Monthly Archives

January 2023

ଓସ୍‌ଡମାକୁ ଜାତୀୟ ପୁରସ୍କାର

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ(ଓସ୍‌ଡମା)କୁ ସୁଭାଷ ଚନ୍ଦ୍ର ବୋଷ ଆପଦ ପ୍ରବନ୍ଧନ ପୁରସ୍କାର ପାଇଁ ଚୟନ କରାଯାଇଛି । ଏହି ଅବସରରେ ଆୟୋଜିତ ଏକ ପ୍ରେସ୍‌ କନ୍‌ଫରେନ୍ଦରେ
Read More...

ଟାଉନ ଥାନାରେ ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ଆଦିବାସୀ ନେତା ଥାନାରେ ଅଟକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଟାଉନ ଥାନାରେ ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ଆଦିବାସୀ ନେତା ଗିରିରାଜ ଭୋଇ ଥାନାରେ ଅଟକ ଥିବା ଜଣାପଡିଛି । ସୂଚନା ଅନୁସାରେ, ବଲାଙ୍ଗିର ଜିଲ୍ଲା ପାଟଣାଗଡର ଜଣେ ଯୁବତୀ ଗିରିରାଜ ଭୋଇଙ୍କ ନାମରେ ଅଭିଯୋଗ ଆଣିଛନ୍ତି । ଅଭିଯୋଗକୁ ଭିତ୍ତି କରି ପୋଲିସ
Read More...

ପୋଲିସ ମେଡାଲରେ ସମ୍ମାନିତ ହେବେ ୯୦୧ ଜଣ : ଓଡ଼ିଶାରୁ ୨ ଜଣ ପାଇବେ ରାଷ୍ଟ୍ରପତି ପୋଲିସ ମେଡାଲ

ନୂଆଦିଲ୍ଲୀ : ଗଣତନ୍ତ୍ର ଦିବସ ଅବସରରେ ପୋଲିସ ମେଡାଲରେ ସମ୍ମାନିତ ହେବେ ୯୦୧ ପୋଲିସ କର୍ମୀ । ସାହସିକତା ପୁରସ୍କାର ପାଇବେ ୧୪୦ ଜଣ ପୋଲିସ କର୍ମଚାରୀ । ସେହିପରି ଉଲ୍ଲେଖନୀୟ ସେବା ପାଇଁ ୯୩ ଜଣଙ୍କୁ ମିଳିବ ରାଷ୍ଟ୍ରପତି ପୋଲିସ ମେଡାଲ । ସମ୍ମାନଜନକ ସେବା ପାଇଁ ସମ୍ମାନିତ ହେବେ ୬୬୮ ପୋଲିସ
Read More...

ରାଜ୍ୟସ୍ତରୀୟ କବିତା ସମ୍ମାନରେ ସମ୍ମାନିତ ହେଲେ କବୟିତ୍ରୀ ସୁଶ୍ରୀ ସୁଜାତା ନାଏକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶ୍ରୀଚନ୍ଦନ ସାହିତ୍ୟ ସଂସ୍କୃତି ଏକାଡେମୀ, କଟକ ଆନୁକୂଲ୍ୟରେ ଅନୁଷ୍ଠିତ ୪୬ତମ ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହରେ ଯୋଗ ଦେଇ ବଲାଙ୍ଗିର ଜିଲ୍ଲା ସରଗାଡ ଗ୍ରାମର କବୟିତ୍ରୀ ସୁଶ୍ରୀ ସୁଜାତା ନାଏକ ‘ରାଜ୍ୟସ୍ତରୀୟ କବିତା ସମ୍ମାନ’୨୦୨୩ରେ ସମ୍ମାନିତ ହୋଇ ଅଞ୍ଚଳ
Read More...

କପିଲାଭଟାରେ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ସ୍ଥାପନ ପାଇଁ ଜମି ଚିହ୍ନଟ କଲେ ତହସିଲଦାର

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଗାଁରେ ନୂତନ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟଳେୟ ପାଇଁ ଜମି ଚିହ୍ନଟ କରିଛନ୍ତି ବଙ୍ଗୋମୁଣ୍ଡା ତହସିଲଦାର ଗୁଣମଣି ସୁନାନୀ । କପିଲାଭଟାରେ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ସ୍ଥାପନ କରିବା ପାଇଁ
Read More...

