Monthly Archives

April 2023

ବ୍ରାହ୍ମଣୀ ନଦୀରେ ଡଙ୍ଗା ବୁଡି ୨ ନିଖୋଜ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ବ୍ରାହ୍ମଣୀ ନଦୀରେ ବଡ଼ ଅଘଟଣ । ଏକମାଣିଆ – କେରଡ଼ାଗଡ଼ ଘାଟରେ ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ଡ଼ଙ୍ଗା । ଏଥିରେ ୨ ଜଣ ନିଖୋଜ ହୋଇଯାଇଥିବା ସୂଚନା ମିଳିଛି । ମିଳିଥିବା ଖବର ଅନୁଯାୟୀ, ଡଙ୍ଗାରେ ୨୫ ଜଣ ଯାତ୍ରୀ ଥିଲେ । କେରଡ଼ାଗଡ ଘାଟ ନିକଟରେ
Read More...

ତୃତୀୟ ପର୍ଯ୍ୟାୟରେ 5T ସ୍କୁଲ ରୂପାନ୍ତରଣ ଉଦ୍‌ଘାଟନ ଅବସରରେ କୁଶକେଲା ପଞ୍ଚାୟତର ୨ଟି ସ୍କୁଲ ଲୋକାର୍ପିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ କୁଶକେଲା ଗ୍ରାମ ପଞ୍ଚାୟତର ଲିମପଡା ଓ କୁଶକେଲା ଗ୍ରାମର ୨ଟି 5T ସ୍କୁଲର ବୁଧବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନସ୍‌ ମାଧ୍ୟମରେ ଶୁଭାରମ୍ଭ କରିଛନ୍ତି । କୁଶକେଲା ପଞ୍ଚାୟତରେ ୨ଟି 5T ସ୍କୁଲ
Read More...

କେନ୍ଦ୍ରାପଡା ଗସ୍ତରେ ଯିବେ ୫ଟି ସଚିବ

କେନ୍ଦ୍ରାପଡା : ରାଜ୍ୟ ସରକାରଙ୍କ ୫-ଟିସଚିବ ଭି.କେ. ପାଣ୍ଡିଆନ୍ ଆଜି ଦୁଇ ଦିନିଆ କେନ୍ଦ୍ରାପଡା ଗସ୍ତରେ ଆସୁଛନ୍ତି । ଜିଲ୍ଲାପ୍ରଶାସନ ପକ୍ଷରୁ ହସ୍ତଗତ ହୋଇଥିବା କାର୍ଯ୍ୟସୂଚୀ ଅନୁଯାୟୀ ଆଜି ପୂର୍ବାହ୍ନ ୧୧ ଟାରେ ୫-ଟି ସଚିବ ଜମଧର ଠାରେ ପହଁଚି ନିର୍ମାଣାଧୀନ ଶୀତଳଭଣ୍ଡାର କାର୍ଯ୍ୟ
Read More...

ସଡକ ଦୁର୍ଘଟଣାରେ ଦୁଇ କିନ୍ନର ଗୁରୁତର

ବାରିପଦା : ବାରିପଦାର ମଞ୍ଚାବନ୍ଧା ଠାରେ ବିଳମ୍ବିତ ରାତିରେ ଘଟିଛି ସଡ଼କ ଦୁର୍ଘଟଣା । ମଞ୍ଚାବନ୍ଧା ଠାରେ ଜାତୀୟ ରାଜପଥ କଡ଼ରେ ଛିଡା ହୋଇଥିବା ଦୁଇ ଜଣ କିନ୍ନରଙ୍କୁ ଧକ୍କା ଦେଇଛି ଏକ ବୋଲେରୋ ଗାଡି । ଫଳରେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ତେବେ କେଉଁ କାରଣରୁ ଦୁର୍ଘଟଣା ଘଟିଛି ସ୍ପଷ୍ଟ
Read More...

ଫୁଲକିମୁଣ୍ଡାରେ ଜିଲ୍ଲାସ୍ତରୀୟ ରୂପାନ୍ତରିତ ବିଦ୍ୟାଳୟ ଲୋକାର୍ପଣ ଉତ୍ସବ

ଖପ୍ରାଖୋଲ, (ଅଶୋକ ବାଗ) : ରାଜ୍ୟ ସରକାର ବିଦ୍ୟାଳୟ ଗୁଡ଼ିକର ରୂପାନ୍ତରଣ କାର୍ଯ୍ୟକ୍ରମ କରିଛନ୍ତି । ତୃତୀୟ ପର୍ଯ୍ୟାୟରେ ବଲାଙ୍ଗିର ଜିଲ୍ଲାରେ ୧୦୦ଟି ରୂପାନ୍ତରିତ ବିଦ୍ୟାଳୟର ଲୋକାର୍ପଣ ହୋଇଥିବା ବେଳେ ଖପ୍ରାଖୋଲ ବ୍ଲକରୁ ୮ଟି ସ୍କୁଲ ଯଥା ଫୁଲକିମୁଣ୍ଡା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ସହିତ
Read More...

