Daily Archives

ଜାତିର ପିତା ମହାତ୍ମାଗାନ୍ଧୀଙ୍କ ତିରୋଧାନ ଦିବସ ପାଳିତ

ମାଲକାନଗିରି : ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ତିରୋଧାନ ଦିବସ ପାଳିତ ହୋଯାଇଛି । ଜିଲ୍ଲା କଂଗ୍ରେସ ଭବନଠାରେ ଜିଲ୍ଲା କଂଗ୍ରେସ କମିଟିର ସଭାପତି ଗୋବିନ୍ଦ ପାତ୍ର, ବରିଷ୍ଠ କଂଗ୍ରେସ ନେତା ଶରତ ଚନ୍ଦ୍ର ବୁରୁଦା, ଜି ଶ୍ରୀନିବାସ ରାଓ, ପଦ୍ମ
Read More...

୭ ଫୁଟ୍‌ର ଅଜଗର ଉଦ୍ଧାର

କୋରାପୁଟ : କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବ୍ଲକ ଅନ୍ତର୍ଗତ ବୋଦାପୁଟ ପଞ୍ଚାୟତ ମାଦି ଗ୍ରାମର ସମାରି ସୀସା ନାମକ ଜଣେ ବୃଦ୍ଧାଙ୍କ ଶୋଇବା ଘରୁ ୭ ଫୁଟ୍‌ର ଅଜଗର ସାପ ଉଦ୍ଧାର କରାଯାଇଛି । ସୂଚନା ଅନୁସାରେ, ରବିବାର ରାତିରେ ସମାରି ଏକୁଟିଆ ନିଜ ଶୋଇବା ଘରେ ଶୋଇଥିଲେ । ବିଳମ୍ବିତ ରାତିରେ
Read More...

ସ୍ମୃତିରେ ସୁମନ୍ତ କାର୍ଯ୍ୟକ୍ରମରେ ଭଜନ ସଂଧ୍ୟା

ବଲାଙ୍ଗିର କ୍ରିକେଟ ଜଗତକୁ ଆଗକୁ ନେବାରେ ଭୂମିକା ଥିଲା ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ମାଟିକୁ ଭଲ ପାଉଥିବା ମଣିଷଟିଏ । ରାଜନୀତି ହେଉ କି କ୍ରୀଡା । ସାମ୍ବାଦିକ ହୁଅନ୍ତୁ କି ବୁଦ୍ଧିଜୀବୀ । ବଡବଡ ରାଜନେତାଙ୍କର ବି ବିଶ୍ୱାସ ଭାଜନ ହୋଇଥିଲେ । ବହୁ କ୍ଷେତ୍ରରେ ଥିଲା
Read More...

ଅଣ୍ଡାଗ୍ରାମରେ ୧୬ ପହରି ନାମଯଜ୍ଞ ଅନୁଷ୍ଠିତ

ଖୋର୍ଦ୍ଧା : ଖୋର୍ଦ୍ଧା ସ୍ଥିତ ଅଣ୍ଡାଗ୍ରାମରେ ଦୁଇ ଦିନ ଧରି ୧୬ ପହରି ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । କୀର୍ତ୍ତନ ଦେଖିବାକୁ ବହୁ ଦୂରରୁ ଜନସାଧାରଣ ଆସିଥିଲେ । ଭକ୍ତଙ୍କ ପାଇଁ ପ୍ରସାଦର ବ୍ୟବସ୍ଥା କରାଯାଇଥିଲା । ବନମାଳୀପୁର ଓ ରାୟପୁର ଗ୍ରାମର ସମସ୍ତ ଯୁବକମାନଙ୍କ ସହଯୋଗରେ ସୁନ୍ଦର ଆଲୋକ
Read More...

ଭରସୁଜାଠାରେ ଜାତୀୟସ୍ତରୀୟ ଚେସ୍‌ ଟୁର୍ଣ୍ଣାମେଣ୍ଟ ଉପଲକ୍ଷେ ସାମ୍ବାଦିକ ସମ୍ବିଳନୀ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଆଗଲପୁର ବ୍ଲକ ଭରସୁଜା କଲ୍ୟାଣ ମଣ୍ଡପଠାରେ ୪ର୍ଥ ବର୍ଷ ଜାତୀୟସ୍ତରୀୟ ଚେସ୍‌ ଟୁର୍ଣ୍ଣାମେଣ୍ଟ ଉପଲକ୍ଷେ ସାମ୍ବାଦିକ ସମ୍ବିଳନୀ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଟୁର୍ଣ୍ଣାମେଣ୍ଟଟି ସ୍ୱର୍ଗତ ଭୁକ୍ତାନନ୍ଦ ପାତ୍ରଙ୍କ ସ୍ମୁତିରେ
Read More...

ଓଡିଆ ଭାଷା ବିକାଶ ମଞ୍ଚ ତରଫରୁ ଗାନ୍ଧିଜୀଙ୍କ ତିରୋଧାନ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରଗତିଶୀଳ ସାହିତ୍ୟାନୁଷ୍ଠାନ ଓଡିଆ ଭାଷା ବିକାଶ ମଞ୍ଚ ତରଫରୁ ଗାନ୍ଧିଜୀଙ୍କ ତିରୋଧାନ ଦିବସ ପାଳିତ ହୋଇଯାଇଛି । ମଞ୍ଚର ସଭାପତି ପ୍ରଶାନ୍ତ କୁମାର ପତିଙ୍କ ସଭାପତିତ୍ୱରେ ଓ ସଂପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ
Read More...

ମେଧାବୃତ୍ତି ପରୀକ୍ଷାରେ କୃତିତ୍ୱ ହାସଲ କଲେ ଛାତ୍ର ସୁଧୀନ୍ଦ୍ର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଯୋଯୋନାରା ଉ.ପ୍ରା ବିଦ୍ୟାଳୟର ଛାତ୍ର ସୁଧୀନ୍ଦ୍ର କୁମାର ସାହୁ ଚଳିତ ପଞ୍ଚମ ଶ୍ରେଣୀ ମେଧାବୃତ୍ତି ପରୀକ୍ଷାରେ କୃତିତ୍ୱ ହାସଲ କରିଛନ୍ତି । ସେ ଡଭା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ସରୋଜ କୁମାର ସାହୁ ତଥା
Read More...

ଜିଏସ୍‌ ଡୁଙ୍ଗୁରିପାଲି ଆଞ୍ଚଳିକ କୁଲତା ସମାଜର ବୈଠକ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ଆଭ୍ୟନ୍ତରୀଣ ରାନିପାଲି ଗ୍ରାମରେ ଗଡ଼ଶଙ୍କର ଡୁଙ୍ଗୁରିପାଲି ଆଞ୍ଚଳିକ କୁଲତା ସମାଜର ବୈଠକ ଓ ନୂତନ କର୍ମକର୍ତ୍ତା ମନୋନୟନ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସମାଜର ଅଧିଷ୍ଠାତ୍ରୀ ଦେବୀ ରଣେଶ୍ୱର ରାମଚଣ୍ଡୀଙ୍କ ପୂଜାର୍ଚ୍ଚନା କରାଯାଇଥିଲା
Read More...