ଖପ୍ରାଖୋଲ ବନବିଭାଗ ପକ୍ଷରୁ ୭୪ତମ ବନ ମହୋତ୍ସବ ପାଳିତ
ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବନବିଭାଗ ପକ୍ଷରୁ ୭୪ତମ ବନ ମହୋତ୍ସବ ୨୦୨୩ ଜୁଲାଇ ୧ରୁ ୭ ତାରିଖ ପର୍ଯ୍ୟନ୍ତ ସପ୍ତାହବ୍ୟାପୀ ପାଳନ ହେଉଛି । ଏହି ଅବସରରେ ଆଜି ଖପ୍ରାଖୋଲ ବ୍ଲକର ନାନ୍ଦୁପଲା ପଞ୍ଚାୟତ ଅନ୍ତର୍ଗତ ତୁର୍ଲା ବଡ଼ ଜଙ୍ଗଲଠାରେ ବୃକ୍ଷ ରୋପଣ!-->…
Read More...
Read More...