Monthly Archives

February 2023

ବିବାହ ପ୍ରୋସେସନ୍‌ରେ ବୋହିଲା ରକ୍ତ ନଦୀ, କନ୍ୟାପକ୍ଷଙ୍କୁ ଛୁରୀ ଭୁସିଦେଲେ ବରଯାତ୍ରୀ

ତୁରେକେଲା, (କୈଳାସ ସଗ୍ରିଆ) : ବିବାହ ପ୍ରୋସେସନ୍‌ରେ ବୋହିଲା ରକ୍ତ ନଦୀ, କନ୍ୟାପକ୍ଷଙ୍କୁ ଛୁରୀ ଭୁସିଦେଲେ ବରଯାତ୍ରୀ । ସୂଚନା ଅନୁସାରେ ତୁରକେଲା ଥାନା ମୁରିବାହାଲ ଗାଁରେ ଗତକାଲି ଏକ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା । ବିଳମ୍ୱିତ ରାତି ରାୟପୁର କୁକୁରବେଡ଼ା ଗାଁରୁ ଆସିଥିବା
Read More...

୨ ଦିନିଆ କୋରାପୁଟ ଗସ୍ତରେ ମୁଖ୍ୟ ଶାସନ ସଚିବ

ଜୟପୁର : ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଦୁଇ ଦିନିଆ କୋରାପୁଟ ଜିଲ୍ଲା ଗସ୍ତରେ ଆସିଛନ୍ତି । ଆଜି ଅପରାହ୍ନରେ ଜୟପୁର ଏୟାରପୋର୍ଟରେ ଓହ୍ଲାଇ ବିମାନ ବନ୍ଦର ପରିଦର୍ଶନ କରିଛନ୍ତି । ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିର୍ମାଣଧିନ ୭ ମହଲା କୋଠା ବୁଲି ଦେଖିଛନ୍ତି ।
Read More...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ମହିଳା ମୃତ

ବିଞ୍ଝାରପୁର : ବିଞ୍ଝାରପୁର ବ୍ଲକ ମଇଁନ୍ଦା ପେଟ୍ରୋଲ ପମ୍ପ ନିକଟରେ ଶାଶୁ ଓ ବୋହୂ ସ୍କୁଟିରେ ଆସୁଥିବା ବେଳେ ହାଇୱା ଧକ୍କାରେ ଶାଶୁଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ମହିଳା ଜଣକ ଚନ୍ଦ୍ରମୁଁ ପଞ୍ଚାୟତ ବାଣପୁର ଗ୍ରାମର ସ୍ଵର୍ଣ୍ଣଲତା ରାଉତ ବୋଲି ଜଣାପଡ଼ିଛି । ଘଟଣା ପରେ ସ୍ଥାନୀୟ
Read More...

ପରିବହନ ମନ୍ତ୍ରୀଙ୍କ ମାଲକାନଗିରି ଗସ୍ତ

ମାଲକାନଗିରି : ବାଣିଜ୍ୟ ଏବଂ ପରିବହନ ମନ୍ତ୍ରୀ ଟୁକୁନି ସାହ ଓ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ ମାଲକାନଗିରି ଗସ୍ତକରି ନିର୍ମାଣଧୀନ ଏୟାରଷ୍ଟ୍ରିପ କାର୍ୟ୍ୟ ତ୍ୱରାନ୍ୱିତ ନେଇ ସମୀକ୍ଷା କରିଛନ୍ତି । ଜିଲ୍ଲାପାଳ ବିଶାଲ ସିଂ ଏୟାରଷ୍ଟ୍ରିପ କାର୍ୟ୍ୟର ଅଗ୍ରଗତି ବିଷୟରେ ସମସ୍ତ ସୂଚନା ପ୍ରଦାନ
Read More...

