Monthly Archives

February 2023

ସ୍ୱସ୍ତି ସାହିତ୍ୟ ସଂସଦର କଥା କବିତାୟନ ଆସନ୍ତା ୧୧ ଓ ୧୨ ତାରିଖରେ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ୱସ୍ତି ସାହିତ୍ୟ ସଂସଦର ୪୨ତମ ବାର୍ଷିକୋତ୍ସବ ଅବସରରେ କଥା କବିତାୟନ ୨୦୨୩ ଆସନ୍ତା ୧୧ ଓ ୧୨ ତାରିଖ ଦୁଇଦିନ ଧରି ଅନୁଷ୍ଠିତ ହେବ ବୋଲି ସଂସଦ ତରଫରୁ ଛେଣ୍ଡ ସ୍ଥିତ ଗୋପବନ୍ଧୁ ପାଠାଗାରଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ସଂସଦର ସଭାପତି
Read More...

ଲାୟନ୍ସ ଭୋକେସନାଲ ପବ୍ଲିକ ସ୍କୁଲରେ ବାର୍ଷିକ କ୍ରୀଡା ଉତ୍ସବ ଉଦ୍‌ଘାଟିତ

ପାଟଣାଗଡ଼, (ସଦାଶିବ ସରାଫ) : ପାଟଣାଗଡ଼ ସ୍ଥିତ ସର୍ବପୁରାତନ ଘରୋଇ ସ୍କୁଲ ଲାୟନ୍ସ ଭୋକେସନାଲ ପବ୍ଲିକ ସ୍କୁଲ ପରିସରରେ ବାର୍ଷିକ କ୍ରୀଡା ଉତ୍ସବ ଉତ୍ସାହ ଉଦ୍ଦୀପନା ସହ ଅନୁଷ୍ଠିତ ହୋଇଯାଇଛି । ଏହି କ୍ରୀଡା ଉତ୍ସବକୁ ସ୍କୁଲର ସଭାପତି ତଥା ଲାୟନ୍ସ କ୍ଲବର ସଭାପତି କେଶବ ଛାପାଡ଼ିଆ
Read More...

ନିର୍ମାଣ ସାମଗ୍ରୀ ଲୁଟ୍‌ ନେଇ ଫାଣ୍ଡିରେ ଅଭିଯୋଗ

ଡେଲାଙ୍ଗ, (ଦିଲ୍ଲିପ କୁମାର ଧାଉଡିଆ) : ଘନିପୁର ଗ୍ରାମର ଉଜ୍ଜିର ମହମ୍ମଦଙ୍କ ଗୋପପାଟଣା ମୌଜାରେ ନିର୍ମାଣାଧୀନ ଘରର କାନ୍ଥ, ସୁରକ୍ଷା ଖୁଣ୍ଟ ଭାଙ୍ଗିବା ସହ ଜମା ରଖିଥିବା ଲକ୍ଷାଧିକ ଟଙ୍କାର ଲୁହା ରଡ଼ ଦୁର୍ବୃତ୍ତମାନେ ମଙ୍ଗଳବାର ରାତିରେ ଚୋରି କରିଥିବା ନେଇ ଡେଲାଙ୍ଗ ହାଟ ଫାଣ୍ଡିରେ
Read More...

ପାଟଣାଗଡ଼ରେ ନୂତନ ଏଚ୍‌ଡ଼ିଏଫ୍‌ସି ବ୍ୟାଙ୍କ ଉଦ୍‌ଘାଟିତ

ପାଟଣାଗଡ଼, (ସଦାଶିବ ସରାଫ) : ପାଟଣାଗଡ଼ ସହରରେ ଏକ ନୂତନ ଏଚ୍‌ଡ଼ିଏଫ୍‌ସି ବ୍ୟାଙ୍କ ଉଦ୍‌ଘାଟିତ ହୋଇଯାଇଛି । ଏହି ନୂତନ ଶାଖାକୁ ପାଟଣାଗଡ଼ ବିଡ଼ିଓ ସୁମନ୍ତ କୁମ୍ଭାର ଫିତା କାଟିବା ସହ ପ୍ରଦୀପ ପ୍ରଜ୍ୱଳନ କରି ଶୁଭ ଉଦ୍‌ଘାଟନ କରିଥିଲେ । ଏହି ଶାଖା ଓଡ଼ିଶାର ୧୯୭ତମ ବ୍ରାଞ୍ଚ ହୋଇଥିବା
Read More...

ଅଟୋକୁ ଧକ୍କା ଦେଲା ଇଟା ବୋଝେଇ ଟ୍ରାକ୍ଟର, ଛାତ୍ରଛାତ୍ରୀ ଆହତ

ସାନଖେମୁଣ୍ଡି : ଅଟୋକୁ ଧକ୍କା ଦେଲା ଇଟା ବୋଝେଇ ଟ୍ରାକ୍ଟର । ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇଛି । ଆଜି ସକାଳ ସାଢେ ୯ଟାରେ ଛଣମେରି ସ୍ଥିତ ସାନଖେମୁଣ୍ଡି ଆଦର୍ଶ ବିଦ୍ୟାଳୟକୁ ଏକ ଅଟୋ ୮ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ବେଳେ ପାଟପୁର
Read More...

