Monthly Archives

January 2023

ଆକାଶଦୀପ’ ସମ୍ମାନରେ ସମ୍ମାନିତ ହେବେ ପ୍ରତିଭା ରାୟ

ନୂଆଦିଲ୍ଲୀ : ଅମର ଉଜାଲା ପକ୍ଷରୁ ନୂଆଦିଲ୍ଲୀରେ ଆଜି ଶବ୍ଦ ସମ୍ମାନ ଅନୁଷ୍ଠିତ ହେବ । ସର୍ବୋଚ୍ଚ ଶବ୍ଦ ସମ୍ମାନ ‘ଆକାଶଦୀପ’ ହିନ୍ଦୀ ଭାଷାର ପ୍ରଖ୍ୟାତ କଥାକାର ଦିବଂଗତ ଶେଖର ଯୋଶୀ ଓ ବିଖ୍ୟାତ ଓଡିଆ ଲେଖିକା ପ୍ରତିଭା ରାୟଙ୍କୁ ପ୍ରଦାନ କରାଯିବ । ପୁନମ ୱାସମ, ସୁଧୀର ଚନ୍ଦ୍ର, ଚନ୍ଦନ
Read More...

ସ୍ଵାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପାର୍ଥିବ ଶରୀରକୁ ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ

ଭୁବନେଶ୍ଵର : ସ୍ଵାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପାର୍ଥବ ଶରୀରକୁ ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବ ଦାସଙ୍କ ସରକାରୀ ବାସଭବନରେ ପହଞ୍ଚି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ମରଶରୀରରେ ପୁଷ୍ପଗୁଚ୍ଛ ଦେଇ ଶେଷ ଦର୍ଶନ କରିଛନ୍ତି । ଏହା
Read More...

ଡିଭାଇଡରରେ ପିଟିହୋଇ ଜଳିଗଲା ବସ୍ : ୬ ଆହତ, ଡ୍ରାଇଭର ଓ ହେଲପର୍ ଫେରାର୍

ନୟାଗଡ଼ : ଖୋର୍ଦ୍ଧା- ବଲାଙ୍ଗିର ଜାତୀୟ ରାଜପଥର ବାଣିଗୋଛା ଥାନା ଫାଲପାଜୁ ନିକଟରେ ରାସ୍ତାକଡ଼ରେ ଥିବା ଡିଭାଇଡରରେ ପିଟିହୋଇ ଜଳିଗଲା ସେବା ସଦନ ବସ୍ । ହୁତୁ ହୁତୁ ନିଆଁରେ ପୋଡି ପାଉଁଶ ହୋଇଗଲା ଘରୋଇ ବସ୍ । ବଡ଼ ଦୁର୍ଘଟଣା ୬ ଜଣ ସାମାନ୍ୟ ଆହତ ହୋଇଥିବା ବେଳେ ୨୦ରୁ ଅଧିକ ଯାତ୍ରୀ
Read More...

ଭିତରକନିକାରୁ ୨ ଶିକାରୀ ଗିରଫ

କେନ୍ଦ୍ରାପଡ଼ା : ଭିତରକନିକା ଜାତୀୟ ଉଦ୍ୟାନରେ ବିଦେଶୀ ପକ୍ଷୀ ଶିକାର କରୁଥିବା ବେଳେ ୨ ଶିକାରୀ ଗିରଫ । ଭିତରକନିକା ଫରେଷ୍ଟ ବ୍ଲକ୍ ନିକଟ ଇଶ୍ୱରପୁର ପଞ୍ଚାୟତ ମାହାଲା ଗ୍ରାମ ନିକଟରେ ପକ୍ଷୀ ଶିକାର ନେଇ କନିକା ରେଞ୍ଜ୍ ଅଫିସର ମାନସ କୁମାର ଦାସ ସୂଚନା ପାଇବା ପରେ ବିଭାଗୀୟ ଅଧିକାରୀଙ୍କ
Read More...

ଜଳିଗଲା ୯ ବଖରା ଘର

ତୁରେକେଲା, (କୈଳାସ ସଗ୍ରିଆ) : ତୁରେକେଲା ବ୍ଲକ ହିଆଁଲ ପଞ୍ଚାୟତ କର୍ଲାବାହାଲ ଗାଁରେ ରବିବାର ସକାଳେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ, ଗାଁର ଲଳିତ ମୋହନ ତାଣ୍ଡି, ଭକ୍ତି ତାଣ୍ଡି, ବିଜୟ ବେହେରାଙ୍କ ଘରେ ସକାଳ ସାଢେ ୭ଟାରେ ନିଆଁ ଲାଗି ଯାଇଥିଲା । ଖବର ପାଇ ଦମକଳ
Read More...

