ଟ୍ରେନ୍ ଧକ୍କାରେ ମହିଳା ମୃତ
ଢେଙ୍କାନାଳ : ଟ୍ରେନ୍ ଧକ୍କାରେ ଜଣେ ୪୦ ବର୍ଷୀୟ ମହିଳାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତ ମହିଳା ଜଣକ ହେଲେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ପଥରଖମ୍ବ ଗାଁର ବନିତା ବିଶ୍ୱାଳ । ବନିତା ସକାଳୁ ସକାଳୁ ଘରୁ ବାହାରି ମୁକ୍ତାପଶି ଗାଁକୁ ମେଡିସିନ୍ ଆଣିବାକୁ ଯାଉଥିଲେ । ଏହି!-->…
Read More...
Read More...