Monthly Archives

January 2023

ଅଲାତରା ଶିବ ମନ୍ଦିର ପ୍ରାଙ୍ଗଣରେ ବିଶ୍ୱ ହିନ୍ଦୁ ପରିଷଦର ଧର୍ମ ରକ୍ଷା ବୈଠକ

କଳାହାଣ୍ଡି, (ପି. କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ଅଲାତରା ଶିବ ମନ୍ଦିର ପ୍ରାଙ୍ଗଣରେ ବ୍ଲକ ସଭାପତି ଯୁଧିଷ୍ଠିର ବାଣୁଆଁଙ୍କ ଅଧ୍ୟକ୍ଷତାରେ ବିଶ୍ୱ ହିନ୍ଦୁ ପରିଷଦ ତରଫରୁ ହିନ୍ଦୁ ଧର୍ମ ରକ୍ଷା, ଗୋମାତା, ତୁଳସୀ, ଅଶ୍ୱତ୍‌ଥ, ବଟବୃକ୍ଷ ପୂଜନ ଓ ସଂସ୍କୃତି ପରମ୍ପରାକୁ ନେଇ
Read More...

କୁଲତା ଯୁବ ସାମୁଖ୍ୟର କର୍ମକର୍ତ୍ତା ନିର୍ବାଚନ ସଭା ଅନୁଷ୍ଠିତ

ପାଟଣାଗଡ, (କେପିଏନ୍‌ଏସ୍‌) : ପାଟଣାଗଡ କୁଲତା ଯୁବ ସାମୁଖ୍ୟର କର୍ମକର୍ତ୍ତା ନିର୍ବାଚନ ସଭା ରବିବାର ଅନୁଷ୍ଠିତ ହୋଇଯାଇଛି । ଭିମସେନ ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର କୁଲତା ସମାଜର କେନ୍ଦ୍ରୀୟ ସଭାପତି ବେଲାରସିଂ ଭୋଇ ଓ ଟଙ୍କଧର ଗଡତ୍ୟା ସମ୍ମାନିତ
Read More...

କନ୍ୟା ଗୁରୁକୁଳର ୧୪ତମ ବାର୍ଷିକୋତ୍ସବ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଛେତେଗାଁ ପଞ୍ଚାୟତ ଘୁଚାପାଲି ସ୍ଥିତ ମହର୍ଷି ଦୟାନନ୍ଦ କନ୍ୟା ଗୁରୁକୁଳରେ ୧୪ତମ ବାର୍ଷିକୋତ୍ସବ ପାଳିତ ହୋଇଯାଇଛି । ଦୁଇ ଦିନ ଧରି ଅନୁଷ୍ଠିତ ଏହି ଉତ୍ସବରେ ସକାଳ ୮ଟାରୁ ୧୨ଟା ପର୍ଯ୍ୟନ୍ତ ସାମବେଦ ପାରାୟଣ ଓ ହୋମଯଜ୍ଞ କରାଯାଇଥିଲା ।
Read More...

ବଲାଙ୍ଗିର ଲୋକ ଉତ୍ସବର ତୃତୀୟ ସଂଧ୍ୟା : ବଲାଙ୍ଗିର ମାଟିର କଳା ଓ କଳାକାରଙ୍କୁ ପ୍ରଶଂସା କଲେ ବିଧାୟକ ସନ୍ତୋଷ ସିଂ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଲୋକ ଉତ୍ସବର ତୃତୀୟ ସଂଧ୍ୟା । ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବଲାଙ୍ଗିର ମାଟିର କଳା ଓ କଳାକାରଙ୍କୁ ପ୍ରଶଂସା କରିଛନ୍ତି ବିଧାୟକ ସନ୍ତୋଷ ସିଂ ସାଲୁଜା । ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର ମହାପାତ୍ରଙ୍କ ସଭାପତିତ୍ୱରେ ସମ୍ମାନିତ ଅତିଥି ଭାବେ
Read More...