ତହସିଲ ଅଫିସ ଅମିନଙ୍କ ଆତ୍ମହତ୍ୟା : କାରଣ ଅସ୍ପଷ୍ଟ

ଭାଲୁମୁଣ୍ଡା : ବଙ୍ଗୋମୁଣ୍ଡା ତହସିଲ ଅଫିସର ଅମିନ ତଥା ବଙ୍ଗୋମୁଣ୍ଡା ଥାନା ତଥା ଜୁଏରପଡା ଗାଁର ମୁକେଶ ମଲ୍ଲିକ(୨୮) ବେକରେ ଗାମୁୁଛା ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ସୂଚନା ଅନୁସାରେ, ରବିବାର ମୁକେଶଙ୍କ ମା’ ଗାଧୋଇବାକୁ ଯାଇଥିଲେ । ଫେରିବା ପରେ ଘର ଭିତରେ ମୁକେଶଙ୍କ ଝୁଳନ୍ତା
Read More...

ଗୁଡଖାପଲା କ୍ରିକେଟ ଟୁର୍ଣ୍ଣାମେଣ୍ଟ : ସିଙ୍ଗାଟିମାଲ ଚାମ୍ପିୟନ

ଦେଓଗାଁ : ଦେଓଗାଁ ବ୍ଲକ ଗୁଡଖାପଲା ପଞ୍ଚାୟତ ପଦରପଡିଆରେ ଟାଇଗର କ୍ରିକେଟ କ୍ଲବ ଆନୁକୂଲ୍ୟରେ ଚାଲିଥିବା କ୍ରିକେଟ ପ୍ରତିଯୋଗିତା ରବିବାର ଉଦ୍‌ଯାପିତ ହୋଇଯାଇଛି । ଫାଇନାଲ ଖେଳ ସିଙ୍ଗାଟିମାଲ ଓ ରୁଗୁଡିପାଲି ଦଳ ମଧ୍ୟରେ ହୋଇଥିଲା । ସିଙ୍ଗାଟିମାଲ ପ୍ରଥମେ ବ୍ରାଟିଂ କରି ୮ ଓଭରରେ ୮୯ ରନ୍‌
Read More...

କିଟ୍‌ ପକ୍ଷରୁ ଗଣଦୌଡ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର କିଟ୍‌ ବିଶ୍ୱବିଦ୍ୟାଳୟ ରୌପ୍ୟ ଜୟନ୍ତୀ ବର୍ଷ ପାଳନ ଉପଲକ୍ଷେ ଗଣଦୌଡ ଆୟୋଜନ କରାଯାଇଛି । କୋଶଳ କଳାମଣ୍ଡଳ ପଡିଆରୁ ମାରାଥନ ବାହାରିଥିଲା । ପୌରାଧ୍ୟକ୍ଷା ଲିକା ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସବୁଜ ପତାକା ଦେଖାଇ ଏହାକୁ ଉଦ୍‌ଘାଟନ କରିଥିଲେ ।
Read More...

ରାଜ୍ୟସ୍ତରୀୟ କବିତା ପାଠୋତ୍ସବ ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଲେଖକ ଓ ସାହିତ୍ୟିକମାନେ ତାଙ୍କ ଲେଖନୀରେ ଆମ ଗୌରବମୟ ଐତିହ୍ୟ, ସଂସ୍କୃତି ଓ ପରମ୍ପରା ଉପରେ ଚିତ୍ର ପ୍ରଦାନ କଲେ ଏ ଜାତିର ମର୍ଯ୍ୟାଦା ବୃଦ୍ଧି ହେବ ବୋଲି ଜଳନ୍ଧର ସ୍ମୃତି ସାହିତ୍ୟ ପ୍ରତିଷ୍ଠାନ ଆନୁକୂଲ୍ୟର ଏବଂ ମେକ୍ ଇନ୍‌ ଇଣ୍ଡିଆ ଆଣ୍ଡ ମିଡ଼ିଆ
Read More...

ଭୂମିକମ୍ପରେ ଥରିଲା ପାକିସ୍ତାନ

ଇସ୍‌ଲାମାବାଦ : ପାକିସ୍ତାନର ପ୍ରାୟ ୫୦ ପ୍ରତିଶତ ଅଞ୍ଚଳ ଗତକାଲି ୬.୩ ତୀବ୍ରତାର ଭୂମିକମ୍ପରେ ଥରି ଉଠିଛି । ଏହି ଭୂମିକମ୍ପର କେନ୍ଦ୍ର ତାଜିକସ୍ତାନରେ ଥିବା ବେଳେ ଏହାର ଗଭୀରତା ୧୫୦ କିମି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଭୂମିକମ୍ପଜନିତ କ୍ଷୟକ୍ଷତି ନେଇ କୌଣସି ରିପୋର୍ଟ
Read More...