍ୱାଭିମାନ ପରିବାରର ବାର୍ଷିକ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଯାଦବ ଭବନଠାରେ ସ୍ୱାଭିମାନ ପରିବାରର ବାର୍ଷିକ ବୈଠକ ସ୍ୱାଭିମାନ ପରିବାରର ସଭାପତି ରମ୍ୟ ରଞ୍ଜନ ସାହୁ, ସମ୍ପାଦକ ରିକୁନ ମିଶ୍ର, ସହ-ସଂପାଦକ ସଞ୍ଜୀବ ସାହୁ ଏବଂ ସ୍ୱାଭିମାନ ପରିବାରର ମାର୍ଗଦର୍ଶକ ଟୁନା ମିଶ୍ରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଏହି
Read More...

ଓଡିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ବଲାଙ୍ଗିର ଶାଖା ତରଫରୁ ଶୋକସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନୃସିଂହ ମନ୍ଦିରଠାରେ ଗୋବିନ୍ଦ ମିଶ୍ରଙ୍କ ସଭାପତିତ୍ୱରେ ସଂଘର ଉପଦେଷ୍ଟା ସ୍ୱର୍ଗତ ଡା.ଜୟକୃଷ୍ଣ ଦାସ ଶର୍ମାଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ସର୍ବ ପ୍ରଥମେ ସ୍ୱର୍ଗତ ଦାସ ଶର୍ମାଙ୍କ ଆତ୍ମାର ସଦ୍‌ଗତି ନିମନ୍ତେ ୨ ମିନିଟ ନିରବ ପ୍ରାର୍ଥନା
Read More...

ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ନୂତନ ସଭାପତି ଓ ସଂପାଦକ ମନୋନୀତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ଜରୁରୀ ବୈଠକ ସ୍ଥାନୀୟ ସୁଦପଡା ସ୍ଥିତ କଲ୍ୟାଣ ମଣ୍ଡପଠାରେ ଅଷ୍ଟରତ୍ନ ବରିହାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସଭାରେ ୧୪ଟି ବ୍ଲକରୁ ୧୨ ଗୋଟି ବ୍ଲକର ସଭାପତି, ସଂପାଦକ, ପ୍ରତିଷ୍ଠାତା ସଭ୍ୟ, ଆଜୀବନ ସଭ୍ୟ ଅଂଶଗ୍ରହଣ
Read More...

ରାଜ୍ୟ ସିନିଅର ବ୍ୟାଡମିଣ୍ଟନ ର‍୍ୟାଙ୍କିଂ ପ୍ରତିଯୋଗିତା ଉଦ୍‌ଯାପିତ

ଆୟୁଷଙ୍କୁ ତ୍ରିମୁକୁଟ, ଶୃତିଙ୍କୁ ଦ୍ୱିମୁକୁଟଅନୁଜା-ଶୃତି, ଆୟୁଷ-ଅବିନାଶ ଓ ଆୟୁଷ-ପୁର୍ବା ପ୍ରତ୍ୟାଷାଙ୍କୁ ଯୁଗଳ ଟାଇଟଲ ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ପିଆର ହାଇସ୍କୁଲ ବ୍ୟାଡମିଣ୍ଟନ ଇନ୍‌ଡୋର ଷ୍ଟାଡିଅମଠାରେ ଆଜି ଓଡିଶା ରାଜ୍ୟ ସିନିଅର ର‍୍ୟାଙ୍କିଂ ପ୍ରତିଯୋଗିତା
Read More...

ନିଖୋଜ ନାବାଳକର ମୃତଦେହ ମାଟି ତଳୁ ଉଦ୍ଧାର : ମୃତ୍ୟୁର କାରଣ ଜଣାପଡି ନାହିଁ

କଂଟାବାଞ୍ଜି, (ଗୁରୁଦୟାଲ ହଂସ) : ଜଣେ ନାବାଳକର ଶବ ଗତକାଲି ମାଟି ତଳୁ ଉଦ୍ଧାର କରାଯାଇଛି । ନାବାଳକ ଜଣକ କଂଟାବାଞ୍ଜି ସହରର ଲଲିତ ଜୈନ (୧୩) ବୋଲି ଜଣାପଡିଛି । ସୂଚନା ଅନୁସାରେ ଲିଲିତ ଗତ ଗୁରୁବାର ଦିନ ସକାଳୁ ଘରୁ କୁଆଡେ ଚାଲିଯାଇଥିଲେ । ହେଲେ ପରିବାର ବର୍ଗ ଦିନସାରା ବହୁତ ଖୋଜାଖୋଜି
Read More...