ବିଦ୍ୟୁତ ଆଘାତରେ ଯୁବକ ମୃତ

ଭୋଗରାଇ : ବିଦ୍ୟୁତ ଆଘାତରେ ଜନୈକ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ଯୁବକ ଜଣକ ହେଲେ ବାଲେଶ୍ଵର ଜିଲ୍ଲା ଭୋଗରାଇ ଥାନା ଦେହୁର୍ଦ୍ଦା ପଞ୍ଚାୟତ ଅନ୍ତର୍ଗତ ଦେହୁର୍ଦ୍ଦା ଗ୍ରାମର ହୃଷିକେଶ ଦାସ (୨୦) । ସୂଚନା ଅନୁସାରେ ହୃଷିକେଶ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ଲୋକଙ୍କ ଘରେ ବିଦ୍ୟୁତ
Read More...

ଜିଲ୍ଲାସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ବାରପୁଡୁଗିଆ ଗ୍ରାମ ସ୍ଥିତ ହାୱା ଗାର୍ଡେନ ଖେଳ ପଡିଆରେ ଜିଲ୍ଲାସ୍ତରୀୟ ଖେଳ ପ୍ରତିଯୋଗିତା ନେହେରୁ ଯୁବକେନ୍ଦ୍ର ସହାୟତାରେ ସିଦ୍ଧାଶ୍ରମ ସେବା ପ୍ରତିଷ୍ଠାନ ଆନୁକୂଲ୍ୟରେ ଉଦ୍‌ଯାପିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ନାଗରିକ
Read More...

ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ ବାର୍ଷିକ ଉତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ମହାବିଦ୍ୟାଳୟରେ ବାର୍ଷିକ ଉତ୍ସବ ପରିଚାଳନା କମିଟିର ସଭାପତି ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସଭା ପ୍ରାରମ୍ଭରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଲଳିତେଣ୍ଡୁ ନାୟକ ସ୍ୱାଗତ ସମ୍ବର୍ଦ୍ଧନା ଦେବା ସହ ଅତିଥି
Read More...

୨ ଦିନିଆ କୋରାପୁଟ ଗସ୍ତରେ ମୁଖ୍ୟ ଶାସନ ସଚିବ

ଜୟପୁର : ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଦୁଇ ଦିନିଆ କୋରାପୁଟ ଜିଲ୍ଲା ଗସ୍ତରେ ଆସିଛନ୍ତି । ଆଜି ଅପରାହ୍ନରେ ଜୟପୁର ଏୟାରପୋର୍ଟରେ ଓହ୍ଲାଇ ବିମାନ ବନ୍ଦର ପରିଦର୍ଶନ କରିଛନ୍ତି । ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିର୍ମାଣାଧିନ ୭ ମହଲା କୋଠା ବୁଲି ଦେଖିଛନ୍ତି ।
Read More...

ମୃତ ସାମ୍ବାଦିକଙ୍କ ପରିବାରକୁ ୧୫ ଲକ୍ଷ ଅନୁକମ୍ପା ରାଶି ପ୍ରଦାନ

ରାଉରକେଲା, (ସସ୍ମିତା ପ୍ରଧାନ) : କୋଭିଡ୍‌ ମହାମାରୀରେ ପ୍ରାଣ ହରାଇଥିବା ବଣାଇର ସାମ୍ବାଦିକ ତପନ ମଲ୍ଲିକଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଯାଇଛି । ଅନଲାଇନ ମାଧ୍ୟମରେ ଦିଆଯାଇଥିବା ସହାୟତା ରାଶିର ପ୍ରମାଣ ପତ୍ରକୁ ଆଜି ସୁନ୍ଦରଗଡ
Read More...

ମାଗଣା ଚକ୍ଷୁ ପରୀକ୍ଷା ଓ ଚିକିତ୍ସା ଶିବିର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜ୍ଞାନ ବିହାର ବିଦ୍ୟାପୀଠ, ଆଦର୍ଶପଡା, ବଲାଙ୍ଗିର ଓ ସୁପ୍ରିମ୍ ଟାସ୍କ ଜେନେରାଲ ହସ୍ପିଟାଲ, ନେତ୍ର ନିକେତନ, ବଲାଙ୍ଗିରଙ୍କ ମିଳିତ ଉଦ୍ୟମରେ କଲେଜଛକ ସ୍ଥିତ ସାଇ ମନ୍ଦିରଠାରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଓ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି ।
Read More...