ବଲାଙ୍ଗିର ଓ.ୟୁ.ଜେର କର୍ମକର୍ତ୍ତା ନିର୍ବାଚନ : ପ୍ରଦୀପ୍ତ ସଭାପତି, ଅଭୟ ସମ୍ପାଦକ
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସହର ସ୍ଥିତ ସାମ୍ବାଦିକ ଭବନ ଠାରେ ଓଡିଶା ସାମ୍ବାଦିକ ସଂଘ ଓ.ୟୁ.ଜେ ବଲାଙ୍ଗିର ଶାଖାର ସାଧାରଣ ପରିଷଦ ବୈଠକ ଓ କର୍ମକର୍ତ୍ତା ନିର୍ବାଚନ ହୋଇଯାଇଛି । ଆଗାମୀ ଦୁଇ ବର୍ଷ ପାଇଁ ସଭାପତି ଭାବରେ ପ୍ରଦୀପ୍ତ କୁମାର ମିଶ୍ର (ବଦ୍ରୀ), ସାଧାରଣ ସମ୍ପାଦକ!-->…
Read More...
Read More...