Daily Archives

ଡୁମାଲ ସମାଜର ସାଙ୍ଗଠନିକ ସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ଅନ୍ତର୍ଗତ ଦଶପୁର ଗ୍ରାମଠାରେ ରବିବାର ଦିନ ଦଶପୁର କେନ୍ଦ୍ର ଡୁମାଲ ସମାଜ ସଭାପତି ବିଧୂଭୂଷଣ ଡାଙ୍ଗଙ୍କ ଅଧ୍ୟକ୍ଷତାରେ ଏକ ସାଙ୍ଗଠନିକ ସଭା ପ୍ରାୟ ୨୨ ଖଣ୍ଡ ଗ୍ରାମର ଡୁମାଲ ସମ୍ପ୍ରଦାୟର ଭାଇମାନଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି
Read More...

ବିଳମ୍ବିତ ରାତିରେ ବ୍ୟବସାୟୀଙ୍କ ଘରୁ ସଶସ୍ତ୍ର ଡକାୟତି : ଲକ୍ଷାଧିକ ଟଙ୍କା ସହ ସୁନା ଓ ରୁପା ଅଳଙ୍କାର ଲୁଟ୍‌

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହର ୱାର୍ଡ ନମ୍ବର ୯ କଲେଜ୍ ରୋଡ ସ୍ଥିତ ରହୁଥିବା ଶିଳ୍ପ ଉଦ୍ୟୋଗୀ ସୁବାଷ ଅଗ୍ରୱାଲଙ୍କ ଘରୁ ରବିବାର ବିଳମ୍ବିତ ରାତିରେ ସଶସ୍ତ୍ର ଡକାୟତି ହୋଇଛି । ରାତି ପ୍ରାୟ ୨ଟା ସମୟରେ ୮/୯ ଜଣ ଦୃର୍ବୁତ୍ତ ଘର ଭିତରକୁ ପଶି ମାରଣାସ୍ତ୍ର
Read More...

ଅମୃତ ଧାରା ପ୍ରକଳ୍ପ ଉଦ୍‌ଘାଟିତ

ମୁରିବାହାଲ, (କେପିଏନ୍‌ଏସ୍‌) : ମୁରିବାହାଲ ବ୍ଲକ ଗୁଡିଘାଟ ପଞ୍ଚାୟତ ଅଫିସ ପରିସରରେ ଏକ ଅମୃତ ଧାରା ପ୍ରକଳ୍ପ ରବିବାର ଉଦ୍‌ଘାଟିତ ହୋଇଯାଇଛି । ସେହିପରି ସ୍ଥାନୀୟ ଖଜୁରମୁଣ୍ଡାରେ ହେବାକୁ ଥିବା ଅମୃତ ସରୋବର କାର୍ଯ୍ୟର ଭୂମିପୂଜା ମଧ୍ୟ ସମ୍ପନ୍ନ ହୋଇଛି । ଏଥିରେ ଅନେକ ମାନ୍ୟଗଣ୍ୟ
Read More...

ବୋଡାସମ୍ବର ଜମିଦାର ବୀର ବିକ୍ରମାଦିତ୍ୟ ସିଂହ ବରିହାଙ୍କ ଶ୍ରଦ୍ଧାଞ୍ଜଳି ସଭା : ସ୍ମୃତି କମିଟି ଗଠିତ

ପଦ୍ମପୁର (ନିରୋଜ କୁମାର ପାଣୀ) : ଦଳମତ ନିର୍ବିଶେଷରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ବୋଡାସମ୍ବର ଜମିଦାର ସ୍ୱର୍ଗତ ବୀର ବିକ୍ରମାଦିତ୍ୟ ସିଂହ ବରିହା (ଯୁବରାଜ)ଙ୍କ ଶ୍ରଦ୍ଧାଞ୍ଜଳି ସଭା ବୋଡାସମ୍ବର ଜମିଦାରର ଖମାର ଭେଙ୍ଗରାଜପୁରଠାରେ ଅନୁଷ୍ଠିତ ହୋଇଯାଇଛି । ଯୁବରାଜଙ୍କ ସାନ
Read More...

