ପଞ୍ଚଲିଙ୍ଗେଶ୍ଵର ଶୈବପୀଠରେ ମାଘ ସପ୍ତମୀ ମେଳା
ନୀଳଗିରି : ପବିତ୍ର ମାଘ ସପ୍ତମୀରେ ଉତ୍ତର ଓଡିଶାର ପ୍ରସିଦ୍ଧ ଶୈବପୀଠ ପଞ୍ଚଲିଙ୍ଗେଶ୍ୱର ଠାରେ ମାଘ ସପ୍ତମୀ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ମେଳା ୯ ଦିନ ଧରି ଚାଲୁ ରହିବ । ହୋମଯଜ୍ଞ, କୀର୍ତ୍ତନ, ଅଷ୍ଟପ୍ରହରୀ ପୂଜାର୍ଚ୍ଚନା କରାଯାଇଛି । ଏଥିରେ ନୀଳଗିରି ଉପଜିଲ୍ଲାପାଳ ମନ୍ଦରଧର ମହାଳିକ!-->…
Read More...
Read More...