Monthly Archives

March 2023

ଅଭିନେତା ତଥା ନିର୍ଦ୍ଦେଶକ ସତିଶ କୌଶିକଙ୍କ ପରଲୋକ

ମୁମ୍ବାଇ : ବଲିଉଡ ଅଭିନେତା ତଥା ନିର୍ଦ୍ଦେଶକ ସତିଶ କୌଶିକଙ୍କ ପରଲୋକ ହୋଇଛି । ଅନୁପମ ଖେର ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି । ମାତ୍ର ୬୬ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ହୃଦ୍‌ଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି । ସତିଶଙ୍କ ନିକଟତମ ବନ୍ଧୁ ଅନୁପମ ଖେର ସୋସିଆଲ
Read More...

ରାଧାକୃଷ୍ଣ ମନ୍ଦିର ପେଲେସ ଲାଇନଠାରେ ୧୩ତମ ହରିହର ଭେଟ ଉତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ‘କିରଣ’ ଓ ରାଧାକୃଷ୍ଣ ମନ୍ଦିର ତରଫରୁ ୧୩ତମ ହରିହରଙ୍କ ଭେଟ ଓ ଦୋଳ ପୂର୍ଣ୍ଣିମା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଗତ ମଙ୍ଗଳବାର ଦିନ ସନ୍ଧ୍ୟା ଘ.୬ଟା ସମୟରେ ସୁସଜ୍ଜିତ ବିମାନ ଯୋଗେ ଦେବ ଦେବ ମହାଦେବ ଶ୍ରୀହର
Read More...

ବିଶ୍ୱ ମହିଳା ଦିବସ ଓ ହୋଲି ଉତ୍ସବକୁ ନିଆଁରା ଢଙ୍ଗରେ ପାଳିଲା ମାହେଶ୍ୱରୀ ସଂଗଠନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସୂର୍ଯ୍ୟନଗର ସ୍ଥିତ ସ୍ୱଧାର ଗୃହର ଅନ୍ତେବାସୀଙ୍କ ଗହଣରେ ବିଶ୍ୱ ମହିଳା ଦିବସ ଓ ହୋଲି ଉତ୍ସବ ବହୁ ହସଖୁସିରେ ପାଳନ କରାଯାଇଛି । ମାହେଶ୍ୱରୀ ସଂଗଠନ ମହିଳା ଶାଖାର ସହ ସଂଯୋଜିକା କ୍ରିତିକା ଅଗ୍ରୱାଲଙ୍କ ତତ୍ୱାବଧାନରେ ଏକ ବୈଠକ ମଧ୍ୟ ଅନୁଷ୍ଠିତ
Read More...

ପୁରୀ ମାର୍କେଟ କମ୍ପ୍ଲେକ୍ସରେ ନିଆଁ ଲିଭାଇବାକୁ ୧୨ ଫାୟାର ଗାଡି, ୧୬୦ରୁ ଅଧିକ ଅଗ୍ନିଶମ କର୍ମଚାରୀ ନିୟୋଜିତ

ପୁରୀ : ପୁରୀ ମାର୍କେଟ କମ୍ପ୍ଲେକ୍ସ ଓ ସମ୍ରାଟ ହୋଟେଲରେ ନିଆଁ ଲାଗିବା ଘଟଣା । ଅଗ୍ନିଶମ ବିଭାଗ ଡିଜି ସନ୍ତୋଷ ଉପାଧ୍ୟାୟ ଏନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ବର୍ତ୍ତମାନ ୧୨ଟି ଫାୟାର ଗାଡି, ୧୬୦ରୁ ଅଧିକ ଅଗ୍ନିଶମ କର୍ମଚାରୀ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି ।
Read More...

ସୋହେଲାର ତାଣ୍ଡୋଲ ଗ୍ରାମଠାରେ ମାଣ୍ଡିଆ ଖାଦ୍ୟ ମେଳା ଉଦ୍‌ଘାଟିତ

ସୋହେଲା/ବରଗଡ : ସଂପ୍ରତି ବରଗଡ ଜିଲ୍ଲାର ସୋହେଲା ବ୍ଲକରେ ଇତି ମଧ୍ୟରେ ପ୍ରଥମ ବର୍ଷ ପାଇଁ ପ୍ରଥମ କରି ମାଣ୍ଡିଆ ଖାଦ୍ୟ ମେଳା ଉଦ୍‌ଘାଟିତ ହୋଇଯାଇଛି । ଆତ୍ମା ବରଗଡ, ଓଡିଶା ମିଲେଟ୍ସ୍ ମିଶନ ୱାସନ୍‌ର ମିଳିତ ସହାୟତା ତଥା ସ୍ୱେଚ୍ଛାସେବୀ ଅନୁଷ୍ଠାନ ମହାଶକ୍ତି ଫାଉଣ୍ଡେସନର ସହଯୋଗରେ ସୋହେଲା
Read More...

