Monthly Archives

April 2023

ଲୋକଙ୍କୁ ନ୍ୟାୟ ପ୍ରଦାନ ପାଇଁ ଜେଲ ଫେରନ୍ତା ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ପଦ୍ମପୁରରେ ଭବ୍ୟ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡ଼ିଶାର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ଭାରତୀୟ ଜନତା ଯୁବମୋର୍ଚ୍ଚା ପ୍ରଦେଶ ସଂଗଠନ ପକ୍ଷରୁ ଫେବୃଆରୀ ୨୮ ତାରିଖ ଓଡ଼ିଶା ବିଧାନସଭା ଘେରାଉ କରାଯାଇଥିଲା । ଏଥିରେ ପୋଲିସ ଉପରେ ଆକ୍ରମଣ ଅଭିଯୋଗ କରି ଯୁବମୋର୍ଚ୍ଚା ପ୍ରଦେଶ ସଭାପତି ଇରାସିସ
Read More...

ବଲାଙ୍ଗିରର ସମରେନ୍ଦ୍ର ମିଶ୍ର ପୁଣିଥରେ ଓଡିଶା ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଭାବେ ମନୋନୀତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ସମରେନ୍ଦ୍ର ମିଶ୍ର ପୁଣିଥରେ ଓଡିଶା ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଭାବେ ମନୋନୀତ ହୋଇଥିବା ନେଇ ଖବର ମିଳିଛି । ଶ୍ରୀ ମିଶ୍ର ସାଧାରଣ ସମ୍ପାଦକ ଭାବେ ମନୋନୀତ ହୋଇଥିବାରୁ ବଲାଙ୍ଗିରରେ କଂଗ୍ରେସ ପ୍ରେମୀଙ୍କ ମହଲରେ ଖୁସିର ଲହରୀ
Read More...

ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ଆର୍ଯ୍ୟକନ୍ୟା ଗୁରୁକୂଳ ହାଇସ୍କୁଲଠାରେ ୫ଟି ଯୋଜନାରେ ସ୍କୁଲ…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ତନରଡା ସ୍ଥିତ ଆର୍ଯ୍ୟକନ୍ୟା ଗୁରୁକୂଳ ହାଇସ୍କୁଲଠାରେ ୫ଟି ଯୋଜନାରେ ସ୍କୁଲ ରୂପାନ୍ତରିକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ବର୍ଣ୍ଣାଢ଼୍ୟ ସାମାରୋହର ସଭାମଞ୍ଚରେ ମନ୍ତ୍ରୀ ଉଷା ଦେବୀ,
Read More...

ଚାଷୀକୁ ବିନା ସୁଧରେ ଋଣ ଦେବାରେ ଓଡ଼ିଶା ୧ମ ରାଜ୍ୟ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ୨୦୨୨-୨୩ ବର୍ଷରେ ଚାଷୀଙ୍କୁ ସମୁଦାୟ ₹୮୫୬.୯୯ କୋଟିର ସୁଧ ରିହାତି ମିଳିଛି । ଚାଷୀକୁ ବିନା ସୁଧରେ ଋଣ ଦେବାରେ ଓଡ଼ିଶା ୧ମ ରାଜ୍ୟ ଓ କାଳିଆ ପରି କଲ୍ୟାଣ ଯୋଜନା କରିବାରେ ମଧ୍ୟ ଓଡ଼ିଶା ୧ମ ରାଜ୍ୟ । ସୁଧ ରିହାତି ଯୋଗୁଁ ଚାଷୀମାନଙ୍କୁ ଟଙ୍କାଟିଏ ବି ସୁଧ
Read More...

ଦୁଇ ହାତ ଫେରିପାଇଲେ ନର୍ସ

କଟକ : ଦୁଇ ହାତ ଫେରିପାଇଲେ ନର୍ସ । ସୂଚନା ଅନୁସାରେ ଏକ ସଡକ ଦୁର୍ଘଟଣାରେ ବୁର୍ଲା ମେଡିକାଲ କଲେଜର ନର୍ସିଂ ଅଫିସର ବିଷ୍ଣୁପ୍ରିୟା ସାମଲ(୨୫)ଙ୍କ ଦୁଇ ହାତ କ୍ଷତିଗ୍ରସ୍ତ ହୋଇଥିଲା । ବାମ ହାତ ୯୦ ପ୍ରତିଶତ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଡାହାଣ ହାତ ୬୦ ପ୍ରତିଶତ କ୍ଷତିଗ୍ରସ୍ତ ହୋଇଥିଲା ।
Read More...