ମୋହନଗିରି ୧୮ତମ ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ

ନୟାଗଡ଼ ଟୁର୍ଣ୍ଣାମେଣ୍ଟ ଚାମ୍ପିୟନ କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ମୋହନଗିରି ଠାରେ ଧବଳେଶ୍ୱର କ୍ରୀଡା ଓ ସଂସ୍କୃତିକ ଅନୁଷ୍ଠାନ ଦ୍ୱାରା ଆରମ୍ଭ ହୋଇଥିବା ୧୮ତମ ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଫାଇନାଲ୍‌ ଅନୁଷ୍ଠିତ ହୋଇଯାଇଛି । ଟସ୍‌
Read More...

ବଲାଙ୍ଗିର ଲୋକ ମହୋତ୍ସବର ତୃତୀୟ ଦିନ

‘ଆଗାମୀ ପିଢି ଆମକୁ କ୍ଷମା ଦେବେ ନାହିଁ’ ବଲାଙ୍ଗିର, (କେପିଏନ୍‌ଏସ୍‌) : କଳାକାରମାନେ ପିଢି ପିଢି ଧରି ଲୋକ ନୃତ୍ୟକୁ ବଞ୍ଚାଇ ରଖିଛନ୍ତି । ବିଶେଷ କରି ଗାଁରେ ଥିବା କଳାକାରମାନଙ୍କୁ ଏହାର ଶ୍ରେୟ ଯିବା କଥା । ଧୀରେ ଧୀରେ ଆଧୁନିକତାର ଛାପରେ ଆମେ ଆମ ମାଟିର ମହାନ କଳାକୁ ଭୁଲି ଯାଉଛୁ ।
Read More...

ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ (ଏନ୍‌ପିଏସ୍‌)ର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ

ବଜେଟ ପୂର୍ବରୁ ଦାବୀ ପୂରଣ ନ ହେଲେ ସମୁହ ଛୁଟି ନେବା ପାଇଁ ନିଷ୍ପତ୍ତି ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ (ଏନ୍‌ପିଏସ୍‌)ର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ କଦଳୀମୁଣ୍ଡା ନର୍ସରୀ ବଲାଙ୍ଗିର ଠାରେ ଶିତୋଷ କୁମାର ପାଣିଗ୍ରାହୀଙ୍କ ସଭାପତିତ୍ୱରେ
Read More...

କଅଗାଁ ଠାରେ ୭ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବ୍ଲକ ଅନ୍ତର୍ଗତ ମିର୍ଦ୍ଧାପାଲି ପଞ୍ଚାୟତର କଅଗାଁ ଠାରେ ୭ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅତିଥି ଭାବେ ଜିଲ୍ଲା ଯୁବ ବିଜେଡ଼ି ସଭାପତି ରାଜେନ୍ଦ୍ର ପ୍ରସାଦ ହୋତା ଓ ଚନ୍ଦନଭାଟି ସରପଞ୍ଚ କୁନା ସାହୁ ଯୋଗ ଦେଇ ବିଜୟୀ
Read More...

ସେଣ୍ଟପଲ ସ୍କୁଲରେ ରକ୍ତଦାନ ଶିବିର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ହମିରପୁର ସ୍ଥିତ ସେଣ୍ଟପଲ ସ୍କୁଲରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସ୍କୁଲର ଅଧ୍ୟକ୍ଷ ଫାଦର ଯୋଶେଫ ଆମଦୋଦନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍କୁଲର କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ସକ୍ରିୟ
Read More...

ମଦନପୁର ଏମ୍‌ସିସି ନକଆଉଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ

ଭାଲୁପିଆ ଦଳ ଟୁର୍ଣ୍ଣାମେଣ୍ଟ ଚାମ୍ପିୟନ କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ମଦନପୁର ଠାରେ ଏମ୍‌ସିସି ନକଆଉଟ କ୍ରିକେଟ ଟୁର୍ଣ୍ଣାମେଣ୍ଟଣ୍ଟ ରବିବାର ଦିନ ଫାଇନାଲ୍‌ ମ୍ୟାଚ୍‌ ଅନୁଷ୍ଠିତ ହୋଇଯାଇଛି । ଟସ୍‌ ଜିଣି ଭାଲୁପିଆ ଦଳ ପ୍ରଥମେ ବ୍ୟାଟିଙ୍ଗ କରି
Read More...