ଖୋର୍ଦ୍ଧା ରୋଡ-ବଲାଙ୍ଗିର ରେଳପଥ ପ୍ରକଳ୍ପ : ହୃଦୟ ଖୋଲା ବଜେଟ ଘୋଷଣା ହେଲେ ଖର୍ଚ୍ଚ ବେଳକୁ କୁନ୍ଥୁ କୁନ୍ଥୁ, ଗତ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚଳିତ ବଜେଟରେ ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ପାଇଁ ରେକର୍ଡ ପରିମାଣ ଅର୍ଥ ୧୫୯୯ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଗତ ଆର୍ଥିକ ବର୍ଷ ତଥା ୨୨-୨୩ ବଜେଟରେ ୮୯୧ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିଲା ଓ ୨୧-୨୨ ଆର୍ଥିକ ବର୍ଷରେ ୧୦୦୦ କୋଟି ୫୦ ଲକ୍ଷ ଟଙ୍କା
Read More...

ଭାରସାମ୍ୟ ହରାଇ ଓଲଟିଲା ମିନି ଟ୍ରକ୍, ୩୦ରୁ ଉର୍ଦ୍ଧ୍ଵ ଗୁରୁତର

ରାଉରକେଲା, (ସସ୍ମିତା ପ୍ରଧାନ) : ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ଡୋଲାକୁଦର ରାସ୍ତାରେ ଏକ ମିନି ଟ୍ରକ୍ ଭାରସାମ୍ୟ ହରାଇ ଓଲଟି ପଡ଼ିଥିବା ଜଣାପଡିଛି । ଏହି ଦୁର୍ଘଟଣାରେ ୩୦ରୁ ଉର୍ଦ୍ଧ୍ଵ ଶ୍ରମିକ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
Read More...

ଆସନ୍ତା ୨୦ରୁ ନବମ ଏସ୍‌ଏ-୨ ପରୀକ୍ଷା, ସୂଚନା ୱେବ୍‌ସାଇଟ୍‌ରେ ଉପଲବ୍ଧ କଲା ବୋର୍ଡ

କଟକ : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ନବମ ଶ୍ରେଣୀ ସମେଟିଭ୍‌ ଆସେସମେଣ୍ଟ(ଏସ୍‌ଏ)-୨ ପରୀକ୍ଷା ଆସନ୍ତା ୨୦ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଏସ୍‌ଏ-୧ ପରୀକ୍ଷା ପରି ଏସ୍‌ଏ-୨ ପରୀକ୍ଷା ମଧ୍ୟ ଛାତ୍ରଛାତ୍ରୀମାନେ ନିଜ ସ୍କୁଲ୍‌ରେ ଦେବେ । ପରୀକ୍ଷା ପରିଚାଳନା,
Read More...

ମନ୍ତ୍ରୀଙ୍କୁ କିଏ ଲଗାଇଲା ବିଛୁଆତି : କୁଣ୍ଡାଇ କୁଣ୍ଡାଇ ଅଥା, ଭିଡିଓ ଭାଇରାଲ

ଭୋପାଳ : ମଧ୍ୟପ୍ରଦେଶ ସରକାରଙ୍କ ପିଏଚ୍‌ଇ ରାଜ୍ୟ ମନ୍ତ୍ରୀ ବ୍ରିଜେନ୍ଦ୍ର ସିଂ ଯାଦବ ତାଙ୍କ ନିର୍ବାଚନ ମଣ୍ଡଳୀରେ ବିକାଶ ଯାତ୍ରା ସମୟରେ କିଏ ତାଙ୍କୁ ବିଛୁଆତି ଲଗାଇ ଦେଇଥିଲା । ଏହା ପରେ ମନ୍ତ୍ରୀ କୁଣ୍ଡାଇ କୁଣ୍ଡାଇ ଅଥା । ସ୍ଥିତି ଏଭଳି ହେଲା ଯେ, ମନ୍ତ୍ରୀଙ୍କୁ କୁର୍ତ୍ତା ଉତାରିବାକୁ
Read More...

‘ବିଜେପି ଡବଲ୍ ଗେମ୍ ଖେଳୁଛି’ : ବେଙ୍ଗଲ ବିଭାଜନ ବିରୋଧରେ ପ୍ରସ୍ତାବ ଆଣିବ ଟିଏମସି, ୪୮ ଘଣ୍ଟାର…

କୋଲକାତା : ପଶ୍ଚିମବଙ୍ଗ ବଜେଟ୍ ଅଧିବେଶନର ପ୍ରଥମ ଦିନରେ ତୃଣମୂଳ କଂଗ୍ରେସ (ଟିଏମସି) ଭାରତୀୟ ଜନତା ପାର୍ଟି (ବିଜେପି)କୁ ଉତ୍ତର ବେଙ୍ଗଲ ପାଇଁ ଅଲଗା ରାଜ୍ୟ ଦାବୀ ଉପରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ କହିଛି । ବଙ୍ଗଳା ବିଭାଜନ ବିରୋଧରେ ବିଧାନସଭାରେ ଏକ ପ୍ରସ୍ତାବ ଆଣିବାକୁ ଟିଏମସି
Read More...