Daily Archives

କୁଆଖାଇ ନଦୀ ପଠାରୁ ଅଜଣା ମୃତଦେହ ଉଦ୍ଧାର

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବରିମୁଣ୍ଡ ଗାଁ ନିକଟ କୁଆଖାଇ ନଦୀ ପଠାରୁ ଏକ ମୃତଦେହ ଉଦ୍ଧାର କରାଯାଇଛି । ବର୍ତ୍ତମାନ ସୁଦ୍ଧା ମୃତଦେହର ପରିଚୟ ମିଳିନଥିବା ପୋଲିସ ସ୍ପଷ୍ଟ କରିଛି । ତେବେ ମୃତଦେହ ଉଦ୍ଧାର କରିବା ପରେ ଏନେଇ ତଦନ୍ତ ଜାରି ରଖିଛି ମଞ୍ଚେଶ୍ୱର ଥାନା ପୋଲିସ । ମୃତଦେହର
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୨ ମୃତ, ୫ ଆହତ

କୁଆଖିଆ : କୁଆଖିଆ ଥାନା ଅନ୍ତର୍ଗତ ୧୬ ନମ୍ୱର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ଫଳରେ କାରରେ ଥିବା ୭ ଜଣଙ୍କ ମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଆହତ ୫ ଜଣଙ୍କୁ ଧର୍ମଶାଳା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣାରେ ପ୍ରାଣ ହରାଇଥିବା
Read More...

ଚନ୍ଦ୍ରଭାଗା କବିତା ଉତ୍ସବ ଉଦ୍‌ଘାଟିତ

କୋଣାର୍କ : ଶନିବାର ପୂର୍ବାହ୍ନରେ ସ୍ଥାନୀୟ ଯାତ୍ରୀନିବାସ ସମ୍ମିଳନୀ କକ୍ଷରେ ଉଦ୍‌ଘାଟିତ ହୋଇଛି ଚନ୍ଦ୍ରଭାଗା କବିତା ଉତ୍ସବ । ସେଞ୍ଚୁରିଆନ ବିଶ୍ବବିଦ୍ୟାଳୟ, ଇନିଷ୍ଟିଚ୍ୟୁଟ ଅଫ କଲେଜ ସାଇନ୍ସ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଥାନରୁ ବିଶିଷ୍ଟ କବି ଓ କବୟିତ୍ରୀମାନେ
Read More...

ନୋବେଲ ବିଜେତା ହାରଲଡ ଭରମସଙ୍କ ବ୍ୟାଖ୍ୟାନ କେନ୍ଦ୍ର ପରିଦର୍ଶନ

କୋଣାର୍କ : ଶନିବାର ନୋବେଲ ପୁରସ୍କାର ବିଜୟୀ(ମେଡିସିନ) ଆମେରିକାର ହାରଲଡ ଭରମସ ଆଓଏଫ ବ୍ୟାଖ୍ୟାନ କେନ୍ଦ୍ର ଓ ସୂର୍ଯ୍ୟମନ୍ଦିର ପରିଦର୍ଶନରେ ଆସିଥିଲେ । ପ୍ରଥମେ ବ୍ୟାଖ୍ୟାନ କେନ୍ଦ୍ର ପରିସରରେ ସ୍ବାଗତ କରାଯାଇଥିଲା । ଗାଇଡ ବିଶେଶ୍ୱର ଦାଶ ବ୍ୟାଖ୍ୟାନ କେନ୍ଦ୍ର, ସୂର୍ଯ୍ୟମନ୍ଦିର ସୂକ୍ଷ୍ମ
Read More...

ରାଜସ୍ଥାନ ହାଇକୋର୍ଟରେ ୯ ବିଚାରପତିଙ୍କ ନିଯୁକ୍ତି

ନୂଆଦିଲ୍ଲୀ : ଆଇନ୍‌ ଓ ନ୍ୟାୟ ମନ୍ତ୍ରାଳୟ ଶୁକ୍ରବାର ରାଜସ୍ଥାନ ହାଇକୋର୍ଟରେ ୯ଜଣ ନୂଆ ବିଚାରପତିଙ୍କ ନିଯୁକ୍ତି ନେଇ ଏକ ଅଧିସୂଚନା ଜାରି କରିଛି । ଏଥିରେ ୬ଜଣ ନ୍ୟାୟିକ ଅଧିକାରୀ ଥିବା ବେଳେ ଆଉ ୩ଜଣ ଅଧିବକ୍ତା ଅଛନ୍ତି । ଆଇନ୍‌ ଓ ନ୍ୟାୟ ମନ୍ତ୍ରୀ କିରଣ ରିଜିଜୁ ରାଜସ୍ଥାନ ହାଇକୋର୍ଟଙ୍କ
Read More...

