ରାମେଶ୍ୱର ନଗରଠାରେ ବଡ ଭାଇର ଆକ୍ରମଣର ଶିକାର ହେଲା ଦିବ୍ୟାଙ୍ଗ ସାନ ଭାଇ
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଟାଉନ ଥାନା ଅନ୍ତର୍ଗତ ରାମେଶ୍ୱର ନଗରଠାରେ ଜଣେ ଦିବ୍ୟାଙ୍ଗ ତଥା ସାମାନ୍ୟ ଦୃଷ୍ଟିହୀନ ସାନ ଭାଇ ନିଜ ବଡ ଭାଇର ଆକ୍ରମଣର ଶିକାର ହୋଇ ଟାଉନ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଦିବ୍ୟାଙ୍ଗ ତଥା ସାମାନ୍ୟ ଦୃଷ୍ଟିହୀନ ବ୍ୟକ୍ତି ଜଣକ ହେଲେ ପ୍ରଶାନ୍ତ ପରୁଆ!-->…
Read More...
Read More...