ରାଜ୍ୟ ବାଣିଜ୍ୟ କର ଏବଂ ଜିଏସ୍‌ଟି ବିଭାଗରେ କାର୍ଯ୍ୟରତ ଅଧିକାରୀମାନଙ୍କ ଏକ ୭ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟ ବାଣିଜ୍ୟ କର ଏବଂ ଜିଏସ୍‌ଟି ବିଭାଗରେ କାର୍ଯ୍ୟରତ ଅଧିକାରୀମାନଙ୍କ ଏକ ୭ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ବାଣିଜ୍ୟ କର ଓ ଜିଏସ୍‌ଟି କମିଶନର ସଞ୍ଜୟ କୁମାର ସିଂ ଉଦ୍‌ଘାଟନ କରିଛନ୍ତି । ଆଇଟି, ଇ-କମର୍ସ, ଅର୍ଥ, ବ୍ୟାଙ୍କିଙ୍ଗ ଓ ବୀମା, ଅଡିଟ୍
Read More...

ସ୍ୱାସ୍ଥ୍ୟସେବା ଅନୁଷ୍ଠାନରେ ମାସ୍କ ପରିଧାନ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସ୍ୱାସ୍ଥ୍ୟସେବା ଅନୁଷ୍ଠାନରେ ମାସ୍କ ପରିଧାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । କୋଭିଡ୍ କେସ୍ ବଢିବା ଦୃଷ୍ଟିରୁ ସତର୍କତା ସ୍ୱରୁପ ରାଜ୍ୟର ସମସ୍ତ ସ୍ୱାସ୍ଥ୍ୟସେବା ଅନୁଷ୍ଠାନଗୁଡିକରେ ଡ୍ୟୁଟିରେ ଥିବା ସମୟରେ ସମସ୍ତ ଅଧିକାରୀ, କର୍ମଚାରୀ, ଲ୍ୟାବ୍
Read More...

୨୦୩୦ ସୁଦ୍ଧା ଓଡ଼ିଶାକୁ ସମ୍ପୂର୍ଣ୍ଣ ମ୍ୟାଲେରିଆ ମୁକ୍ତ କରିବାକୁ ସରକାରଙ୍କ ଲକ୍ଷ୍ୟ ଧାର୍ଯ୍ୟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ୨୦୩୦ ସୁଦ୍ଧା ଓଡ଼ିଶାକୁ ସମ୍ପୂର୍ଣ୍ଣ ମ୍ୟାଲେରିଆ ମୁକ୍ତ କରିବାକୁ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ରାଜ୍ୟ ସରକାରଙ୍କ ନିରନ୍ତର ପ୍ରୟାସ ଫଳରେ ୨୦୧୬ରୁ ୨୦୨୨ ମଧ୍ୟରେ ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା ୯୫% କମିଛି । ଦମନ କାର୍ଯ୍ୟକ୍ରମରେ ଦୁର୍ଗମ ଅଞ୍ଚଳରେ
Read More...

ଚାଷୀମାନେ ହେଉଛନ୍ତି ଆମ ଅର୍ଥନୀତିର ଆତ୍ମା : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟର ୩୫ ଲକ୍ଷ ଚାଷୀଙ୍କୁ ୪୪୧ କୋଟି ୭୬ ଲକ୍ଷ ଟଙ୍କାର ସୁଧ ରିହାତି ପ୍ରଦାନ କାର୍ଯ୍ୟକ୍ରମରେ ଯୋଗଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, 'ଚାଷୀମାନେ ହେଉଛନ୍ତି ଆମ ଅର୍ଥନୀତିର ଆତ୍ମା' । ବିନା ସୁଧରେ ଚାଷୀଙ୍କୁ ଋଣ ପ୍ରଦାନ କରିବା କ୍ଷେତ୍ରରେ
Read More...

୪ଟି ଜିଲ୍ଲାର ରୂପାନ୍ତରିତ ହାଇସ୍କୁଲ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫-ଟି ସ୍କୁଲ ରୂପାନ୍ତରଣ ଅଭିଯାନର ୩ୟ ପର୍ଯ୍ୟାୟର ଶୁଭାରମ୍ଭ କରି ଗଞ୍ଜାମ ଜିଲ୍ଲାର ୧୦୬ଟି ହାଇସ୍କୁଲ, ଅନୁଗୁଳର ୮୭ଟି, କେନ୍ଦୁଝରର ୫୭ଟି ଓ ଜଗତସିଂହପୁରର ୧୦୭ଟି ହାଇସ୍କୁଲ ଲୋକାର୍ପିତ କରିଛନ୍ତି । ୩ୟ ପର୍ଯ୍ୟାୟରେ
Read More...