Daily Archives

ଆଜି ‘କୋଶଳ ପ୍ରବାହ’ର ସଂପାଦକ ତଥା ବିଶିଷ୍ଟ କବି ଆନଂଦ ଚଂଦ୍ର ସାହୁଙ୍କ ଜନ୍ମଦିନ : ଛୁଟୁଛି ଶୁଭେଚ୍ଛାର ସୁଅ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ‘କୋଶଳ ପ୍ରବାହ’ର ସଂପାଦକ ତଥା ବିଶିଷ୍ଟ କବି ଆନଂଦ ଚଂଦ୍ର ସାହୁଙ୍କ ଶୁଭ ଜନ୍ମଦିନ । ଏହି ଅବସରରେ ବିଭିନ୍ନ ସାମାଜିକ ଓ ସାହିତ୍ୟ ସଂଗଠନ ତଥା ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ଠାରୁ ଶୁଭେଚ୍ଛାର ସୁଅ ଛୁଟୁଛି । ଦୀର୍ଘ ୨୩ ବର୍ଷ ଧରି ‘କୋଶଳ ପ୍ରବାହ’
Read More...

ପୁରୀରେ ରଥକାଠ ଅନୁକୂଳ

ପୁରୀ : ପବିତ୍ର ଶ୍ରୀପଞ୍ଚମୀ ଅବସରରେ ରଥଯାତ୍ରା ପାଇଁ ରଥକାଠ ଅନୁକୂଳ ହୋଇଯାଇଛି । ଗୁରୁବାର ପରମ୍ପରା ଅନୁଯାୟୀ ରଥଖଳାରେ ୩ଟି ଧଉରା କାଠ ପୂଜାର୍ଚ୍ଚନା କରାଯାଇଛି । ଏହି କାଠରେ ନନ୍ଦିଘୋଷ, ତାଳଧ୍ୱଜ ଏବଂ ଦେବଦଳନ ରଥର ଗୁଜ ଅନୁକୂଳ କରାଯିବ ।
Read More...

ବାଇକ୍ ପଛକୁ ଧକ୍କା ଦେଲା ଟ୍ରଲର : ୧ ମୃତ, ୧ ଗୁରୁତର

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲ୍ଲା ବଡ଼ମାଲ ଥାନା ଅନ୍ତର୍ଗତ ସା'ପଡ଼ା ଛକଠାରେ ଏକ ଟ୍ରଲର ବାଇକ୍‌କୁ ଧକ୍କା ଦେବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଥିବା ଜଣାପଡିଛି । ଖବରପାଇ ବଡ଼ମାଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ସୂଚନା
Read More...

ବିଭିନ୍ନ ସ୍ଥାନରେ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ୭୪ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳନ ହୋଇଯାଇଛି । ସାଧାରଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ କପିଲାଭଟା ପଞ୍ଚାୟତର ସରପଞ୍ଚ ତୁଳସେ ଭୋଇ ଯୋଗ ଦେଇ ଜାତୀୟ
Read More...

୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଜୟଶ୍ରୀ କେମିକାଲ ଶ୍ରମିକ ସଙ୍ଘ ତରଫରୁ ସଙ୍ଘ ଅଫିସ ଠାରେ ସିପିଆଇ ଗଞ୍ଜାମ ବ୍ଲକ ସହସମ୍ପାଦକ ବିଶ୍ୱନାଥ ବିଶ୍ୱାଳଙ୍କ ସଭାପତିତ୍ୱରେ ୭୪ତମ ସାଧାରତନ୍ତ୍ର ଦିବସ ପାଳିତ ହୋଇଯାଇଛି । ୟୁନିଅନ ସଭାପତି ତଥା ପୂର୍ବତନ ବିଧାୟକ ଏନ ନାରାୟଣ ରେଡ୍ଡୀ
Read More...