ପେଣ୍ଠକଟାରେ ମକର ମେଳା

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ପେଣ୍ଠକଟା ମତ୍ସ୍ୟଜୀବୀ ସମ୍ପ୍ରଦାୟର ଲୋକମାନଙ୍କୁ ନେଇ ମକରମେଳା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ସମର୍ଥ ବର୍ମା, ସମ୍ମାନିତ ଅତିଥି ଭାବେ ପୌରପାଳିକାର ଏନ୍‌ଫୋର୍ସମେଣ୍ଟ ଅଧିକାରୀ ରାକେଶ କୁମାର ପଣ୍ଡା, ଜିଲ୍ଲା ଶିଶୁ
Read More...

ସହର ପରିକ୍ରମା କଲା ବିଶାଳ ସାଂସ୍କୃତିକ ଶୋଭାଯାତ୍ରା

କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡି ଉତ୍ସବର ଅବ୍ୟବହିତ ପୂର୍ବରୁ ମଶାଲ ଶୋଭାଯାତ୍ରା କଳାହାଣ୍ଡିର ଇଷ୍ଟଦେବୀ ମା' ମାଣିକେଶ୍ୱରୀ ପୀଠରୁ ଏକ ବିଶାଳ ସାଂସ୍କୃତିକ ଶୋଭାଯାତ୍ରା ସହିତ ସହର ପରିକ୍ରମା କରି ଉତ୍ସବ ସ୍ଥଳରେ ପହଞ୍ଚିବା ପରେ ଆନୁଷ୍ଠାନିକ ଭାବେ ମଞ୍ଚ ପୂଜା ସହ ଉତ୍ସବର
Read More...

ବିଏସ୍‌ଏଫ୍‌ ପକ୍ଷରୁ ସ୍ୱତନ୍ତ୍ର ଡଗ୍‌ ସୋ

ମାଲକାନଗିରି : ମାଲକାନଗିରି ପଥଉତ୍ସବ ଅବସରରେ ସୀମା ସୁରକ୍ଷା ବଳ(ବିଏସ୍‌ଏଫ୍‌)ପକ୍ଷରୁ ସ୍ୱତନ୍ତ୍ର ଡଗ୍‌ ସୋ ଓ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନୀ କରାଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମାଲକାନଗିରି ଏମ୍‌ଭି୨ ଠାରେ ଥିବା ବିଏସ୍‌ଏଫ୍‌ କ୍ୟାମ୍ପ ପକ୍ଷରୁ ସର୍ବସାଧାରଣଙ୍କ ପାଇଁ ତାଲିମ
Read More...

ମାଲ୍ୟବନ୍ତ ମହୋତ୍ସବ ପାଇଁ ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା

ମାଲକାନଗିରି : ମାଲକାନଗିରି ଜିଲ୍ଲାର ଗଣ ଉତ୍ସବ ମାଲ୍ୟବନ୍ତ ମହୋତ୍ସବକୁ ସରସ ସୁନ୍ଦର ଭାବେ ପାଳନ କରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି ସରି ଯାଇଛି । ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥା ନିମନ୍ତେ ନିଆଯାଇଥିବା ପଦକ୍ଷେପ ବିଷୟରେ ଗଣମାଧ୍ୟମର ପ୍ରତିନିଧିଙ୍କୁ ଜିଲ୍ଲା
Read More...

ଟି-ସେତୁରେ ଅଘଟଣକୁ ନେଇ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ମୃତକଙ୍କ ପରିବାରକୁ ୫ଲକ୍ଷ ଟଙ୍କା ଅନୁକମ୍ପା ସହାୟତା ନରସିଂହପୁର/ ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସିଂହନାଥ ପୀଠରେ ଦଳାଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ନିକଟ ତମ ଆତ୍ମୀୟଙ୍କ ପାଇଁ ପାଞ୍ଚ ଲକ୍ଷ ଟଙ୍କା
Read More...