Monthly Archives

March 2023

ଭାରସାମ୍ୟ ହରାଇ ଓଲଟିପଡିଲା ପିକ୍‌ଅପ୍ ଭ୍ୟାନ୍

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥରେ ଏକ ସଡକ ଦୁର୍ଘଟଣା ଘଟିଥିବା ଜଣାପଡିଛି । ତୁରୁମୁଙ୍ଗା ବଜାର ଉପରେ ଭାରସାମ୍ୟ ହରାଇ ଓଲଟିପଡିଲା ଏକ ଗଦି ଓ ସଫାସେଟ୍ ବୋଝେଇ ପିକଅପ୍ ଭ୍ୟାନ୍ । ଦୁର୍ଘଟଣାରେ ଗାଡିର ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ
Read More...

ଭଦ୍ରକରେ ମାତୃଭୂମି ପାଇଁ ଗଣଦୌଡ଼

ଭଦ୍ରକ : ଭଦ୍ରକରେ ଆରମ୍ଭ ହୋଇଛି ରାମ ନବମୀର ମାହୋଲ । ସମଗ୍ର ସହର ଗୈରିକମୟ ହୋଇଛି । ଉକ୍ତ ମହୋତ୍ସବର ଆଦ୍ୟପର୍ବ ଭାବେ ଆଜି ମାତୃଭୂମି ପାଇଁ ଗଣଦୌଡ଼ ଅନୁଷ୍ଠିତ ହୋଇଛି । ହଜାର ହଜାର ଯୁବକ, ଯୁବତୀ ଏହି ଗଣଦୌଡ଼ରେ ଭାଗ ନେଇଛନ୍ତି । ଏହା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ ଆରମ୍ଭ ହୋଇ
Read More...

ବିଦ୍ୟୁତ୍ ସର୍ଟସର୍କିଟ୍‌ ଯୋଗୁଁ ଜଳିଗଲା ୧୭ ବଖରା ଘର

ବାଲେଶ୍ୱର: ବିଦ୍ୟୁତ୍ ସର୍ଟସର୍କିଟ୍‌ ଯୋଗୁଁ ଜଳିଗଲା ୧୭ ବଖରା ଘର । ବାସହରା ହେଲେ ୯ ପରିବାରର ୪୦ ସଦସ୍ୟ । ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ବିଦ୍ୟାଧରପୁର ଗ୍ରାମରେ । ୧୭ ବାଖରା ଘର ଜଳିବା ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି । ଧାନ,
Read More...

ଗଞ୍ଜେଇ ଜବତ : ୩ ଗିରଫ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ କଳିଙ୍ଗ ଘାଟି ନିକଟରୁ ୨୫ କେଜି ଗଞ୍ଜେଇ ଜବତ ହୋଇଥିବା ଜଣାପଡିଛି । ଶନିବାର ଅବକାରୀ ବିଭାଗ ଚଢ଼ାଉ କରି ଏହି ଗଞ୍ଜେଇ ଜବତ କରିଛି । ଏହି ଘଟଣାରେ ତିନି ଜଣ ଚୋରା ଗଞ୍ଜେଇ ବେପାରୀଙ୍କୁ ଗିରଫ କରାଯାଇଛି ।
Read More...

ବିପର୍ଯ୍ୟୟ ବିପତ୍ତି ହ୍ରାସ ପାଇଁ ଜାତୀୟ ମଞ୍ଚର ତୃତୀୟ ଅଧିବେଶନରେ ଉଦଯାପନୀ ସମାରୋହକୁ ସମ୍ବୋଧିତ କଲେ…

• ପ୍ରଧାନମନ୍ତ୍ରୀଙ୍କ ପରିକଳ୍ପନା ଅନୁରୂପ ବିପର୍ଯ୍ୟୟ ବିପତ୍ତି ହ୍ରାସ ଓ ପରିଚାଳନା ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି : ପି.କେ ମିଶ୍ର• ‘‘ପ୍ରଧାନମନ୍ତ୍ରୀଙ୍କ ୧୦ ସୂତ୍ରୀ ଏଜେଣ୍ଡାରେ ସ୍ଥାନୀୟ କ୍ଷମତା ଓ ରଣନୀତି ପ୍ରସ୍ତୁତି ଏବଂ ବିଶେଷ କରି ବିପର୍ଯ୍ୟୟ ବିପତ୍ତି ପରିଚାଳନାରେ ମହିଳାଙ୍କ
Read More...

