Monthly Archives

April 2023

ଲୋଇସିଂହା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ସଂକୁଳସ୍ତରୀୟ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଉଦ୍‌ଯାପିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରଠାରେ ସଂକୁଳସ୍ତରୀୟ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଉଦ୍‌ଯାପିତ ହୋଇଯାଇଛି । ପ୍ରାତଃ ପର୍ଯ୍ୟାୟରେ ସ୍ଵାଭିମାନ ଦିବସ ପାଳନ କାର୍ଯ୍ୟକ୍ରମରେ ନିତ୍ୟାନନ୍ଦ ପଧାନ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ବିଷୟରେ
Read More...

ପଛୁଆ ବର୍ଗ ସର୍ବେକ୍ଷଣ ଗାଡ଼ିର ଶୁଭାରମ୍ଭ କଲେ ଗଞ୍ଜାମ ଜିଲ୍ଲାପାଳ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପଛୁଆ ବର୍ଗ ସର୍ବେକ୍ଷଣ ଗାଡ଼ିକୁ ସବୁଜ ପତାକା ଦେଖାଇ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି । ଜିଲ୍ଲା ମହକୁମା ଛତ୍ରପୁର କଲେକଟ୍ରେଟ୍ ପରିସରରେ ଏହି ସଚେତନତା ଗାଡ଼ିର ଶୁଭାରମ୍ଭ ହୋଇଛି । ଉଦ୍‌ଘାଟନୀ
Read More...

ସାମ୍ବାଦିକଙ୍କୁ ଟାର୍ଗେଟ ନକରି ତୁଷୁରା ସହରର ଜବରଦଖଲ ଉଚ୍ଛେଦ କରିବାକୁ ଜିଲ୍ଲାପାଳଙ୍କୁ ଦାବୀ କଲା ଓଡିଶା କର୍ମଜୀବୀ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାମ୍ବାଦିକଙ୍କୁ ଟାର୍ଗେଟ ନକରି ତୁଷୁରା ସହରରେ ବେଆଇନ ଭାବେ ଜବରଦଖଲ କରିଥିବା ଜମିକୁ ଉଚ୍ଛେଦ କରିବାକୁ ଶୁକ୍ରବାର ତୁଷୁରା ତହସିଲଦାର ରବିନ୍ଦ୍ର କୁମାର ପଟେଲଙ୍କ ଜରିଆରେ ବଲାଙ୍ଗିର ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛି ଓଡିଶା କର୍ମଜୀବୀ
Read More...

ମା’ ସାହାଜୀ ଯୁବକ ସଂଘର ରୌପ୍ୟ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଭାବେ ବେଶ ପରିଚିତ ମା' ସାହାଜୀ ଯୁବକ ସଂଘ କପିଲାଭଟାର ୨୫ ବର୍ଷ ପୂର୍ତ୍ତି ଅବସରରେ ରୌପ୍ୟ ଜୟନ୍ତୀ ସମାରୋହ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ସଂଘ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ
Read More...

ଗୋଳାବାରୁଦ କାରଖାନାରେ ଅଘଟଣ : ବିସ୍ଫୋରଣ ଘଟି ୨ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଅନ୍ତର୍ଗତ ବଡ଼ମାଳ ଗୋଳାବାରୁଦ କାରଖାନାରେ ବିସ୍ଫୋରଣ ଘଟି ୨ ଜଣ ଗୁରୁତର ଥିବା ଖବର ମିଳିଛି । ମିଳିଥିବା ସୂଚନା ଅନୁସାରେ ବଡ଼ମାଳ ଗୋଳାବାରୁଦ କାରଖାନାର ୟୁନିଟ ନମ୍ୱର୍ ୩ରେ କାମ ଚାଲୁଥିବା ବେଳେ ହଠାତ୍ କେମିକାଲ ମିଶ୍ରଣ
Read More...

ଦେଶୀମଦ ଜବତ, ୨ ଗିରଫ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁନ୍ତଲା ଥାନା କୁରୁଲ ଗାଁରେ ୨୨ ଲିଟର ଦେଶୀମଦ ଜବତ କରି ଦୁଇଜଣଙ୍କୁ ଗିରଫ୍‌ କରିଛି ପୁଲିସ । ଗିରଫ ଦ୍ୱୟ ହେଲେ ତ୍ରିନାଥ ସେଠ(୩୪) ଏବଂ ଭକ୍ତବନ୍ଧୁ ପଟେଲ (୪୦) । ସୂଚନା ଅନୁସାରେ ଗାଁରେ ଉକ୍ତ ଦୁଇ ଅଭିଯୁକ୍ତ ବେଆଇନ ଭାବେ ମଦ ବିକ୍ରି କରୁଥିବା ଖବର ପାଇ
Read More...