ଭୁବନେଶ୍ୱର ରବିନ୍ଦ୍ର ମଣ୍ଡପରେ ମଂଚସ୍ଥ ହେଲା ବଲାଙ୍ଗିର ‘ଅନ୍ୱେଷଣ’ର ନାଟକ ‘ଅରଣ୍ୟ ଫସଲ’

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦୁଇଜଣ ବାଲ୍ୟବାନ୍ଧବୀ ବିବାହ ପରେ ନିଜ ସ୍ୱାମୀଙ୍କ ସହ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣରେ ଦେଖା ହୋଇଛନ୍ତି ଏକ ଡାକବଙ୍ଗଳାରେ । ପରେ ସେ ସ୍ଥାନରେ ପହଂଚିଛନ୍ତି ଆଉ ଜଣେ ବାଲ୍ୟବାନ୍ଧବୀଙ୍କ ପୁରୁଷ ବନ୍ଧୁ । ପରସ୍ପର ଭେଟ ହେବା ପରେ ବିଭିନ୍ନ ପ୍ରକାର
Read More...

ବଲାଙ୍ଗିର ଓ ବରଗଡ ଜିଲ୍ଲାରେ ଏକ ବିରାଟ ରେଳ ଆନ୍ଦୋଳନ ପାଇଁ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସଜବାଜ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଓ ବରଗଡ ଜିଲ୍ଲାର ରେଳ ଉପଭୋକ୍ତା ସଂଘର ଏକ ମିଳିତ କ୍ରିୟାନୁଷ୍ଠାନ କମିଟିର ବୈଠକ ବଲାଙ୍ଗିର ଜିଲ୍ଲାଠାରେ ଆବାହକ ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମତ ପ୍ରକାଶ ପାଇଥିଲା ଯେ, ଦୀର୍ଘ ୬୦ ବର୍ଷ
Read More...

ସଂସ୍କୃତ ପରିଷଦ ବଲାଙ୍ଗିର ଆନୁକୂଲ୍ୟରେ ଶଙ୍କରାଚାର୍ଯ୍ୟ ଜୟନ୍ତୀ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଯାଦବ ଭବନ ସଭାଗୃହରେ ସଂସ୍କୃତ ପରିଷଦ ବଲାଙ୍ଗିର ତରଫରୁ ନିଳମଣି ମିଶ୍ରଙ୍କ ସଭାପତିତ୍ୱରେ ଆଦି ଶଙ୍କରାଚାର୍ଯ୍ୟ ଜୟନ୍ତୀ ପାଳିତ ହୋଇଯାଇଛି । ଦୀପ ପ୍ରଜ୍ୱଳନ ସମୟରେ ପଣ୍ଡିତ ବ୍ରଜ ବିହାରୀ ତ୍ରିପାଠୀ ମଙ୍ଗଳାଚରଣ ଓ ବେଦପାଠ କରିଥିଲେ । ଡ. ଦୈତାରୀ
Read More...

୫-ଟି ସ୍କୁଲ ରୂପାନ୍ତରଣର ତୃତୀୟ ପର୍ଯ୍ୟାୟର ଦ୍ୱିତୀୟ ଦିନ

ଆଜି ଦ୍ୱିତୀୟ ଦିନରେ ୫ଟି ଜିଲ୍ଲାର ୩୨୮ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତସମୟର ଠିକ୍‌ ଉପଯୋଗ କର, ସବୁବେଳେ ଆଗରେ ରହିବ - ପିଲାଙ୍କୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀମୁଁ ମୁଖ୍ୟମନ୍ତ୍ରୀ ହେବି - କୋରାପୁଟର ଛାତ୍ରୀ ବିଷ୍ଣୁପ୍ରିୟାଆମେ ଏବେ ବଡ ବଡ ସ୍ୱପ୍ନ ଦେଖିପାରୁଛୁ, ଆମର ଆତ୍ମବିଶ୍ୱାସ
Read More...

ଲୋଇସିଂହା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରଠାରେ ସଂକୁଳସ୍ତରୀୟ ଆଚାର୍ଯ୍ୟ ପ୍ରଶିକ୍ଷଣ କର୍ମଶାଳା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ସଂକୁଳସ୍ତରୀୟ ସାମୂହିକ ଆଚାର୍ଯ୍ୟ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମର ଉଦ୍‌ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ପରିଚାଳନା ସଭାପତି ବିମଳ ଚରଣ ହୋତା ଯୋଗ ଦେଇଥିଲେ ।
Read More...