ବେଆଇନ କରତକଳ ଉପରେ ଭିଜିଲାନ୍ସ ଏବଂ ବନବିଭାଗ ପକ୍ଷରୁ ଚଢାଉ : ୩୦ଲକ୍ଷରୁ ଅଧିକ ଟଙ୍କାର ଯନ୍ତ୍ରପାତି ଓ କାଠ ଜବତ

ସୋର : ବେଆଇନ କରତକଳ ଉପରେ ଭିଜିଲାନ୍ସ ଏବଂ ବନବିଭାଗ ପକ୍ଷରୁ ଚଢାଉ । ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ମାର୍କୋଣା ଓ ବରୀରେ ଦୁଇଟି ବେଆଇନ କରତକଳ ଉପରେ ଭିଜିଲାନ୍ସ ଏବଂ ବନବିଭାଗ ରେଡ୍ କରିଛି । ୩୦ଲକ୍ଷରୁ ଅଧିକ ଟଙ୍କାର ଯନ୍ତ୍ରପାତି ଓ କାଠ ଜବତ ହୋଇଛି । ସୂଚନା ଅନୁଯାୟୀ, ବାଲେଶ୍ଵର
Read More...

ଭାରତ ଯୋଡୋ ଯାତ୍ରାରେ ନିଜ ମାଟିରେ ପହଁଚିଲେ ଶରତ

ସଇଁନ୍ତଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ସ୍ଥାନୀୟ ଡାକ ବଙ୍ଗଳା ଠାରୁ କଂଗ୍ରେସ ଦଳ ପକ୍ଷରୁ ଭାରତ ଯୋଡୋ ଯାତ୍ରାକୁ ବିପୁଳ ସ୍ୱାଗତ କରାଯାଇଥିଲା । ଏଥିରେ ପିସିସି ସଭାପତି ଶରତ ପଟ୍ଟନାୟକ, କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା, ଖରିଆର ବିଧାୟକ ଅଧୀରାଜ
Read More...

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଗାୟକ ସୁଖବିନ୍ଦର ସିଂ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବଲିଉଡ୍‌ର ପ୍ରଚ୍ଛଦପଟ୍ଟ ଲୋକପ୍ରିୟ ଗାୟକ ସୁଖବିନ୍ଦର ସିଂ ମଙ୍ଗଳବାର ସନ୍ଧ୍ୟାରେ ନବୀନ ନିବାସଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଏହି ଅବସରରେ ହକି ସଙ୍ଗୀତ ପାଇଁ ମୁଖ୍ୟମନ୍ତ୍ରୀ ସୁଖବିନ୍ଦରଙ୍କୁ ଧନ୍ୟବାଦ
Read More...

ଭାରତ ଅପରେଟିଂ ସିଷ୍ଟମ୍‌ର ପରୀକ୍ଷଣ ସଫଳ : କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଇଆଇଟି ମାଡ୍ରାସ ଦ୍ୱାରା ବିକଶିତ ସ୍ବଦେଶୀ ମୋବାଇଲ ଅପରେଟିଂ ସିଷ୍ଟମ-'ଭାରତ ଅପରେଟିଂ ସିଷ୍ଟମ'ର ପରୀକ୍ଷଣ ସଫଳ ହୋଇଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି । ଏହି ଅବସରରେ ଧର୍ମେନ୍ଦ୍ର ଆଇଆଇଟି ମାଡ୍ରାସ୍‌ର ସଫଳ ପ୍ରଚେଷ୍ଟାକୁ
Read More...

ସରକାରୀ ମହାବିଦ୍ୟାଳୟଠାରେ ‘ଜାତୀୟ ମତଦାତା ଦିବସ’ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସରକାରୀ ମହାବିଦ୍ୟାଳୟ ଠାରେ ଡ଼. ଅମୃତ ସିଂ ବରିହାଙ୍କ ସଭାପତିତ୍ୱରେ ଜାତୀୟ ମତଦାତା ଦିବସ ସମ୍ପର୍କରେ ଶପଥ ପାଠ ଅନୁଷ୍ଠିତ ହୋଇଯାଇଛି । ଡ଼. ଅଶୋକ କୁମାର ମହାରଣାଙ୍କ ଦ୍ଵାରା ଏହା ପରିଚାଳିତ ହୋଇ ଗଣତନ୍ତ୍ର ଦେଶରେ ଗୋଟିଏ ଭୋଟର ମୂଲ୍ୟ କେତେ ଜରୁରୀ
Read More...