Monthly Archives

January 2023

ଖଣ୍ଡଗିରି ମେଳା ଓ ଯାତ୍ରା ଉତ୍ସବ ପାଇଁ ଗାଇଡଲାଇନ୍‌ ଜାରି କଲା ବିଏମ୍‌ସି

ଭୁବନେଶ୍ୱର : ଖଣ୍ଡଗିରି ମେଳା ଓ ଯାତ୍ରା ଉତ୍ସବ ପାଇଁ ବିଏମ୍‌ସିର ଗାଇଡଲାଇନ ଜାରି । ଆସନ୍ତା ମାଘ ସପ୍ତମୀରୁ ଖଣ୍ଡଗିରିରେ ପ୍ରସିଦ୍ଧ କୁମ୍ଭମେଳା ଆରମ୍ଭ ହେବ । ତେଣୁ ଯାତ୍ରାକୁ ମିଳିଛି ଅନୁମତି । କୋଭିଡ ଗାଇଡଲାଇନ୍‌ ଅନୁଯାୟୀ, ପ୍ରସିଦ୍ଧ ଖଣ୍ଡଗିରି ମେଳା ଚାଲିବ ବୋଲି ବିଏମ୍‌ସି
Read More...

ତଡ଼ୁଆବାହାଲ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା : ୨ ମୃତ

ନାରଦପୁର : ଚମ୍ପୁଆ ଥାନା ଅନ୍ତର୍ଗତ ୫୨୦ ନଂ ଜାତୀୟ ରାଜପଥ ତଡ଼ୁଆ ବାହାଲଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ଜଣାପଡିଛି । ସୂଚନାନୁଯାୟୀ, ରିମୁଳି ପଟୁ ଯୋଡ଼ା ଆଡ଼କୁ ଏକ ଟ୍ରକ୍ ଯାଉଥିଲା । ଏହି ସମୟରେ ନାରଦପୁର ପଟୁ ରଙ୍ଗ ରାସ୍ତାରେ ଏକ ବାଇକ ଯୋଗେ ଦୁଇ ଜଣ ଆସୁଥିଲେ । ତଡ଼ୁଆ
Read More...

ପ୍ରଗତି ଉତ୍କଳ ସଂଘ ଦ୍ଵାରା ଜନସ୍ୱାସ୍ଥ୍ୟ ସଚେତନତା ଶିବିର ଆୟୋଜିତ

ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ପ୍ରଗତି ଉତ୍କଳ ସଂଘ ପକ୍ଷରୁ ଆୟୋଜିତ ହୋଇଛି ଜନସ୍ୱାସ୍ଥ୍ୟ ସଚେତନତା ଶିବିର । ଏ ବର୍ଷ ସେକ୍ଟର ୬ ସ୍ଥିତ ଭଗବତୀ ପଲ୍ଲୀରେ ଥିବା ୱେଲ୍ ଫେୟାର କମିଟି ସଭା ଗୃହରେ ଏହି ଶିବିରର ଆୟୋଜନ କରାଯାଇଥିଲା । ଏହି ସ୍ୱାସ୍ଥ୍ୟ ଶିବିରରେ
Read More...

ରଥ ନିର୍ମାଣ ପାଇଁ ପୁରୀରେ ପହଞ୍ଚିଲା ପ୍ରଥମ କାଠ

ପୁରୀ : ଆସନ୍ତା ରଥ ନିର୍ମାଣ ପାଇଁ ଶନିବାର ପୁରୀରେ ପ୍ରଥମ ପର୍ଯ୍ୟାୟ କାଠ ପହଞ୍ଚିଛି । ନୟାଗଡର ଦଶପଲ୍ଲା ରେଞ୍ଜରୁ ଆସିଛି ଏହି କାଠ । ୩ଟି ଟ୍ରକ୍‌ରେ ୧୦୪ ଟି କାଠ ଆସିଛି । ୧୨ ଫୁଟ୍ ଓ ୨୦ ଫୁଟ୍‌ର ଅସନ ଓ ଧଉରା କାଠ ଆସିଛି । ଏଥିରୁ ୩ ଟି ଧଉରା କାଠ ଆସନ୍ତା ସରସ୍ୱତୀ ପୂଜାରେ ରଥଖଳାରେ
Read More...

ପଖନମୁଣ୍ଡାରେ ଶିକ୍ଷଣ ସହାୟକ ସାମଗ୍ରୀ ତିଆରି କାର୍ଯ୍ୟଶାଳା ଅନୁଷ୍ଠିତ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଳକ ଅନ୍ତର୍ଗତ ମାନ୍ଦଲା କ୍ଳଷ୍ଟରର ପଖନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦୁଇ ଦିବସୀୟ ଶିକ୍ଷଣ ସହାୟକ ସାମଗ୍ରୀ ତିଆରି କାର୍ଯ୍ୟଶାଳା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ବିରଂଚି ନାରାୟଣ ଦାଶ ଶିକ୍ଷାକୁ
Read More...