ବଜେଟ ପର ‘ପିଏମ ବିଶ୍ୱକର୍ମା କୌଶଳ ସମ୍ମାନ’ ୱେବିନାରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

“ପିଏମ ବିଶ୍ୱକର୍ମା ଯୋଜନା କାରିଗର ଓ କ୍ଷୁଦ୍ର ବ୍ୟବସାୟ ସହ ସଂଶ୍ଳିଷ୍ଟ ବ୍ୟକ୍ତିମାନଙ୍କୁ ସାହାଯ୍ୟ କରିବ”“ଚଳିତ ବର୍ଷ ବଜେଟରେ ପିଏମ ବିଶ୍ୱକର୍ମା ଯୋଜନା ଘୋଷଣା ପ୍ରତ୍ୟକଙ୍କ ଧ୍ୟାନ ଆକର୍ଷଣ କରିଛି”“କ୍ଷୁଦ୍ର କାରିଗର ସ୍ଥାନୀୟ ହସ୍ତକଳା ଉତ୍ପାଦନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ
Read More...

ଆସନ୍ତା ମାର୍ଚ୍ଚ ୨୬ରେ ଗାନ୍ଧୀ ସେବାସଙ୍ଘ ସ୍ମାରକୀ ସମ୍ମିଳନୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବେରବୋଇ ଗାନ୍ଧୀପୀଠ ଠାରେ ଆସନ୍ତା ମାର୍ଚ୍ଚ ୨୬ ତାରିଖରେ ଗାନ୍ଧୀ ସ୍ମାରକୀ ସମିତି, ବେରବୋଇ ପକ୍ଷରୁ ଗାନ୍ଧୀ ସେବାସଙ୍ଘ ସ୍ମାରକୀ ସମ୍ମିଳନୀ-୨୦୨୩ ଅନୁଷ୍ଠିତ ହେବ । ପ୍ରକାଶ ଥାଉକି, ୧୯୩୮ ମସିହା ମାର୍ଚ୍ଚ ୨୫ରୁ ୩୧ ତାରିଖ
Read More...

ଛତ୍ରପୁରରେ ଅନୁଷ୍ଠିତ ସାରସ୍ୱତ ସାମାରୋହରେ ତ୍ରିନାଥ ନାୟକଙ୍କ ଜୀବନୀ ଗ୍ରନ୍ଥ ଲୋକାର୍ପିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଭାଷା, ସାହିତ୍ୟ, କଳା ଓ ସଂସ୍କୃତି ବିକାଶ ପରିଷଦ, ବ୍ରହ୍ମପୁର ଆନୁକୂଲ୍ୟରେ ଏବଂ ଓଡ଼ିଆ ସାହିତ୍ୟ ସଂସ୍କୃତି ବିକାଶ ପ୍ରତିଷ୍ଠାନ ଓ ଛତ୍ରପୁର ସାହିତ୍ୟ ସଂସଦର ମିଳିତ ସହଯୋଗରେରେ ଛତ୍ରପୁର ପବ୍ଲିକ ସ୍କୁଲ ସମ୍ମିଳନୀ ଗୃହରେ
Read More...

ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ତରଫରୁ ନାରୀ ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସାମାଜିକ ଅନୁଷ୍ଠାନ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ତରଫରୁ ବଲାଙ୍ଗିର ଜିଲ୍ଲାର ସମାଜସେବୀକା, ସଂଗଠନ ତଥା ପ୍ରତିଭା ସମ୍ପନ୍ନ ମହିଳାମାନଙ୍କୁ ନାରୀ ପ୍ରତିଭା ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି । ଏହି କାର୍ଯ୍ୟକ୍ରମ ସ୍ଥାନୀୟ ଟାଉନ ବାଳିକା ଉଚ୍ଚ
Read More...

ସାଂପ୍ରତିକ ସମାଜରେ ଶିକ୍ଷକଙ୍କ ଭୂମିକା ଶୀର୍ଷକ ଆଲୋଚନାଚକ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ, ବଲାଙ୍ଗିର ଜିଲ୍ଲା ଆନୁକୂଲ୍ୟରେ ବଲାଙ୍ଗିର ସହରର ମିଶନଙ୍କ ପାଉଣ୍ଡ ସ୍ଥିତ କମ୍ୟୁନିଟି ହଲ୍‌ଠାରେ ଏହି ଶୈକ୍ଷିକ ଆଲୋଚନାଚକ୍ରଟି ଆଚାର୍ଯ୍ୟ ନରେଶ ମାଥ୍ୟୁସଙ୍କ ସଭାପତିତ୍ୱ ଓ ମୁଖ୍ୟ ଅତିଥି ସ୍ୱଲପୁର ଧର୍ମାଞ୍ଚଳର
Read More...