ସୁଜିତ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ : ଯୋଗଦେଲେ ପୌରାଧ୍ୟକ୍ଷା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌର ପରିଷଦ ଅନ୍ତର୍ଗତ ୱାର୍ଡ ନମ୍ବର ୧ର ଲର୍କିପାଲିଠାରେ ପ୍ରଥମ ସୁଜିତ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଗତକାଲି ଉଦ୍‌ଯାପିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ଯୋଗଦାନ କରିଥିବା ବେଳେ
Read More...

ବାଇକ୍‌ରୁ ଖସିପଡି ମା’ ଓ ଶିଶୁ ଗୁରୁତର

ତୁରେକେଲା, (କୈଳାଶ ସଗ୍ରିଆ) : ତୁରେକେଲା-ଲାଠୋର ରାସ୍ତାରେ ବାଇକ୍‌ରୁ ଖସିପଡି ମା’ ଓ ଶିଶୁ ଗୁରୁତର ଆହତ ହୋଇଛନ୍ତି । ଉଭୟଙ୍କୁ ଚିକିତ୍ସା ପାଇଁ ତୁରେକେଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ସୂଚନା ଅନୁସାରେ, ବେଲପଡା ବ୍ଲକ କାନୁଟ୍‌ ଗାଁର ରଂଜିତ ପୁଟେଲ ତାଙ୍କ ସ୍ତ୍ରୀ
Read More...

ପାଣି ପାଇଁ ଡହଳବିକଳ

ଡୁଡୁକା, (କେପିଏନ୍‌ଏସ୍‌) : ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଆଗଲପୁର ଅଞ୍ଚଳରେ ବିଶେଷ କରି ବୁଲା ଗୋରୁ, କୁକୁର, ପକ୍ଷୀ ଆଦି ବହୁ କଷ୍ଟ ପାଉଥିବା ଦେଖିବାକୁ ମିଳୁଛି । ପାଣି ବୁନ୍ଦାଏ ପାଇଁ ଡହଳବିକଳ ହେଉଛନ୍ତି ସମସ୍ତେ । ତେଣୁ ଏମାନଙ୍କ ପାଇଁ
Read More...

କାଳବୈଶାଖୀରେ ଆମ୍ବ ଫସଲ ନଷ୍ଟ

ଡୁଡୁକା, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ ଅଞ୍ଚଳରେ ଚଳିତ ବର୍ଷ ଭଲ ଆମ୍ବ ଫସଲ ହୋଇଥିଲା । ଆମ୍ବ ଚାଷୀମାନେ ଭଲ ଦୁଇ ପଇସା ରୋଜଗାର କରିବେ ବୋଲି ଆଶା କରିଥିଲେ, ହେଲେ ଆଶା ଆଶାରେ ରହିଗଲା । କାଳବୈଶାଖୀ ଝଡବର୍ଷା ସବୁ ଉଜାଡି ଦେଲା । ପ୍ରବଳ ବେଗରେ ପବନ ବହିବାରୁ ଆମ୍ବ ଝଡିଯାଇ ନଷ୍ଟ
Read More...

ଗାଈବନ୍ଧା ଶାବଳରେ ଭୁସି ହୋଇ ମହିଳା ମୃତ

ଉଲୁଣ୍ଡା, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ସରଧାଝୁଲି ଗାଁରେ ଘଟିଛି ଏକ ଅଘଟଣ । ଗାଈବନ୍ଧା ଶାବଳରେ ଭୁସି ହୋଇ ଜଣେ ମହିଳାଙ୍କ ମୃତ୍ୟ ଘଟିଛି । ସୂଚନା ଅନୁସାରେ ଗୀତାଞ୍ଜଳି ପ୍ରଧାନ(୪୨) ନାମ୍ନୀ ଜଣେ ମହିଳା ତାଙ୍କ ଗାଁ ନିକଟସ୍ଥ ଜମିରେ ଘାସ ଚରିବା ପାଇଁ
Read More...

କଦମପଡା ଶିଶୁ ମନ୍ଦିରରେ ପ୍ରତିଭା ସମ୍ମାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : କଦମପଡା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ଜ୍ଞାନ ମନ୍ଦିରରେ ପ୍ରତିଭା ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ସ୍କୁଲ ସମ୍ପାଦକ ସୁରେନ୍ଦ୍ର ତ୍ରିପାଠୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ଦଶମ ଶ୍ରେଣୀର ଏ ୱାନ ଗ୍ରେଡ ପାଇଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା
Read More...