ବାଇକ୍ ଦୁର୍ଘଟଣାଗ୍ରସ୍ତ : ୧ ମୃତ, ୧ ଗୁରୁତର

ଫୁଲବାଣୀ : କଳିଙ୍ଗା ଘାଟିରେ ଏକ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ, ଗତକାଲି ଦୁଇ ଜଣ ଯୁବକ ଏକ ବାଇକ୍‌ରେ କଳିଙ୍ଗାରୁ ଭଞ୍ଜନଗର ଅଭିମୁଖେ ଯାଉଥିଲେ । ଅନ୍ଧାରକୋଟ ନିକଟରେ ବାଇକ୍‌ଟି ରାସ୍ତା
Read More...

ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ବରଗଡ଼ ଜିଲ୍ଲା ଶାଖା ତରଫରୁ ଉନବିଂଶତମ ଆଭାସୀ ପାଠଚକ୍ର ଅନୁଷ୍ଠିତ

ବରଗଡ଼, (କେପିଏନ୍‌ଏସ୍‌) : ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ବରଗଡ଼ ଜିଲ୍ଲା ଶାଖା ତରଫରୁ ଉନବିଂଶତମ ଆଭାସୀ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି । ଡ. ସୁବାସ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟଫଣ୍ଡ ମହାବିଦ୍ୟାଳୟର ଇତିହାସ ବିଭାଗର ପ୍ରାଧ୍ୟାପକ ତଥା ଗବେଷକ ଡ.
Read More...

ଜଗନ୍ନାଥ ଡିଗ୍ରୀ ମହାବିଦ୍ୟାଳୟରେ କ୍ରୀଡା ଓ ସାଂସ୍କୃତିକ ଉତ୍ସବ ଅନୁଷ୍ଠିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ରମ୍ଭା ଜଗନ୍ନାଥ ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ସମ୍ପାଦକ ସୁବାଷ ଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ୱରେ କ୍ରୀଡା ଓ ସାଂସ୍କୃତିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସୁରେନ୍ଦ୍ର ନାଥ ମିଶ୍ରଙ୍କ ବେଦମନ୍ତ୍ର ପାଠରେ ଦ୍ୱିପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଅୟମାରମ୍ଭ
Read More...

ପୁରୀ-ରାଉରକେଲା ଦିନବେଳା ସ୍ୱତନ୍ତ୍ର ଟ୍ରେନ ସବୁଦିନିଆ ହେଉ : ଇଂ ଉତ୍ତମ କୁମାର ସାମଲ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡିଶାରେ ଭୁବନେଶ୍ୱର ଏବଂ ରାଉରକେଲାରେ ବଶ୍ୱକପ୍ ହକି ମ୍ୟାଚ ହେଉଥିବାରୁ ଭାରତୀୟ ରେଳବାଇ ପୁରୀ-ଭୂବନେଶ୍ୱର-ରାଉରକେଲା ମଧ୍ୟରେ ଦିନବେଳା ଏକ ସ୍ୱତନ୍ତ୍ର ଟ୍ରେନ ପ୍ରଚଳନ କରିଛନ୍ତି । ବହୁ ପୂର୍ବରୁ ଭୁବନେଶ୍ୱର ପଟୁ ସକାଳୁଆ ଏକ ଟ୍ରେନ ରାଉରକେଲାକୁ ପ୍ରଚଳନ
Read More...

ବଲାଙ୍ଗିର ଲୋକ ଉତ୍ସବର ଦ୍ୱିତୀୟ ସଂଧ୍ୟା

ସଂସ୍କୃତି, ପରମ୍ପରା ସହିତ ମିଳିତ ଭାବରେ ବିକାଶ ଧାରା ଆଗେଇବାକୁ ଆହ୍ୱାନ ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଲୋକ ମହୋତ୍ସବର ଦ୍ୱିତୀୟ ସଂଧ୍ୟାରେ କୋଶଳ କଳାମଣ୍ଡଳ ପଡିଆରେ ପ୍ରବଳ ଭିଡ ଦେଖାଯାଇଥିଲା । କଳାପ୍ରେମୀ ବଲାଙ୍ଗିରବାସୀ ହଜାର ହଜାର ସଂଖ୍ୟାରେ ଆସି ଲୋକ ମହୋତ୍ସବକୁ
Read More...