ବ୍ରହ୍ମପୁରର ତେଲୁଗୁ ଝିଅ ଟି.ତୁଲିକା ରେଡ୍ଡୀ ‘ପ୍ରଜ୍ଞା ପ୍ରତିଭା’ ରାଜ୍ୟସ୍ତରୀୟ ସମ୍ମାନରେ ସମ୍ମାନିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ସହରର ରାମହରିନଗର ନିବାସୀ ଟି.ପରିକ୍ଷିତ ରେଡ୍ଡୀ ଓ ଟାଙ୍ଗଣା ପଲ୍ଲୀ ଶ୍ରୀ ନୀଳକଣ୍ଠେଶ୍ୱର ନୋଡାଲ୍ ଉଚ୍ଚ ବିଦ୍ୟାପୀଠର ଶିକ୍ଷୟିତ୍ରୀ ଆର୍.ଜମୁନା ରେଡ୍ଡୀଙ୍କ କନ୍ୟା ଟି.ତୁଲିକା ରେଡ୍ଡୀ ଜଣେ ନୃତ୍ୟାଙ୍ଗନା ଭାବେ ରାଜ୍ୟସ୍ତରୀୟ
Read More...

ଗଞ୍ଜାମ ପୋଲିସ ଜିଲ୍ଲାରେ ଅପରାଧୀଙ୍କୁ ଧରପଗଡ଼ ଉଦ୍ୟମ

୭ ଜଣ ଫେରାର ଅଭିଯୁକ୍ତଙ୍କ ସମ୍ପତ୍ତି ଜବତ ବେଳେ ୪ ଜଣ ଅପରାଧୀ ଆତ୍ମସମର୍ପଣ କରିଛନ୍ତିଗଞ୍ଜାମ ଏସ୍‌ପି ଜଗମୋହନ ମୀନାଙ୍କ ଦୃଢ଼ ପଦକ୍ଷେପ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ହତ୍ୟାକାଣ୍ଡ, ହତ୍ୟା ଉଦ୍ୟମ ଓ ଦୁଷ୍କର୍ମ ଭଳି ବଡ଼ବଡ଼ ଅପରାଧରେ ଜଡ଼ିତ ଘଟଣାରେ ମୋଟ୍ ୬ଟି ପୃଥକ୍‌
Read More...

ସୁକତେଲ ଆଁରେ ବିଲୀନ ଜଙ୍ଗଲ ପରିବେଶ : ଆଂଶିକ କ୍ଷତିଗ୍ରସ୍ତ ଲୋକେ ଆତଙ୍କିତ

ଚୁଡ଼ାପାଲି, (କେପିଏନ୍‌ଏସ୍‌) : ଲୋୟର ସୁକତେଲ ପ୍ରକଳ୍ପ କାର୍ଯ୍ୟ ଏବେ ଆପାତତଃ ଶେଷ ପର୍ଯ୍ୟାୟରେ । ଆଗାମୀ ଜୁଲାଇ ମାସରେ ବନ୍ଧରେ ପାଣି ରଖାଯିବା ନେଇ ସରକାରୀ ସୂତ୍ରରୁ ଜଣାପଡିଛି । ଏସବୁ ଭିତରେ ଏବେ ଜଳମଗ୍ନ ହେଉଥିବା ଅଞ୍ଚଳର ଲକ୍ଷ ଲକ୍ଷ ଗଛ କଟା ଚାଲିଛି । ଏହା ସହିତ ଏହିସବୁ ଅଞ୍ଚଳରେ
Read More...

ପ୍ରାରମ୍ଭ ତାଲିମ ଶିବିର ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଓ ଜିଲ୍ଲା ଶିକ୍ଷା ଏବଂ ତାଲିମ ପ୍ରତିଷ୍ଠାନ, ବଲାଙ୍ଗିରଙ୍କ ସହଭାଗିତାରେ ପରିଚାଳିତ ପ୍ରାରମ୍ଭ ତାଲିମ ଶିବିର ଉଦ୍‌ଯାପିତ ହୋଇଯାଇଛି । ସାଧନ କର୍ମୀ ପ୍ରିୟମ୍ବଦା ଦାସ, ବେଣୁଧର ମାଝୀ, ରଶ୍ମିତା ମହାନ୍ତି ଓ
Read More...