ପରିବେଶ ସୁରକ୍ଷା ଓ ସଚେତନତାର ବାର୍ତ୍ତା ଦେଲେ ଛତ୍ରପୁର ବିଧାୟକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ରାଧେଶ୍ୟାମ ଫାଉଣ୍ଡେସନ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ଆନୁକୂଲ୍ୟରେ ରବିବାର ଦିନ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା । ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୧୦ନଂ ୱାର୍ଡର ବ୍ୟାରେକ
Read More...

ପାଲଲହଡା ବିଧାୟକଙ୍କୁ ଛତ୍ରପୁରରେ ସମ୍ବର୍ଦ୍ଧନା

ବ୍ରହ୍ମପୁର, ( କେ.ସତ୍ୟନାରାୟଣ ରେଡ୍ଡୀ ) : ଅନୁଗୁଳ ଜିଲ୍ଲା ପାଲଲହଡା ବିଧାୟକ ମୁକେଶ କୁମାରପାଲ୍ଙ୍କୁ ଏକ ଅନ୍ତରଙ୍ଗ ମୂହର୍ତ୍ତରେ ଛତ୍ରପୁର ସର୍କିଟ ହାଉସରେ ବିଜେଡ଼ି ପକ୍ଷରୁ ଉଚ୍ଛ୍ୱସୀତ ସମ୍ବର୍ଦ୍ଧନା ଦିଆଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ ପାଲଲହଡା ବିଧାୟକ ମୁକେଶ କୁମାର ପାଲ୍ ଏବଂ
Read More...

ଏଣିକି ଚାଷୀ ସ୍ଥିର କରିବେ କେଉଁ ମିଲରଙ୍କ ଧାନ ଦିଆଯିବ

ଗଞ୍ଜାମଜିଲ୍ଲାର ଦିଗପହଣ୍ଡିର ପାଣି ପଞ୍ଚାୟତ କାର୍ଯ୍ୟାଳୟରେ ଚାଷ ଓ ଚାଷୀ ସମ୍ପର୍କିତ କର୍ମଶାଳା ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡିର ପାଣି ପଞ୍ଚାୟତ କାର୍ଯ୍ୟାଳୟରେ ଚାଷ ଓ ଚାଷୀ ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ
Read More...

କୁରୁଲଠାରେ ଦୁଇଟି ବାଇକ ମୁହାଁମୁହିିଁ ଧକ୍କା, ୩ ଗୁରୁତର ବଲାଙ୍ଗିର ମେଡିକାଲରେ ଭର୍ତ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୁଇଂତଲା ଥାନା ଅନ୍ତର୍ଗତ କୁରୁଲଠାରେ ଆଜି ଦୁଇଟି ବାଇକ ମୁହାଁମୁହିିଁ ଧକ୍କା ହୋଇଥିବା ବେଳେ ଏଥିରେ ୩ ଜଣ ଗୁରୁତର ଅବସ୍ଥାରେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ୍ ଓ ହସପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି । କୁରୁଲ ଗ୍ରାମର ମଙ୍ଗଳ ବାଗ (୧୯),
Read More...

କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଜୟନ୍ତୀ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଭଞ୍ଜ ସାହିତ୍ୟରେ ନାୟିକା କେବେ ପାର୍ଥିବ ହୋଇପାରେନା। ସେ ଗୌରବମୟୀ, ସେ ଦେବ ବାମା ବା ଦିବ୍ୟବାମା। କବି ସମ୍ରାଟ ଭଞ୍ଜ ଥିଲେ ଉଜ୍ୱଳ ପ୍ରତିଭା ସମ୍ପନ କବି ବୋଲି ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ଭଞ୍ଜ ସାହିତ୍ୟ ପ୍ରବକ୍ତା ତଥା ଗବେଷକ ଅଧ୍ୟାପକ ଡଃ. ଅଶୋକ
Read More...