ଗଞ୍ଜେଇ ଜବତ, ୧ ଗିରଫ

ମାଲକାନଗିରି : ମାଲକାନଗିରି ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଓର୍କେଲ ଥାନା ଅଞ୍ଚଳରେ ଚଢ଼ାଉ କରାଯାଇ ଚୋରା ଚାଲାଣ ପାଇଁ ରଖାଯାଇଥିବା ୩୨୦କେଜି ଗଞ୍ଜେଇ ଜବତ କରାଯିବା ସହିତ ଜଣକୁ ଗିରଫ କରାଯାଇଥିବା ଜଣାପଡିଛି । ସୂଚନା ଅନୁସାରେ ଓର୍କେଲ ଥାନା ସ୍ଥିତ ଧାଉଡ଼ାଗୁଡା ଗ୍ରାମର ଜଣେ ବ୍ୟକ୍ତି
Read More...

ଚାବରିପାଲି ଗାଁରେ ଅଭାବନୀୟ ଘଟଣା, ଜ୍ୱାଇଁଙ୍କୁ ପିଟିପିଟି ମାରିଦେଲେ ଶ୍ଵଶୁର ଘର ଲୋକେ

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଭାନପୁର ପଞ୍ଚାୟତ ଅନ୍ତର୍ଗତ ଚାବରିପାଲି ଗ୍ରାମରେ ଜ୍ୱାଇଁଙ୍କୁ ଶ୍ଵଶୁର ଘର ଲୋକେ ପିଟି ପିଟି ମାରିଦେବା ପରେ ଘଟଣାକୁ ଚପାଇ ଦେବା ଉଦ୍ୟମ ବିଫଳ ହୋଇଥିବା ଜଣାପଡିଛି । ଖପ୍ରାଖୋଲ ପୋଲିସ ଜରି ବସ୍ତାରେ ଭର୍ତ୍ତି କରାଯାଇଥିବା
Read More...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୧ ମୃତ, ୨ ଆହତ

ବିଞ୍ଝାରପୁର : ଯାଜପୁର ବରପଦା-କପିଳା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ବିଞ୍ଝାରପୁର ପ୍ରୀତିପୁର ଗ୍ରାମ ପଞ୍ଚାୟତର ଚନ୍ଦନ ଦାସ, ଦିବ୍ୟଜ୍ୟୋତି ମହାନ୍ତି, ବିତନା ପଂଚାୟତର ଧନେଶ୍ୱର ବେହେରା
Read More...

ପୋଖରୀରେ ବୁଡ଼ି ବୃଦ୍ଧଙ୍କ ମୃତ୍ୟୁ

ଚାନ୍ଦବାଲି : ପୋଖରୀରେ ବୁଡ଼ି ୬୩ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ବୃଦ୍ଧ ଜଣକ ହେଉଛନ୍ତି ଚାନ୍ଦବାଲି ବଡ଼ଓସ୍ତିଆ ପଞ୍ଚାୟତ କିମିରପଡା ଗ୍ରାମର ବାନାମ୍ବର ଦାସ । ବୃଦ୍ଧ ଜଣକ ଘର ପାଖରେ ଥିବା ପୋଖରୀକୁ ଶୌଚ ହେବା ପାଇଁ ଯାଇଥିଲେ । ତାଙ୍କ ମୁଣ୍ଡ ବୁଲାଇବାରୁ ସେ
Read More...

ବେଆଇନ କଫ୍‌ ସିରଫ୍‌ ଓ ନିଶା ଟାବ୍‌ଲେଟ୍‌ ବେପାରୀକୁ ଧରିଲା ବଲାଙ୍ଗିର ଟାଉନ୍‌ ପୁଲିସ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଉପରମୁହାଁ ବେଆଇନ ଦେଶୀ ବିଦେଶୀ ମଦ କାରବାର ତଥା ବେଆଇନ କଫ୍‌ ସିରଫ୍‌ ଓ ନିଶା ଟାବ୍‌ଲେଟ୍‌ ବେପାରକୁ ଦମନ କରିବା ପାଇଁ ବଲାଙ୍ଗିର ପୁଲିସ ରୀତିମତ ଚଢ଼ାଉ ଜାରି ରଖିଛି । ପ୍ରତ୍ୟହ ଚାଲିଛି ଧରପଗଡ଼, ଚଢ଼ାଉ । କିନ୍ତୁ ତଥାପି ଆହୁରି ଆହୁରି
Read More...